ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର Gold Rate

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆଜି ଆମେ ଜାଣିବା ଆଜିର 22 କ୍ୟାରେଟ ଓ 24 କ୍ୟାରେଟ ସୁନାର ଦାମ କଣ ରହିଛି ଓ ଏହା ସହିତ ଆମେ ଜାଣିବା କି ଆସନ୍ତା ଦିନରେ ସୁନା ଶସ୍ତା ହେବ ନା ମହଙ୍ଗା ।

ଆପଣ ଜାଣିଥିବେ ସବୁବେଳେ ପ୍ରାୟ ସୁନାର ମୂଲ୍ୟ ବଢିଥାଏ ଏବଂ କମିଥାଏ । ଆଜି ଆମେ ଜାଣିବା ଭୁବନେଶ୍ଵର ବଜାରରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ  ରହିଛି । ଏହା ସହିତ ପାଞ୍ଚ ଦିନରେ ସୁନା ଓ ଚାନ୍ଦି କେତେ କମ ହୋଇଛି ସେଟା ମଧ୍ୟ ଜାଣିବା । ୧୮, ୨୨, ଓ ୨୪ କ୍ୟାରେଟ ହିସାବରେ  ସୁନାର ମୂଲ୍ୟ କଣ ଅଛି ।

ଆସନ୍ତୁ ଜାଣିବା ଚାନ୍ଦିର କଣ ମୂଲ୍ୟ ରହିଛି, ୧ ଗ୍ରାମ ଚାନ୍ଦି ର ମୂଲ୍ୟ -୬୭.୯୦ ଟଙ୍କା ରହିଛି, ୮ ଗ୍ରାମ -୫,୪୩.୨୦, ୧୦ ଗ୍ରାମ – ୬୭୯, ୧୦୦ ଗ୍ରାମ – ୬,୭୯୦, ୧ କିଲୋ ଚାନ୍ଦି- ୬୭,୯୦୦ ରହିଛି । ଚାନ୍ଦିର ମୂଲ୍ୟରେ କିଛି ବଦଳି ନହିଁ ଗତ କାଲି ଯାହା ଥିଲା ଆଜି ମଧ୍ୟ ସେଇଆ ରହିଛି । ଆପଣଙ୍କୁ ଜଣେଇବାକୁ ଯାଉଛୁକି ପୂର୍ବ ୫ ଦିନରେ ୧୧୨ ଟଙ୍କା ଚାନ୍ଦିର ମୂଲ୍ୟ ଶସ୍ତା ହୋଇଛି । ତେବେ ଆଗକୁ ଏହା ଆହୁରି ଶସ୍ତା ହେବାର ସମ୍ଭାବନା ମଧ୍ୟ ରହିଛି ।

ଆସନ୍ତୁ ଜାଣିବା ୧୮ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ସୁନାକୁ ୩୮ ହଜାର ୬୫୨। ଆସନ୍ତୁ ଜାଣିବା ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମ- ୪,୯୩୪, ୮ ଗ୍ରାମ – ୩୯,୪୭୨ ଟଙ୍କା , ୧୦ ଗ୍ରାମ – ୪୯,୩୪୦, ୧୦୦ ଗ୍ରାମ – ୪,୯୩,୪୦୦  ।

ଆପଣଙ୍କୁ କହିବୁକୀ ଆଜି ୨୫୦ ଟଙ୍କା ସୁନା ଶସ୍ତା ହୋଇଛି । ଆସନ୍ତୁ ଜାଣିବା ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ଅଛି । ୨୪ କ୍ୟାରେଟ ହିସାବରେ ଆଜି ୧ ଗ୍ରାମ- ୫,୩୮୨, ୮ ଗ୍ରାମ – ୪୩,୦୫୬ , ୧୦ ଗ୍ରାମ – ୫୩,୮୨୦, ୧୦୦ ଗ୍ରାମ – ୫,୩୮,୨୦୦ । ଦଶହରା ପର୍ଯ୍ୟନ୍ତ ସୁନା ଔଋ ଶସ୍ତା ହେବାର ଆଶା ରହିଛି । ତେବେ ଯଦି ଆପଣ ମଧ୍ୟ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଟିକେ ଅପେକ୍ଷା କରନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।