କମିଲା ସୁନା ଦାମ, ଦେଖନ୍ତୁ କେତେ ଅଛି ଆଜିର Gold rate

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆଜି ଆମେ ଜାଣିବା ଆଜିର 22 କ୍ୟାରେଟ ଓ 24 କ୍ୟାରେଟ ସୁନାର ଦାମ କଣ ରହିଛି ଓ ଏହା ସହିତ ଆମେ ଜାଣିବା କି ଆସନ୍ତା ଦିନରେ ସୁନା ଶସ୍ତା ହେବ ନା ମହଙ୍ଗା । ଆଜି ଭୁବନେଶ୍ଵର ବଜାରରେ ଚାନ୍ଦି ୧ ଗ୍ରାମ ର ରେଟ ୬୭.୮୦ ଟଙ୍କା, ୮ ଗ୍ରାମର ରେଟ ୫୪୨.୪୦ ଟଙ୍କା, ୧୦ ଗ୍ରାମ ର ରେଟ 6୭୮ ଟଙ୍କା, ୧୦୦ ଗ୍ରାମ ର ରେଟ ୬,୭୮୦ ଟଙ୍କା ଓ ୧ କିଲୋଗ୍ରାମ ର ରେଟ 6୭୮00 ଟଙ୍କା ରହିଛି ।

ଆଜି ଚାନ୍ଦିର ମୂଲ୍ଯ ହ୍ରାସ ପାଇଛି । ଆଜି ଚାନ୍ଦି ୧୨୦୦ ଟଙ୍କା ପ୍ରତି କିଲୋଗ୍ରାମ ଶସ୍ତା ହୋଇଛି । ଆଜି ସୁନା ଓ ଚାନ୍ଦିର ମୂଲ୍ଯରେ ହ୍ରାସ ପାଇଛି । ବରିଷ୍ଟ ବିଶେଷଜ୍ଞ ମାନଙ୍କ କହିବା ଅଟେ କି ଯେମିତି ହିଁ ବଜାରରେ ଟଙ୍କାର ମୂଲ୍ୟ ବଢିବ ସୁନାର ଦାମ ରେ ଆହୁରି ହ୍ରାସ ପାଇବାର ଆଶା ରହିଛି ।

 

ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ପ୍ରତି ୧ ଗ୍ରାମ ରେ ୪,୯୦୯ ଟଙ୍କା ରହିଛି, ଯେତେବେଲେକି କାଲୀ ୨୨ କ୍ୟାରେଟ ସୁନାର ଦାମ ପ୍ରତି ୧ ଗ୍ରାମ କୁ ୪,୯୪୫ ଟଙ୍କା ଥିଲା। ଅର୍ଥାତ ଆଜି ୧ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନାର ଦାମ ୩୬ ଟଙ୍କା ହ୍ରାସ ପାଇଛି ।

ଆଜି ୨୨ କ୍ୟାରେଟ ସୁନାର ଦାମ ପ୍ରତି ୮ ଗ୍ରାମକୁ ୩୯,୨୭୨ ଟଙ୍କା ରହିଛି ଯେତେବେଳେ କି ଗତକାଲି ଏହା ୩୯,୫୬୦ ଟଙ୍କା ରହିଥିଲା । ଅର୍ଥାତ ଆଜି ୨୨ କ୍ୟାରେଟ ସୁନାର ଦାମ ପ୍ରତି ୮ ଗ୍ରାମକୁ ୨୮୮ ଟଙ୍କା ହ୍ରାସ ପାଇଛି ।

ଆଜି ୨୨ କ୍ୟାରେଟ ସୁନାର ଦାମ ପ୍ରତି ୧୦ ଗ୍ରାମକୁ ୪୯,୦୯୦ ଟଙ୍କା ରହିଛି, ଯେତେବେଳେ କି ଗତକାଲି ଏହା ୪୯,୪୫୦ ଟଙ୍କା ଥିଲା । ଅର୍ଥାତ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ କୁ ୩୬୦ ଟଙ୍କା ହ୍ରାସ ପାଇଛି ।

ଆଜି ୨୨ କ୍ୟାରେଟ ସୁନାର ଦାମ ପ୍ରତି ୧୦୦ ଗ୍ରାମକୁ ୪,୯୦,୯୦୦ ଟଙ୍କା ରହିଛି, ଯେତେବେଳେ କି ଗତକାଲି ଏହା ୪,୯୪,୫୦୦ ଟଙ୍କା ଥିଲା । ଅର୍ଥାତ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦୦ ଗ୍ରାମ କୁ ୩୬୦୦ ଟଙ୍କା ହ୍ରାସ ପାଇଛି ।

 

ଆଜି ୨୪ କ୍ୟାରେଟ ସୁନାର ଦାମ ପ୍ରତି ୧ ଗ୍ରାମକୁ ୫,୩୫୫ ଟଙ୍କା ରହିଛି, ଯେତେବେଳେ କି ଗତକାଲି ଏହା ୫,୩୯୫ ଟଙ୍କା ଥିଲା । ଅର୍ଥାତ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମ କୁ ୪୦ ଟଙ୍କା ହ୍ରାସ ପାଇଛି ।

ଆଜି ୨୪ କ୍ୟାରେଟ ସୁନାର ଦାମ ପ୍ରତି ୮ ଗ୍ରାମକୁ ୪୨,୮୪୦ ଟଙ୍କା ରହିଛି, ଯେତେବେଳେ କି ଗତକାଲି ଏହା ୪୩,୧୬୦ ଟଙ୍କା ଥିଲା । ଅର୍ଥାତ ଆଜି ୨୪ କ୍ୟାରେଟ ସୁନା ପ୍ରତି ୮ ଗ୍ରାମ କୁ ୩୨୦ ଟଙ୍କା ହ୍ରାସ ପାଇଛି ।

ଆଜି ୨୪ କ୍ୟାରେଟ ସୁନାର ଦାମ ପ୍ରତି ୧୦ ଗ୍ରାମକୁ ୫୩,୫୫୦ ଟଙ୍କା ରହିଛି, ଯେତେବେଳେ କି ଗତକାଲି ଏହା ୫୩,୯୫୦ ଟଙ୍କା ଥିଲା । ଅର୍ଥାତ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ କୁ ୪୦୦ ଟଙ୍କା ହ୍ରାସ ପାଇଛି ।

ଆଜି ୨୪ କ୍ୟାରେଟ ସୁନାର ଦାମ ପ୍ରତି ୧୦୦ ଗ୍ରାମକୁ ୫,୩୫,୫୦୦ ଟଙ୍କା ରହିଛି, ଯେତେବେଳେ କି ଗତକାଲି ଏହା ୫,୩୯,୫୦୦ ଟଙ୍କା ଥିଲା । ଅର୍ଥାତ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦୦ ଗ୍ରାମ କୁ ୪୦୦୦ ଟଙ୍କା ହ୍ରାସ ପାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।