୪ ଦିନରେ ସୁନା ବଢିଲା ଏତେ ଟଙ୍କା, ଦେଖନ୍ତୁ କେତେ ଅଛି ଆଜି 11 ଅକ୍ଟୋବରର Gold rate

ସମସ୍ତେ ସୁନା ଓ ଚାନ୍ଦି କିଣିବାକୁ ଭଲ ପାଆନ୍ତି । କିନ୍ତୁ ସମସ୍ତଙ୍କୁ ସୁନା ଓ ଚାନ୍ଦିର ଦାମ ବିଷୟରେ ବିଶେଷ କିଛି ଜଣା ନ ଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଜି ଦିନରେ ସୁନା ଓ ଚାନ୍ଦିର ଦାମ କେତେ ରହିଛି ଓ କାଲି ଅପେକ୍ଷା ସୁନା ଆଜି ବଢି ନା କମିଛି ସେହି ବିଷୟରେ କହିବୁ । ତେବେ ଚାଳନ୍ତୁ ଜାଣିବା ଆଜି ସୁନାର ରେଟ କେତେ ଅଛି ।

କହିବାକୁ ଗଲେ ଆଜି ୧୧ ଅକ୍ଟୋବର ୨୦୨୦ ରବିବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୧୧୫ ଟଙ୍କା, ୮ ଗ୍ରାମକୁ ୩୨,୯୨୦ ଟଙ୍କା, ୧୦ ଗ୍ରାମକୁ ୪୧,୧୫୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୧୧,୫୦୦ ଟଙ୍କା ଅଛି । ଏମିତିରେ ୧୮ କ୍ୟାରେଟ ସୁନା ୧୦ ଗ୍ରାମର ମୂଲ୍ୟ କାଲି ଅପେକ୍ଷା କିଛି ବି ବଢି ନାହିଁ । କାରଣ ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୪,୧୧୫ ଟଙ୍କା ଅଛି ଓ କାଲି ବି ତାହା ଥିଲା ।

ଯଦି ୨୨ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ୧୧ ଅକ୍ଟୋବର ୨୦୨୦ ରବିବାର ଦିନ ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୫,୦୩୦ ଟଙ୍କା, ୮ ଗ୍ରାମକୁ ୪୦,୨୪୦ ଟଙ୍କା, ୧୦ ଗ୍ରାମକୁ ୫୦,୩୦୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୫,୦୩,୦୦୦ ଟଙ୍କା ଅଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ କାଲି ଅପେକ୍ଷା ୧୦ ଟଙ୍କା ବଢିଛି । ଏମିତିରେ ୨୨ କ୍ୟାରେଟ ସୁନା ୪ ଦିନରେ ସୁନା ୮୩୦ ଟଙ୍କା ବଢିଛି ।

ସେହିଭଳି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୩୨୧ ଟଙ୍କା, ୮ ଗ୍ରାମକୁ ୪୨,୫୬୮ ଟଙ୍କା, ୧୦ ଗ୍ରାମକୁ ୫୩,୨୧୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୫,୩୨,୧୦୦ ଟଙ୍କା ଅଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ କାଲି ଅପେକ୍ଷା ୧୦ ଟଙ୍କା ବଢିଛି । ଏମିତିରେ ୨୪ କ୍ୟାରେଟ ସୁନା ୪ ଦିନରେ ପାଖାପାଖି ୮୩୦ ଟଙ୍କା ବଢିଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୨.୯୧ ଟଙ୍କା, ୮ ଗ୍ରାମକୁ ୫୦୩.୨୮ ଟଙ୍କା, ୧୦ ଗ୍ରାମକୁ ୬୨୯.୧୦ ଟଙ୍କା, ୧୦୦ ଗ୍ରାମକୁ ୬,୨୯୧ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୨,୯୧୦ ଟଙ୍କା ବଢିଛି । କହିବାକୁ ଗଲେ କାଲି ଅପେକ୍ଷା ଆଜି ଚାନ୍ଦି ୧ କିଲୋକୁ ୧୦ ଟଙ୍କା ବଢିଛି । ଏହା ସହିତ ଚାନ୍ଦି ୪ ଦିନରେ ପାଖାପାଖି ୨୭୧୦ ଟଙ୍କା ବଢିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।