ଯେତେବେଳେ ପତ୍ନୀଙ୍କ ମଧ୍ୟରେ ଦେଖାଯାଏ ଏମିତି ଲକ୍ଷଣ ସେମାନଙ୍କର ସ୍ଵାମୀଙ୍କର ବର୍ବାଦୀ ନିଶ୍ଚିତ ଅଟେ, ଜାଣନ୍ତୁ କଣ ଅଟେ

ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ମହିଳାମାନଙ୍କର କାମର ପ୍ରଭାବ ସିଧା ତାଙ୍କର ପରିବାର ଓ ସ୍ଵାମୀଙ୍କ ଉପରେ ପଡିଥାଏ । ଯେଉଁ ଘରର ମହିଳାଙ୍କର ବ୍ୟବହାର ଖରାପ ହୋଇଥାଏ, ସେହି ଘର ଉପରେ ମାତା ଲକ୍ଷ୍ମୀ ରାଗି ଯାଆନ୍ତି । ଶାସ୍ତ୍ରରେ ଏହା ବି କୁହାଯାଇଛି କି ଯେଉଁ ଘରର ମହିଳା ସଂସ୍କାରୀ ହୋଇଥାଏ, ସେଠି ଖୁସି ହିଁ ଖୁସି ଥାଏ ।

କିନ୍ତୁ ବର୍ତ୍ତମାନ ସମୟରେ ଫ୍ୟାସନ ନାମରେ ସମସ୍ତେ ପରମ୍ପରାକୁ ଭୁଲି ଯାଇଛନ୍ତି । ଯେଉଁ କାରଣରୁ ଘର ପରିବାର ଉପରେ ତାହାର ପ୍ରଭାବ ଦେଖିବାକୁ ମିଳିଥାଏ । ଆଜି ଆମେ ମହିଳାମାନଙ୍କର ସେହି କାମ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ କିମ୍ବା ସ୍ଵାମୀ ଉପରେ ସମସ୍ୟାର ପାହାଡ ଭାଙ୍ଗିଥାଏ ।

ପତ୍ନୀର ଏହି ଭୁଲ ଯୋଗୁ ହୋଇଥାଏ ସ୍ଵାମୀର ବର୍ବାଦୀ

ତେବେ ଚାଲନ୍ତୁ ଜାଣିବା ପତ୍ନୀର କେଉଁ କେଉଁ ଭୁଲ କାମ ଦ୍ଵାରା ସ୍ଵାମୀର ଜୀବନ ବର୍ବାଦ ହୋଇଯାଏ ।

୧. ଯେଉଁ ଘରର ସ୍ତ୍ରୀ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାଏ, ସେହି ଘରେ କେବେ ବି ଲକ୍ଷ୍ମୀ ବାସ କରନ୍ତି ନାହିଁ ଓ ଏହାର ପ୍ରଭାବ ସେମାନଙ୍କର ସ୍ଵାମୀଙ୍କର କାମ ଉପରେ ପଡିଥାଏ ।

୨. ଯେଉଁ ପତ୍ନୀ ଘର ସଫା ସୁତୁରା କରେ ନାହିଁ ସେମାନଙ୍କ ଘରେ ଦରିଦ୍ରତା ବାସ କରିଥାଏ । ଏମାନେ କେବେ ବି ନିଜ ଜୀବନରେ ଉପରକୁ ଉଠି ପାରନ୍ତି ନାହିଁ । ସେଥିପାଇଁ ମହିଳାଙ୍କୁ ପରିଷ୍କାର ଉପରେ ଧ୍ୟାନ ଦେବା ଉଚିତ ।

୩. ଯଦି ପତ୍ନୀ ଅଧିକ ଖାଦ୍ୟ ସେବନ କରୁଛନ୍ତି କିମ୍ବା ଅଇଁଠା ହାତରେ ଖାଦ୍ୟକୁ ସ୍ପର୍ଶ କରୁଛନ୍ତି ତେବେ ଏମିତିରେ ସେହି ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ଏହା ସହିତ ସ୍ଵାମୀର ବର୍ବାଦୀ ନିଶ୍ଚିତ ଅଟେ ।

୪. ଯାହାର ପତ୍ନୀ ସବୁବେଳେ କଡା କଥା କହିଥାଏ କିମ୍ବା ସବୁବେଳେ ଅନ୍ୟ ବ୍ୟକ୍ତିମାନଙ୍କର ଖରାପ ଚିନ୍ତା କରିଥାଏ, ତାଙ୍କ ଭାଗ୍ୟରେ ସବୁବେଳେ ଖରାପ ହିଁ ଲେଖା ହୋଇଥାଏ । ଘରେ ସବୁବେଳେ ସମସ୍ୟା ଆସିଥାଏ ।

୫. ଯେଉଁ ସ୍ଵାମୀମାନଙ୍କର ପତ୍ନୀ ନିଶା କରିଥାନ୍ତି, ତାଙ୍କର ବର୍ବାଦୀ ସୁନିଶ୍ଚିତ । କାରଣ ପତ୍ନୀଙ୍କୁ ଘରର ଲକ୍ଷ୍ମୀ କୁହାଯାଏ ଓ ଯଦି ଲକ୍ଷ୍ମୀ ହିଁ ଭୁଲ କାମ କରିବେ ତେବେ ଘର ସତ୍ୟାନାଶ ହୋଇଯାଏ । ଏହିଭଳି ପତ୍ନୀମାନେ ଭାଗ୍ୟଶାଳି ହୁଅନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।