ସ୍ତ୍ରୀ ନଜରରେ ଏମିତି ପୁରୁଷ ହେଇଥାନ୍ତି ମହାମୂର୍ଖ- ମହତ୍ମା ବିଦୁର

ମହାତ୍ମା ବିଦୁର ଙ୍କ ନୀତି ଅନୁସାରେ କେଉଁ ପୁରୁଷ ମହାମୁର୍ଖ ଅଟେ ଏବେ ହିଁ ଜାଣି ନିଅନ୍ତୁ । ତେବେ ଆଜିର ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ ଏଭଳି ଏକ ନୀତି ବିଷୟରେ କହିବୁ ଯାହାକି ପ୍ରତ୍ୟକ ପୁରୁଷ ଙ୍କ ପାଇଁ ଉପଯୋଗୀ ଅଟେ । ନିଜ ସମ୍ମାନ ନିଜ ହାତରେ ଥାଏ । ଯଦି ଏହି ସବୁ କଥା କୁ ବିଚାର ନକରିବେ ତେବେ ଚିରକାଳ ପାଇଁ ନିଜ ମାନ ସମ୍ମାନ କୁ ହରାଇ ବସିବେ । ନାରୀ ମାନେ ଏହି ସବୁ ଗୁଣ ଥିବା ପୁରୁଷ ମାନଙ୍କୁ ମୂର୍ଖ ବିବେଚନା କରି ସେମାନଙ୍କ ଦ୍ବାରା ନିଜ କାମ କରାଇଥାନ୍ତି ।

ବିଦୁର ମହାଭାରତରେ ଏକ ଚରିତ୍ର ଅଟନ୍ତି । ତାଙ୍କ ଦାର୍ଶନିକ ଶାସ୍ତ୍ର ର ମହତ୍ୱ ଆଜି ମଧ୍ୟ ଏହି କଳିଯୁଗରେ ରହିଛି । ବିଦୁର ମହାରାଜ ଧୃତରାଷ୍ଟ୍ରଙ୍କ ପ୍ରଧାନମନ୍ତ୍ରୀ ଥିଲେ । ନିଜ ନୀତି ଏବଂ କୌଶଳ ଦ୍ୱାରା ସେ ବହୁତ ପ୍ରଖ୍ୟାତ ଅଟନ୍ତି । କୁହାଯାଏ ବିଦୁର ନୀତିରେ ଜୀବନରେ ସଫଳ ହେବା ପାଇଁ ଅନେକ ନୀତି ରହିଛି ।

ଯେଉଁ ବ୍ୟକ୍ତି ସବୁବେଳେ ନାରୀ କଥା ଚିନ୍ତା କରେ

ଯେଉଁ ପୁରୁଷ ମାନେ ନାରୀ ଙ୍କ ସବୁ କଥା ମାନିଥାନ୍ତି । ନାରୀ ଙ୍କ ବୋଲ କରନ୍ତି । ସବୁବେଳେ ନାରୀ ଗହଣ ରେ ସମୟ ବିତାନ୍ତି । ନାରୀ ଙ୍କ ସାମଗ୍ରୀ ତଥା ଚୁଡ଼ି,ଅଳତା,ନାକର,କାନର ଶାଢ଼ୀ ,ପାଉଁଜି,ଅଳଙ୍କାର,ଗହଣା, ଇତ୍ୟାଦି ରେ ରୁଚି ଦେଖାନ୍ତି ଏଭଳି ପୁରୁଷ ମହାମୁର୍ଖ ହୋଇଥାଏ ।

ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଝିଅ ମାନଙ୍କ ବିଷୟରେ ସ୍ମରଣ କରିଥାନ୍ତି । ଝିଅ ମାନଙ୍କ ଶରୀର ବିଷୟରେ ଭାବିଥାନ୍ତି । ଏଭଳି ବ୍ୟକ୍ତି ଙ୍କ ପତନ ମଧ୍ୟ ଖୁବ ଶୀଘ୍ର ହୋଇଥାଏ । ନିଜ ଭାବନା କୁ ଆୟତ୍ତ ରେ ରଖିବା ଉଚିତ ନଚେତ ଏହାର ପରିଣାମ ଭୟାନକ ହୋଇଥାଏ । ତେବେ ଜାଣିଲେ ତ ଏଭଳି ବ୍ୟକ୍ତି ମାନଙ୍କୁ ଝିଅ ମାନେ ସର୍ବଦା ମୂର୍ଖ ବୋଲି ଭାବିଥାନ୍ତି ଏବଂ ଏହି ପୁରୁଷ ମାନଙ୍କ ଫାଇଦା ଉଠାଇଥାନ୍ତି । ସେହି ପୁରୁଷ ମୂର୍ଖ ଅଟେ ।

ଏଭଳି ପୁରୁଷ ମୂର୍ଖ ହୋଇଥାଏ ଯିଏ କି ଅନବରତ ନାରୀ ପଛରେ ଗମନ କରିଥାଏ । ଏଭଳି ପୁରୁଷର ଦିନେ ନା ଦିନେ ବିନାଶ ହୋଇଥାଏ । ଯେଉଁ ପୁରୁଷ ମାନେ ନାରୀ ପଛରେ ଗୋଡାନ୍ତି ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡ଼େ ।

ଯେଉଁ ପୁରୁଷ ପର ସ୍ତ୍ରୀ କୁ ପ୍ରେମ କରନ୍ତି ତାଙ୍କଠାରୁ ବଡ଼ ମୂର୍ଖ ଆଉ କେହି ଏ ସଂସାର ରେ ନାହାନ୍ତି

ଏଭଳି ପୁରୁଷ ମାନଙ୍କ ଜୀବନ ଜ୍ୟୋତି ଖୁବ ଶୀଘ୍ର ଲିଭିଯାଏ । ଏଭଳି ପୁରୁଷ ମାନେ ଖୁବ ଶୀଘ୍ର ମରଣ ମୁହଁ ରେ ପଡ଼ିଥାନ୍ତି । ପର ସ୍ତ୍ରୀ ପଛରେ ପଡିଥିବା ପୁରୁଷ ବହୁତ ହୀନସ୍ତା ହୁଏ । ସମାଜ ରେ ସବୁବେଳେ ଏଭଳି ବ୍ୟକ୍ତି କୁ ନିନ୍ଦା ଅପନିନ୍ଦା ମିଳିଥାଏ । ଯେଉଁ ବ୍ୟକ୍ତି ଏକାଧିକ ନାରୀ ଙ୍କୁ ପ୍ରେମ କରେ ସେ ମଧ୍ୟ ମହା ମୂର୍ଖ ହୋଇଥାଏ । ଯେଉଁ ପୁରୁଷ ଏକାଧିକ ନାରୀ ଙ୍କୁ ପ୍ରେମ କରିଥାଏ ସେଭଳି ପୁରୁଷ ର ଖୁବ ଶୀଘ୍ର ବିନାଶ ହୋଇଥାଏ । ଏଭଳି ବ୍ୟକ୍ତି କେବେ ମଧ୍ୟ ଜୀବନରେ ସଫଳ ହୋଇ ପାରନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।