ସ୍ତ୍ରୀ କୁ ସ୍ୱାମୀର ଏହି ଦିଗରେ ଭୁଲରେ ବି ଶୋଇବା କଥା ନୁହେଁ, ସାରା ଜୀବନ ଭୋଗିବାକୁ ପଡିଥାଏ ଦୁଃଖ ଦରିଦ୍ରତା- Vastu Tips

ଆମର ଦୈନିକ ଜୀବନର କାର୍ଯ୍ୟ କଳାପର ଆମ ଘରର ବାସ୍ତୁ ଉପରେ ତାର ପ୍ରଭାବ ପଡିଥାଏ । ଆମର ରହିବାର ଶୈଳୀ , ବିଚାର , ଖାଦ୍ୟ ପେୟ ଓ ଆମର ଆଚରଣ ଯେଉଁ ଭଳି ହୋଇଥାଏ ସେହି ପରି ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । ଏମିତିକି ଆମର ବ୍ୟବହାର ଓ ଅଭ୍ୟାସ ମଧ୍ୟ ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ରର କିଛି ନିୟମ ପାଳନ କରିବା ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ଏହାକୁ ଅଭ୍ୟାସରେ ପରିଣତ କରିବାବି ଜରୁରୀ ହୋଇଥାଏ ।

ଯେମିତିକି ଠିକ ସମୟରେ ସ୍ନାନ କରିବା , ଖାଇବା ଓ ସ୍ପୋଇବା ଏବଂ ଉଠିବା ଇତ୍ୟାଦି ଆମ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ହୋଇଥାଏ ଏହା ସହ ଆମ ଶାସ୍ତ୍ରରେ ଏହାର କିଛି ନିର୍ଦିଷ୍ଟ ନିୟମ ଅଛି । ଭଲ ନିଦ ଆମ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ ଏହାଦ୍ୱାରା ଆମ ମନକୁ ଶାନ୍ତି ମିଳିଥାଏ ଓ ଶରୀର କୁ ସୁସ୍ଥ ରଖିଥାଏ ।

ବାସ୍ତୁ ଶାସ୍ତ୍ରରେ ଆମ ଶୋଇବା ଓ ଉଥିବାକୁ ନେଇ କିଛି ନିୟମ ଅଛି ଏହାର ସିଧା ସଳଖ ସମ୍ପର୍କ ଆମ ଆର୍ଥିକ ସ୍ଥିତି ସହ ଜଡିତ ଥାଏ । ଖାସ କରି ମହିଳାଙ୍କୁ ଏହି ନିୟମଟି ଧ୍ୟାନ ଦେବାର ଅଛି । ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ । ଜାଣିବା ସେହି ଭୁଲଗୁଡିକ ସୁଧାରି ନେଇ ଆମ ଜୀବନରେ ଖୁସି ଅନୁଭବ କରିବା । ପ୍ରଥମେ ଏହା ଜାଣିବା କଥା କି ଘରର ମୁଖିଆ ବା ଗୃହ କର୍ତାଙ୍କର କକ୍ଷ ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଉଚିତ । ଏହାଦ୍ୱାରା ସେହି ବ୍ୟକ୍ତିକୁ ଚାକିରୀରେ ଉର୍ଣ୍ଣତି ହୋଇଥାଏ ଓ ବ୍ୟବସାୟରେ ଭଲ ଲାଭ ମିଳିଥାଏ ।

ପରିବାରରେ ଶୁଖ ଶାନ୍ତି ରହିଥାଏ । ଦ୍ଵିତୀୟ କଥା ଶୋଇବା ବେଳେ ଆମ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ରହିବା ଉଚିତ ଏହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଦକ୍ଷିଣ ଦିଗକୁ କେବେବି ଗୋଡ଼ ରଖି ଶୋଇବା ଉଚିତ ନୁହେଁ କାରଣ ଏହି ଦିଗକୁ ମୃତ୍ୟୁର ଦେବତା ଯମଙ୍କର ଦିଗ କୁହାଯାଏ । ଏଆଦ୍ୱାରା ମାନସିକ ଦୁଶ୍ଚିନ୍ତା ବୃଦ୍ଧି ହୋଇଥାଏ ।

ଉତ୍ତର ଗିଗରେ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ ଏହା ଦ୍ୱାରା ନକରାତ୍ମକ ପ୍ରଭା ବୃଦ୍ଧି ହୋଇଥାଏ । ପୂର୍ବ ଦିଗରେ ଶୁର୍ଯ୍ୟ ଉଦୟ ହୋଇଥାନ୍ତି ଓ ଏହା ଆମର ପୂଜନୀୟ ଅଟେ ଏଥିପାଇଁ ପୂର୍ବ ଦିଗରକୁ ଗୋଡ କରି ଶୋଇବା ଉଚିତ ନୁହେଁ । ତୃତୀୟ କଥା ଘରର ଶୁଖ ଶାନ୍ତି ବୃଦ୍ଧି କରିବାରେ ମହିଳାଙ୍କର ମୁଖ୍ୟ ଭୂମିକା ରହିଥାଏ । ଏଥିପାଇଁ ମହିଳାଙ୍କୁ ଉଚିତ ସମୟରେ ଶୋଇବା ଓ ଉଥିବା ଜରୁରୀ ହୋଇଥାଏ ।

ଶୀଘ୍ର ଉଠି ନିତ୍ୟ କର୍ମ ସାରି ପୂଜା ପାଠ କରିବା ଉଚିତ । ଏହାଦ୍ୱାରା ଘରେ ଶୁଖ ଶାନ୍ତି ପ୍ରତିଷ୍ଠା ହୋଇଥାଏ । ମହିଳାମାନେ ସକାଳେ ବହୁତ ଡେରି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ନକରାତ୍ମକତା ଓ ଦୁର୍ଭାଗ୍ୟବୃଦ୍ଧି ହୋଇଥାଏ । ଶାରୀରିକ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ । ଏଥିପାଇଁ ମହିଳାଙ୍କୁ ଶୀଘ୍ର ଉଠି ଅନ୍ୟମାନଙ୍କୁ ମଧ୍ୟ ଉଠାଇବା ଉଚିତ ।

ମହିଳାଙ୍କୁ ଦିନରେ ଶୋଇବା ଉଚିତ ଏଥିପାଇଁ ମହିଳାଙ୍କୁ ଶୀଘ୍ର ଉଠି ଅନ୍ୟମାନଙ୍କୁ ମଧ୍ୟ ଉଠାଇବା ଉଚିତ । ମହିଳାଙ୍କୁ ଦିନରେ ଶୋଇବା ଉଚିତ ନୁହେଁ ଏହାଦ୍ବାରା ଆଳସ୍ୟତା ବୃଦ୍ଧି ହୋଇଥାଏ ଓ ଘରର ଆର୍ଥିକ ସ୍ଥିତି ଉପରେ କୁ ପ୍ରଭାବ ପଡିଥାଏ । ସନ୍ଧ୍ୟା ସମୟରେ ମହିଳାଙ୍କୁ ଶୋଇବା ଉଚିତ ନୁହେଁ । ଏହାଦ୍ୱାରା ଘରୁ ଲକ୍ଷ୍ମୀ ଦୁରେଇ ଯାଆନ୍ତି ।

ପଞ୍ଚମ କଥା ଘର ମହିଳାଙ୍କୁ ଦକ୍ଷିଣ ଦିଗରେ ଶୋଇବା ଦ୍ୱାରା ତାଙ୍କର ସ୍ଵଭାଵ ଭଲ ରହିଥାଏ । ଷଷ୍ଠ କଥା ଶୋଇବା ଘର ସ୍ୱାମୀ ସ୍ତ୍ରୀ ସହ ଝଗଡା କରିବା ଉଚିତ ନୁହେଁ ଏହାଦ୍ୱାରା ରାହୁ ଓ କେତୁ ପ୍ରଭାବିତ ହୋଇଥାଏ । ସ୍ତ୍ରୀକୁ ସ୍ୱାମୀର ବାମ ପଟେ ଶୋଇବା ଉଚିତ । ସପ୍ତମ କଥା ଶୋଇବା ସମୟରେ ଚୁଟିରେ ସୁଗନ୍ଧିତ ଫୁଲ ଲଗାଇ ଶୋଇବା ଉଚିତ ନୁହେଁ ଏହାଦ୍ୱାରା ଖରାପ ଶକ୍ତିର ପ୍ରଭାଵ ପଡିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।