ମହିଳା ମାନଙ୍କର ଏହି ଅଙ୍ଗକୁ ଛୁଇଁଲେ ଭିକାରି ବି ହୋଇଥାଏ କୋଟିପତି

କଣ ଆପଣ ଜାଣିଛନ୍ତି ମହିଳା ମାନଙ୍କର ଏହି ଗୋଟିଏ ଅଙ୍ଗକୁ ଛୁଇଁବା ଦ୍ଵାରା ସାରା ଜୀବନ ଧନର ଅଭାବ ରହିନଥାଏ । ଆଜ୍ଞା ହଁ, ଯଦି ଆପଣ ନିଜର ଭାଗ୍ୟ ବଦଳେଇବାକୁ ଚାହୁଞ୍ଚନ୍ତି ତେବେ ଏହି କାମ ଆଜି ହିଁ କରନ୍ତୁ । ନାରୀ ଙ୍କୁ ମା’ ରୂପ ବୋଲି ମନାଯାଏ । ହିନ୍ଦୁ ଧର୍ମରେ ନାରୀକୁ ଦେବୀଙ୍କ ସହିତ ମଧ୍ୟ ତୁଳନା କରାଯାଇଥାଏ । ପ୍ରତ୍ୟେକ ଘରେ ନାରୀ ର ସମ୍ମାନ କରାଯାଇଥାଏ । ଯେଉଁ ବ୍ୟକ୍ତି ଭଲ ନିର୍ମଳ ମନରେ ମହିଳାଙ୍କର ଏହି ଗୋଟିଏ ଅଙ୍ଗକୁ ଛୁଇଁଥାଏ ଜୀବନ ସାରା ସେହି ବ୍ୟକ୍ତି ସବୁ ସୁଖ ପ୍ରାପ୍ତ କରିଥାଏ ।

ମହିଳାମାନଙ୍କ ଏହି ଜିନିଷ ଏତେ ଖାସ ଅଟେ କି ଯଦି ଆପଣ ଦେଖୁଛନ୍ତି ତେବେ ତୁରନ୍ତ ତାକୁ ସ୍ପର୍ଶ କରନ୍ତୁ ।

ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ ଆପଣ ଛୁଇଁବେ ତ ସରାଜୀବନ ଖୁସିରେ କାଟିବେ ।

ସେହି ସନ୍ତାନ ମାନେ ବହୁତ ଭାଗ୍ଯବାନ ହୋଇଥାନ୍ତି ଯିଏ ନିଜର ବାପା ମା’ଙ୍କ ସବୁ କାମରେ ସୁଖ ଦୁଃଖରେ ସାଥ ଦେଇଥାନ୍ତି । କାରଣ ସନ୍ତାନ ର ସବୁ ଦୁଃଖ କଷ୍ଟକୁ ବାପା ମା ସହିବାକୁ ପଛେଇନଥାନ୍ତି । କଠିନରୁ କଠିନ ପରିସ୍ଥିତିର ସାମ୍ନା ବି କରିଥାନ୍ତି ଓ ନିଜ ପିଲାଙ୍କୁ ସବୁଠୁ ଅଧିକ ଭଲ ପାଇଥାନ୍ତି । ସେ ଜଣେ ନାରୀ ହିଁ ଅଟେ ଯାହା ପାଖରେ ଏତେ ସବୁ ସହିବାର ଶକ୍ତି ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ମହିଳାଙ୍କ ପାଦରେ କେତେ ପୂଣ୍ୟର ସମ୍ପତ୍ତି ଲୁଚି ଥାଏ ଯାହାକୁ ଛୁଇଁବା ପରେ ବ୍ୟକ୍ତିକୁ ବଡ ରୁ ବଡ କାମରେ ବି ସଫଳତା ମିଳିଯାଏ ।

ଯେତେବେଳେ ଆମେ କୌଣସି ଆଦରଣୀୟ ବ୍ୟକ୍ତିର ପାଦ ଚୁଇଁଥାଉ ତେବେ ତାଙ୍କର ହାତ ଆମ ମୁଣ୍ଡ ଉପରେ ଆଶୀର୍ବାଦ ରୂପରେ ଆସିଥାଏ ଯାହା ଆମ ଭିତରେ ଭଲ ଏନର୍ଜି ସୃଷ୍ଟି କରିଥାଏ । ନିଜ ମା’ ଭଉଣୀଙ୍କର ଚରଣ ସ୍ପର୍ଶ କରିବା ଆମ ଭାରତୀୟ ସଂସ୍କୃତିରେ ସଭ୍ୟତା ଓ ସଦାଚାରର ପ୍ରତୀକ ବୋଲି ମନାଯାଏ । ମହିଳାଙ୍କ ପାଦ ଛୁଇଁବା ଦ୍ଵାରା ବ୍ୟକ୍ତି ମଧ୍ୟରେ ଦ୍ରୁତ ଗତିରେ ପଜିଟିଭ ଏନର୍ଜି ସୃଷ୍ଟି ହୋଇଥାଏ ଯାହା ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।

କିନ୍ତୁ ଗୋଟିଏ କଥା ଧ୍ୟାନ ରଖିବେ ଯେତେବେଳେ ଆପଣ କୌଣସି ମହିଳାର ପାଦ ଛୁଇଁବେ ତେବେ ମନରେ ବିଶ୍ଵାସ ଥିବା ଦରକାର । କୌଣସି ପ୍ରକାରର ବି ଖରାପ ଭାବନା ମନକୁ ନ ଆସିବା ଦରକାର ନଚେତ ଏହା ଦ୍ଵାରା ଆପଣଙ୍କୁ ପାପ ଲାଗିପାରେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।