Jyotish Shastra- ସ୍ତ୍ରୀ ବୋଲକରା ହୋଇଥାନ୍ତି ଏହି 3 ଟି ନାମର ପୁଅ

ଦୁନିଆର ନିୟମ ଅଛି କି ଆମେ ଆମ ବଂଶ ବିସ୍ତାର କରି ଆମ ପିଢ଼ିର ଜିବକୁ ଆଗକୁ ନେଇ ଥାଉ । ଆପଣ ନିଜ ପରିବାର କୁ ଦେଖିଲେ ଜାଣି ପାରିବେ କି ଆମେ କିଭଳି ଭାବେ ନିଜର ବଂଶ ବିସ୍ତାର କରିବା ପରମ୍ପରା କୁ ମାନି ଆସିଛେ ।

ତେବେ ଆମେ ଏହାବି ମନା କରିପାରିବା ନି କି ଏହା ପ୍ରାକୃତିକ ନିୟମ । ତେବେ ଯେଭଳି ଆମ ଜେଜେଙ୍କୁ ବିବାହ କରିଥିଲେ ଜେଜେମା । ଏହା ପରେ ପାପା ମଧ୍ୟ ଆପଣଙ୍କ ମାଙ୍କୁ ବିବାହ କରିଥିଲେ । ଏବେ ଆପଣଙ୍କର ପାଳି । ଯଦି ଆମେ କହିବୁ କିଛି ପୁରୁଷ ମାନେ ବିବାହ କରିବା ପରେ ସେମାନେ ନିଜ ସ୍ତ୍ରୀ କହୁଥିବା କାମ ହିଁ କରନ୍ତି । ଏଭଳି ପୁରୁଷଙ୍କ ପାଇଁ ସମାଜ ଏହାଙ୍କୁ ଏକ ମାନ୍ୟତା ଦିଆ ଯାଇଛି କି ସେମାନେ ନିଜ ସ୍ତ୍ରୀ ର ଗୁଲାମ ।

ତେବେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛି କି କେଉଁ ଅକ୍ଷର ର ବ୍ୟକ୍ତି ମାନଙ୍କୁ ତାଙ୍କ ସ୍ତ୍ରୀ ର ଗୁଲାମ ବୋଲି କୁହାଯାଇଥାଏ । ପ୍ରଥମ ଅକ୍ଷର ହେଉଛି “A” । ଏହାକୁ ଅସ୍ଵୀକାର କରା ଯାଇ ପାରିବନି କି ବିବାହ ପରେ ଆମ ଜୀବନ ଟିକେ ପରିବର୍ତ୍ତନ ଆସିଯାଏ । ତେବେ ଯଦି ଆପଣ ବିବାହ କରିଥିବେ କି ବିବାହ ପରେ ପର ଘରୁ ଆସିଥିବା ଝିଅର ଅଧିକ ଧ୍ୟାନ ରକ୍ଷିବା କଥା ।

ସେହି ଅନୁସାରେ ଦେଖିବାକୁ ଗଲେ ଆପଣ ଦେଖିବେ “A” ନାମ ବାଲା ପୁଅ ମାନେ ନିଜ ଜୀବନ ସାଥି ପାଇଁ କିଛିବୀ କରି ପାରନ୍ତି । ସେମାନେ ନିଜ ଜୀବନ ସାଥୀକୁ ଖୁସି କରିବା ପାଇଁ ତାଙ୍କର ପ୍ରତେକ କଥାକୁ ମାନି ନେଇ ଥାନ୍ତି । ସେମାନେ ଯାହା ବି କୁହନ୍ତି ସାଙ୍ଗେ ସାଙ୍ଗେ ସେମାନେ ଏହାକୁ ପୂରଣ କରି ଦିଅନ୍ତି । ନିଜର ମନର ଖୁସି ସେମାନେ ନିଜ ଜୀବନସାଥୀ ଭିତରେ ଦେଖି ଥାନ୍ତି ।

ଏମାନେ ନିଜ ସ୍ତ୍ରୀ କୁ ଖୁବ ଭଲ ପାଇ ଥାନ୍ତି । ତେବେ ଦ୍ଵିତୀୟ ନାମ ହେଉଛି “P” । ଇଏଚଆଇ ନାମର ବ୍ୟକ୍ତି ମାନେ ନିଜ ଜୀବନ ସାଥି ପାଇଁ କିଛିବି କରି ପାରିବେ । ପ୍ରକୃତରେ ସେମାନେ ନିଜ ପାର୍ଟନର ଙ୍କ ପାଈଁ ଖୁବ ଚିନ୍ତା କରନ୍ତି । ସେମାନେ ନିଜ ସ୍ତ୍ରୀ ର ପ୍ରତେକ କଥାକୁ ଖୁବ ଗମ୍ଭୀର ଭାବେ ନିଅନ୍ତି । ତେଣୁ ଏମାନେ ନିଜ ପତ୍ନୀ ଙ୍କ ପାଇଁ ଯାହା ଠିକ ଥାଏ ସେୟା ହିନ କରିଥାନ୍ତି । ସେମାନେ ପ୍ରତେକ ନିସ୍ପତି ଭାବି ଚିନ୍ତି ନିଅନ୍ତି ।

ତେବେ ଶେଷରେ ଆସେ “R” ନାମର ପୁରୁଷ । ଏହି ନାମର ପୁରୁଷ ମାନେ ନିଜ ପତ୍ନୀଙ୍କ ପାଇଁ ଟିକେ ଅଧିକ ଚିନ୍ତାବାନ ଥାନ୍ତି । ଏହି ନାମର ପୂରୁଷ ମାନେ ନିଜ ପତନୀଙ୍କୁ କେବେ କଷ୍ଟ ଦେବା ପାଇଁ ଚାହାନ୍ତି ନି । ସେମାନେ ନିଜ ଯଥା ସମ୍ଭବ ଚେଷ୍ଟା କରନ୍ତି ନିଜ ପତ୍ନୀଙ୍କୁ ଖୁସିରେ ରଖିବା ପାଇଁ । ଏହା ଥିଲା ୩ ଅକ୍ଷର ଯାହାର ନାମ ଏହି ଅକ୍ଷରରେ ଆରମ୍ଭ ହୂଏ ସେମାନେ ଖୁବ ସ୍ତ୍ରୀ ପ୍ରମି ହୋଇ ଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ