କରୋନା ଅପଡେଟ 28 ଏପ୍ରିଲ 2020 ସକାଳ– ଆସନ୍ତୁ ଜାଣିବା ବିଶ୍ଵ, ଭାରତ ଓ ଓଡିଶାର ସ୍ଥିତି

ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସବୁ ଦିନ ପରି ଆଜିର ଦେଶ ଦୁନିଆର ମହାମାରୀ ଅପଡେଟ ।

ଭାରତ ଅପଡେଟ – 28 ଏପ୍ରିଲ ଦିନ 12 : 20 ପର୍ଯ୍ୟନ୍ତ

କରୋନାଭାଇରସ ସଂକ୍ରମଣ: 29451

ମୃତ୍ୟୁ: 939

ଭଲ ହୋଇ ସାରିଛନ୍ତି: 7137

worldometers

ମହାମାରୀ ଭୂତାଣୁ ହେତୁ ଭାରତ ସମେତ ପ୍ରାୟ ସମଗ୍ର ବିଶ୍ୱ ଏକ ଅଦୃଶ୍ୟ ସଙ୍କଟର ସମ୍ମୁଖୀନ ହେଉଅଛି। ଏହାର ପ୍ରଭାବ ବିସ୍ତାରକୁ ରୋକିବା ପାଇଁ, ଆମର ସଠିକ୍ ସୂଚନା ରହିବା ଆବଶ୍ୟକ ଏବଂ ଆମକୁ ସତର୍କ ଏବଂ ସଚେତନ ହେବା ଆବଶ୍ୟକ | ଆଶାକରୁଛୁ ଏଠାରେ ଉପସ୍ଥାପିତ ସୂଚନା ଆପଣଙ୍କୁ ମହାମାରୀ ଭୂତାଣୁ ବିରୁଦ୍ଧରେ ଲଢିବାରେ ସାହାଯ୍ୟ କରିବ |

ଓଡିଶା ଅପଡେଟ

Health Odisha Gov

କରୋନାଭାଇରସ ସଂକ୍ରମଣ: 118

ଛିକିତ୍ସିତ ହେଉଛନ୍ତି: 80

ଭଲ ହୋଇ ସାରିଛନ୍ତି: 37

ମୃତ: 1

Health Odisha Gov

ସୌଜନ୍ଯ – କୋଭିଡ-19 ଓଡିଶା COM

ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞ ମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ କଣ ରହିଛି ବିଶ୍ଵ, ଭାରତ ଓ ଓଡିଶାର ସ୍ଥିତି ।

କରୋନାଭାଇରସ ସଂକ୍ରମଣ: 3065778(ୱାର୍ଲ୍ଡ ୱାଇଡ)

worldometers

ମୃତ: 211658
ସୁସ୍ଥ ହେଇ ସାରିଲେଣି: 923062

ଟୋଟାଲ ଆକ୍ଟିଭ କେସ: 1931058
ନର୍ମାଲ କଣ୍ଡିସନ: 1874753 ସିରିଅସ ବା କ୍ରିଟିକଲ: 56305

worldometers

ତେବେ ଏହା ଥିଲା ଆଜିର ଦେଶ, ବିଶ୍ବାସ ଓ ରାଜ୍ୟର ଅପଡେଟ । ଆମେ ସବୁଦିନ ଆପଣଙ୍କ ପାଇଁ ନେଇ ଆସିବୁ ଦେଶ ଦୁନିଆରେ ଘଟୁଥିବା ମହାମାରୀ ସମ୍ବଧୀୟ ସମସ୍ତ ଅପଡେଟ । ତେବେ ସମସ୍ତ ଖବରକୁ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରନ୍ତୁ ।