୧୩ ଜୁନ ରାତିର ସେହି ୫ ଘଣ୍ଟାର ଘୃନ୍ୟ ସତ, ସାକ୍ଷୀ ଓ ଚାକର ବତେଇଲେ ସବୁ କିଛି

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ CBI ଯାଞ୍ଚ୍ କରୁଛି ଆଊ ବହୁତ୍ ଜବରଦସ୍ତ ସ୍ପିଡରେ ଯାଞ୍ଚ ଆଗକୁ ବଢ଼ିବାରେ ଲାଗିଛି । CBI ୧୪ ଜୁନକୁ ନେଇ ପଚରା ଉଚୁରା କରୁଛି ଏବଂ ପ୍ରମାଣ ଖୋଜୁଛି କିନ୍ତୁ ଏହି ଭିତରେ ସେହି ସାକ୍ଷୀ ନିଜ ମୁହଁ ଖୋଲିଛନ୍ତି ଏବଂ କେବଳ ୧୪ ଜୁନ ବା ୧୩ ଜୁନ ନୁହଁ ବରଂ ତା ପୂର୍ବରୁ ବି ବହୁତ କିଛି ଦେଖିଥିଲେ ।

ରାତିର ୫ ଘଣ୍ଟାର ସତ ମଧ୍ୟ କହିଲା ଆଊ ୧୩ ଜୁନରେ କଣ କଣ ହୋଇଥିଲା ତାହା ମଧ୍ୟ କହିଲେ । ଏହି ନୂଆ ସାକ୍ଷୀ ପରେ ସୁଶାନ୍ତଙ୍କ କେଶରେ ଆସି ଯାଇଛି ଏକ ନୁଆ ଟୁଇଷ୍ଟ । ସୁଶାନ୍ତଙ୍କ ଚାକର ନୀରଜ ମଧ୍ୟ ଜଏଣ୍ଟ ରୋଲର ଖୁଲାସା କରିଛନ୍ତି । ଏବଂ କହିଛନ୍ତି କି ସୁଶାନ୍ତ ୩ ଦିନର ଜଏଣ୍ଟ ରୋଲ ଗୋଟେ ଦିନରେ ହିଁ ସାରିଦେଇଥିଲେ । କଣ କହିଲା ସାକ୍ଷୀ ଏବଂ କଣ କହିଲା ଚାକର ନୀରାଜ କି ସୁଶାନ୍ତ ଙ୍କ କେଶ କୁ ମିଳିଲା ନୂଆ ଟ୍ଵିଷ୍ଟ ଚାଲନ୍ତୁ ଜାଣିବା ।

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ପ୍ରତିଦିନ ବହୁତ କଥା ସାମ୍ନାକୁ ଆସୁଛି । ପ୍ରତିଦିନ ନୂଆ ଖୁଲାସା ହେଉଛି ଆଊ ଏବେ ତ ସାକ୍ଷୀ ମଧ୍ୟ ସାମ୍ନାକୁ ଆସିଯାଇଛି । ସୁଶାନ୍ତ ସିଂ ରାଜପୁତ ଙ୍କ ପଡୋଶୀ ଘର ର ଏକ ମହିଳା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ, ସୁଶାନ୍ତ ଙ୍କ ପଡୋଶୀ ଯାହା କହିଲେ ତାହା ବହୁତ୍ ଜରୁରୀ ଅଟେ ।

ସୁଶାନ୍ତ ଙ୍କ ପଡୋଶୀ କହିଛନ୍ତି କି ୧୩ ଜୁନ ରେ ସୁଶାନ୍ତ ଙ୍କ ଘରେ କୌଣସି ପାର୍ଟି ହୋଇନଥିଲା । ଏବେ ପର୍ଯ୍ୟନ୍ତ ଯେଉଁ ପାର୍ଟୀ ବିଷୟରେ କୁହା ଯାଉଚି ତାହା ପୁରା ମିଛ କାରଣ ୧୩ ଜୁନ ରେ କୌଣସି ପାର୍ଟି ସେ ଘରେ ହୋଇ ନଥିଲା । ପଡୋଶୀ କହିଛନ୍ତି କି ସୁଶାନ୍ତଙ୍କ ଘର ତ ଲାଇଟ୍ ରାତି ୧୦ ଟା ୧୦:୩୦ ଟା ଭିତରେ ବନ୍ଦ ହେଇଥିଲା ଯେତେବେଳେ କି ସୁଶାନ୍ତ ଙ୍କ ଘରର ଲାଇଟ କେବେ ବି ରାତି ୧ଟା ପୂର୍ବରୁ ବନ୍ଦ ହୁଏ ନାହିଁ ।

ସୁଶାନ୍ତ ଡେରିରେ ସୋଉଥିଲେ ଏବଂ ଡେରିରେ ଉଠୁଥିଲେ କିନ୍ତୁ ସେଦିନ ୧୦:୦୦ ଟା ରେ ହିଁ ଲାଇଟ୍ ବନ୍ଦ ହୋଇଯାଇଥିଲା, କେବଳ ସୁଶାନ୍ତଙ୍କ ରୁମ ର ଲାଇଟ ନୁହଁ ବରଂ ପୁରା ଘରର ଲାଇଟ ବନ୍ଦ ହୋଇ ଯାଇଥିଲା କେବଳ ରୋଷାଇ ଘରର ଲାଇଟ ଜଳୁ ଥିଲା । ୫ ଘଣ୍ଟା ପୂର୍ବରୁ ଲାଇଟ ବନ୍ଦ କରାଯିବାର ମାନେ ଏହି ୫ ଘଣ୍ଟା ଭିତରେ ହିଁ କିଛି କରାଯାଇଛି । ଏହି ସବୁ କହିଛନ୍ତି ସୁଶାନ୍ତ ଙ୍କ ପଡୋଶୀ ।

ସୁଶାନ୍ତ ଙ୍କ ସେହି ୫ ଘଣ୍ଟାରେ ହତ୍ୟା ନ କରାଯାଇଥିଲେ ବି ହୋଇପାରେ ତାଙ୍କୁ ହଇରାଣ କରାଯାଇଥିବା, ତାଙ୍କୁ ମେଡିସିନର ଓଭର ଦୋଜ ଦିଆ ଯାଇଥିବା ଏହି କଥାର ଖୁଲାସା କରିଛନ୍ତି ଚାକର ନିରଜ । ନିରଜ୍ କହିଛନ୍ତି କି ସୁଶାନ୍ତ କେବେ କେବେ ଜଏଣ୍ଟ ରୋଲ ବା ଡୋବ ନିଅନ୍ତି । ଏବଂ ନୀରଜ୍ କହିଛନ୍ତି କି ୧୩ ଜୁନ ରେ ସୁଶାନ୍ତ ୩ ଦିନ ପାଇଁ ଜଏଣ୍ଟ ରୋଲ ରଖିଥିଲେ ।

ଜାଗାରେ ରେ ମସଲା ଦେଇ ରୋଲ କରି ପକେଟ ରେ ରଖିଥିଲେ ସୁଶାନ୍ତ । ନୀରଜ କହିଛନ୍ତି କି ସେ ରୋଲ ୩ ଦିନ ପାଇଁ ଥିଲା କିନ୍ତୁ ସୁଶାନ୍ତ ଙ୍କ ମୃତ୍ୟୁ ପରେ ଯେତେବେଳେ ପକେଟ ଦେଖାଗଲା ପକେଟ ପୁରା ଖାଲି ଥିଲା । ଚାକର କହିଛନ୍ତି କି ସୁଶାନ୍ତ ୩ ଦିନ ର ରୋଲ ଗୋଟେ ଦିନରେ ହିଁ ସେଶ କରିଥିଲେ ।

ହେଇପାରେ କି ସୁଶାନ୍ତ ଙ୍କ ମେଡ଼ିସିନ ର ଓଭର ଡୋଜ ଦିଆଯାଇଥିବା ଯାହା ଫଳରେ ସୁଶାନ୍ତ ବିରୋଧ କରିବା ସ୍ଥିତି ରେ ରହିବେ ନାହିଁ ଏବଂ ସହଜରେ ତାଙ୍କୁ ହତ୍ୟା କରା ଯାଇପାରିବ । କାରଣ ନିରଜ ନିଜେ କହିଥିଲା କି ସୁଶାନ୍ତ ଗୋଟେ ମାସ ରେ ଜଏଣ୍ଟ ରୋଲ ୨ ଦିନ କୁ ଅଧିକ ନେଇଥାନ୍ତେ ।

ସୁଶାନ୍ତ ଆଗରୁ କେବେ ମଧ୍ୟ କରିନଥିଲେ କିନ୍ତୁ ସେହି ଦିନ ଏମିତି କାହିଁକି କଲେ । ୩ ଦିନ ର ଜଏଣ୍ଟ ରୋଲ ସେ ଗୋଟେ ଦିନରେ କାହିଁକି ନେବେ ନିଶ୍ଚିନ୍ତ ଏହା ପଛରେ କାହାର ହାତ ରହିଛି । ମୁମ୍ବାଇ ପୋଲିସ ତ କେବେ ଏହି କଥା କୁ ଦେଖି ମଧ୍ୟ ପରିନଥାନ୍ତା କିନ୍ତୁ CBI ନିଜର ତଦନ୍ତ କୁ ବହୁତ୍ ଭଲ ଭାବେ କରି ଚାଲିଛି । CBI ନିଜର ୫ ଟି ଟିମ୍ କରି ସୁଶାନ୍ତ ଙ୍କୁ ନ୍ୟାୟ ଦେବାରେ ଲାଗିପଡିଛି । ସୁଶାନ୍ତ ଙ୍କ କେଶ କୁ ଦିନକୁ ଦିନକୁ ନୂଆ ମୋଡ଼ ମିଳୁଛି । ଆମର ଆଶା ସୁଶାନ୍ତ ଙ୍କ କେଶ୍ କୁ CBI ଖୁବ ଶୀଘ୍ର ସଲଭ କରିବ ଏବଂ ସୁଶାନ୍ତ ଙ୍କ ଅପରାଧୀ କୁ ସାସ୍ତି ମିଳିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।