SSR ମାମଲା- ୧୧୬ ଦିନ ପରେ ଏହି ସାବି ନାଁ ସାମ୍ନାକୁ ଆସିଲା ପରେ ହେଲା ହଙ୍ଗାମା

ସୁଶାନ୍ତ ଙ୍କ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସିଛି । CBI ଆଜି ସକାଳୁ ବହୁତ ବଡ଼ ଷ୍ଟେଟମେଣ୍ଟ ମିଡ଼ିଆ ସାମ୍ନାରେ ପ୍ରଥମ ଥର ପାଇଁ ଦେଇଛି । ଯୋଉଥିରୁ ଏହା ପ୍ରମାଣିତ ହୋଇସାରିଛି କି ସୁଶାନ୍ତ ଙ୍କୁ ହତ୍ୟା କରାଯାଇଥିଲା । CBI ସେହି ସମସ୍ତଙ୍କ ନା ସାମ୍ନାକୁ ଆଣିଛି ଯେଉଁମାନେ ସୁଶାନ୍ତ ଙ୍କ ମାମଲାରେ ସାମିଲ ଅଛନ୍ତି । ଗତ ୭ ଦିନରୁ CBI ଦିଲ୍ଲୀ ରେ ଯାଞ୍ଚ କରୁଥିଲା । ବଡ଼ ଖବର ଆସିଚି କି CBI ନିଜର ଲିଷ୍ଟ ଦେଇଦେଇଛି ।

୧୧୬ ଦିନ ପରେ ଲିଷ୍ଟ ଦେବା ବୋଲି କହିଛି ସିବିଆଇ । ଏହି ଲିଷ୍ଟ ରେ ୧୦ ଜଣ ବଡ଼ ବ୍ୟକ୍ତି ଙ୍କ ନା ଥିବାର ଜଣା ପଡ଼ିଛି । ଖବର ମିଳିଛି କି ରିୟା ସୁଶାନ୍ତ ଙ୍କ ହତ୍ୟା ପାଇଁ ଦୋଷୀ ବୋଲି ଏବେ ପ୍ରମାଣିତ ହୋଇଯିବେ । ଏମ୍ସ ର ଡକ୍ଟର ମାନେ ମଧ୍ୟ କହିଛନ୍ତି କି ସେ CBI କୁ ନିରନ୍ତର ସାହାଯ୍ୟ କରିଛି । ଏବଂ ତାଙ୍କୁ ସବୁ ଜାନକାରି ଦେଇଛି ଯାହା ସୁଶାନ୍ତ ଙ୍କ କେଶ ପାଇଁ ଜରୁରୀ ଥିଲା ।

CBI ଲିଷ୍ଟ ର ନା ରହିଛି ରିୟା, ପଠାନି, ଡିପେଶ ଶୱାନ୍ତ, ସବୁ କୁକ ଷ୍ଟାଫ, ଆଦିତ୍ୟ ଠାକରେ, ସଲମାନ ଖାନ, ଦୀପିକା ପାଦୁକୋନ, ସାରା ଅଲି ଖାନ । ରିୟା ଗିରଫ ହେବା ପରେ ଧିରେ ଧିରେ ସମସ୍ତଙ୍କ ନା କହିବାକୁ ଲାଗିଛନ୍ତି । ରିୟା ଜେଲ ଯିବା ପରେ ନିଜର ମୁହଁ ଖୋଲିଥିଲେ । ରିୟା ସୁଶାନ୍ତ ଙ୍କୁ ଜବରଦସ୍ତି ଡ୍ରଗ ଦେଉଥିଲେ ବୋଲି ସ୍ବୀକାର କରିଚନ୍ତି । ସୁଶାନ୍ତ ଙ୍କୁ ପୁରା ପ୍ଲାନଂ ସହିତ ହତ୍ୟା କରାଯାଇଛି ବୋଲି କହିଛିି ରିୟା ।

CBI ଏହି ରିପୋଟ ର କପି ସୁପ୍ରିମ କୋର୍ଟ କୁ ଦେବ କାରଣ ସୁପ୍ରିମ କୋର୍ଟ ହିଁ ଆଦେଶ ଦେଇଥିଲା କି ସୁଶାନ୍ତ ସିଂ ରାଜପୁତ ଙ୍କ କେଶ ର ଯାଞ୍ଚ CBI ହିଁ କରିବ । ଏହି ଖବର ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାଲି ରାତିରେ CBI ଏହା କହୁଥିଲା କି ସୁଶାନ୍ତ ଙ୍କ ହତ୍ୟା ମାମଲାକୁ ଅଣଦେଖା କରିହେବନହିଁ । ଆଜି ସକାଳୁ ସକାଳୁ ଏହି ଲିଷ୍ଟ ମଧ୍ୟ ଦିଆଯାଇଛି ।

ଏହି ଲିଷ୍ଟ ସୋସିଆଲ ମିଡିଆ ମାଧ୍ୟମରେ କୁହାଯାଉଛି । ଯଦି ସୁଶାନ୍ତ ଙ୍କ ହତ୍ୟାକାରୀ ଙ୍କ ଦଣ୍ଡ କଥା କୁହାଯାଏ ତେବେ ଏହି ହତ୍ୟାକାରୀ ଙ୍କୁ ଦଣ୍ଡ ସୁଶାନ୍ତ ଙ୍କ ପିତା ଙ୍କ ଅନୁସାରେ ହେବ । ମାନେ ସୁଶାନ୍ତ ଙ୍କ ପିତା ଯାହା କହିବେ ସେହି ଅନୁସାରେ ଏହି ଅପରାଧୀ ମାନଙ୍କୁ ଦଣ୍ଡ ମିଳିବ । ରିୟା ଙ୍କ ଉପରେ CBI କୁ ପ୍ରଥମ ଦିନରୁ ହିଁ ସନ୍ଦେହ ହୋଇଥିଲା । ଯାହା ଫଳରେ NCB ତାଙ୍କୁ ଯାଞ୍ଚ କରି ଗିରଫ କରିଥିଲା ।

କରନ ସିଏ ହିଁ ସୁଶାନ୍ତ ସିଂ ରାଜପୁତ ଙ୍କୁ ଡ୍ରଗ ଏଡିକ୍ଟ କରାଇଥିଲା । ତେଣୁ ସୁଶାନ୍ତ ସିଂ ରାଜପୁତ ଙ୍କୁ ଦୁନିଆରୁ ହଟାଇବା ପାଇଁ ସବୁଠୁ ବଡ଼ ହାତ ରିୟା ଚକ୍ରବର୍ତ୍ତୀ ଙ୍କ ଥିଲା । CBI ଉପରେ ଏହା ଅଭିଯୋଗ ଲଗାଯାଇଥିଲା କି CBI ଏହି କେଶ କୁ ବନ୍ଦ କରିବାକୁ ଯାଉଛି । କିନ୍ତୁ ଏମିତି କିଛି ନଥିଲା କାରଣ CBI ହିଁ ସୁଶାନ୍ତ ଙ୍କ ମାମଲାକୁ ଅଟେ ବାଟ ନେଇଆସିଛି । CBI ସବୁ କିଛି କହିସାରିଛି ଆଊ NCB ମଧ୍ୟ ଦୀପିକା ପଦୁକୋନ ଙ୍କ ଫୋନ ଜବତ କରିଥିଲା ।

ସେହି ଫୋନ ରୁ ବହୁତ ବଡ଼ ତଥ୍ୟ ହାସଲ କରିଛି । ଆବେ ବଲିଉଡ ର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଯିବ । ଏବଂ ବଲିଉଡ ର ଡ୍ରଗ ଗ୍ୟାଙ୍ଗ ଖୁବ ଶୀଘ୍ର ଜେଲ ଭିତରେ ରହିବେ ବୋଲି NCB କହିଛିି । NCB ଟିମ ରକୁଲ ପ୍ରିତ, ସାରା ଅଲି ଖାନ, ଦୀପିକା ପଦୁକୋନ ଙ୍କୁ ଡ୍ରଗ ମାମଲାରେ ଜେରା କରିଛି ।

ଡ୍ରଗ ମାମଲାରେ ବଲିଉଡ ଅଭିନେତ୍ରୀ ସାମିଲ ଥିବା ଖବର ମିଳିବା ପରେ ବଲିଉଡ ରେ ହଙ୍ଗାମା ହୋଇଛି । ଡ୍ରଗ ମାମଲାକୁ ନେଇ ଖୁବ ଶୀଘ୍ର ବଲିଉଡ ର ଆହୁରି ବଡ଼ ବଡ଼ ଲୋକ ସାମ୍ନାକୁ ଆସିବେ । CBI କହିଛିି ସୁଶାନ୍ତ ଙ୍କ ହତ୍ୟାକାରୀ ଖୁବ ଶୀଘ୍ର ପୁରା ଭାରତବାସୀ ଙ୍କ ସାମ୍ନାକୁ ଆସିବାକୁ ଯାଉଛି । ଏବଂ ତାଙ୍କୁ କଠୋର ରୁ କଠୋର ଦଣ୍ଡ ନିଶ୍ଚିନ୍ତ ମିଳିବ । ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ । ଏହା ଆମ ସମସ୍ତ ଙ୍କ ପାଇଁ ବହୁତ ବଡ଼ ଆଚିଭମେନ୍ଟ ବୋଲି କହିଛିି CBI ଟିମ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।