ମହାଖୁଲାସା: ରିୟା, ପିଠାନୀଙ୍କ ପଛରେ ଥିଲେ ଏହି ୨ ବଡ ଲୋକ, ଜାଣି ନିଅନ୍ତୁ କିଏ ସେମାନେ

ସୁଶାନ୍ତଙ୍କ ମାମଲାରେ ବର୍ତ୍ତମାନ ପାଖାପାଖି କୁହାଯାଉଛି କି ସୁଶାନ୍ତ ନିଜର ଇଚ୍ଛାରେ କିଛି ବି କରି ନାହାନ୍ତି ଓ CBIର ଯାଞ୍ଚରେ ଏହା ବି ସାମ୍ନାକୁ ଆସିସାରିଛି କି ସିଦ୍ଧାର୍ଥ ପିଠାନୀ ଓ ଚାକର ଦିପେଶର ବୟାନ ବିଲକୁଲ ବି ମିଶୁ ନାହିଁ ଅର୍ଥାତ ଘରେ ବହୁତ ବଡ ଷଡଯନ୍ତ୍ର ଚାଲି ଥିଲା । ଏହା ଛଡା ଆପଣଙ୍କୁ କହିଦେଉଛୁ କି ସୂତ୍ରରୁ ଜଣା ପଡିଛି କି ସିଦ୍ଧାର୍ଥ ପିଠାନୀ ରିୟାଙ୍କ ଇଙ୍ଗିତରେ କାମ କରୁଥିଲେ ।

କିନ୍ତୁ କେବଳ ରିୟା ନୁହେଁ ରିୟାଙ୍କ ପଛରେ ବି ଆହୁରି ଦୁଇ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ସୁଶାନ୍ତଙ୍କୁ ବର୍ବାଦ କରିବାର ପୁରା ପ୍ଲାନିଙ୍ଗ କରିଥିଲେ । ଚାଳନ୍ତୁ ସେହି ଦୁଇ ଜଣ ବ୍ୟକ୍ତିଙ୍କ ବିଷୟରେ ଜାଣିବା ।

ଏମିତିରେ ଏହା ସ୍ପଷ୍ଟ ରୂପରେ ଜଣା ଯାଉଛି କି ରିୟା ଚକ୍ରବତୀ ପ୍ରଥମେ ଔଷଧ ଦ୍ଵାରା ସୁଶାନ୍ତଙ୍କୁ ପାଗଳ କରିଲେ, ଏହା ପରେ ତାଙ୍କୁ ଲୁଟିଲେ, ତାଙ୍କର ପରିଚୟକୁ ନଷ୍ଟ କରିଲେ ଓ ଶେଷରେ ତାଙ୍କୁ ସମାପ୍ତ କରିଦେଲେ । କିନ୍ତୁ ଏହି ପ୍ଳାନ ଏତେ ବି ସହଜ ନ ଥିଲା । କହିବାକୁ ଗଲେ ସୁଶାନ୍ତଙ୍କ ଜିମ ପାର୍ଟନର ସୁନୀଲ ଶୁକ୍ଲା ବହୁତ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି ।

କହିବାକୁ ଗଲେ ରିୟା ସୁଶାନ୍ତଙ୍କ ଜୀବନରେ ସେତେବେଳେ ଆସିଲେ ଯେତେବେଳ ସୁଶାନ୍ତ ନିଜର କ୍ୟାରିୟରରେ ସବୁଠୁ ଉଚ୍ଚରେ ଥିଲେ । ଏହା ପରେ ରିୟା ସୁଶାନ୍ତଙ୍କ ସହ ମିଶି ନିଜର ଫିଲ୍ମି କ୍ୟାରିୟରକୁ ଆଗକୁ ବଢାଇବାକୁ ଚେଷ୍ଟା କରିଲେ । ସୁଶାନ୍ତଙ୍କ ସହ ରିୟାଙ୍କ ରିଲେସନ ଥିଲା କିନ୍ତୁ ସୁଶାନ୍ତ ରିୟାଙ୍କ ସହ ସବୁବେଳେ ପ୍ରୋଫେସନାଲ ହୋଇ ରହୁଥିଲେ । ଅର୍ଥାତ ସୁଶାନ୍ତ ସବୁବେଳେ ରିୟା ଓ ରିୟାଙ୍କ ଭଳି ଅନ୍ୟ ଷ୍ଟାରଙ୍କ ସହ କେବେ ବି କାମ କରିବାକୁ ଚାହୁଁ ନ ଥିଲେ ।

କାରଣ ସୁଶାନ୍ତ ସବୁବେଳେ ବଡ ବଡ ଷ୍ଟାରଙ୍କ ସହ ବଡ ବଡ ଫିଲ୍ମରେ କାମ କରିବାକୁ ଚାହୁଁ ଥିଲେ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ସୁଶାନ୍ତ କେବେ ବି ରିୟାଙ୍କ ପାଇଁ କୌଣସି ବି ଡାୟେରେକ୍ଟର କିମ୍ବା ପ୍ରଡ୍ୟୁସର ପାଖକୁ ଯାଇ ନାହାନ୍ତି । ଏହା ପରେ ରିୟା ଜାଣି ଗଲେ କି ସୁଶାନ୍ତଙ୍କ ଜରିଆରେ ସେ ନିଜର କ୍ୟାରିୟର ଆଗକୁ ନେଇ ପାରିବେ ନାହିଁ । ଏମିତିରେ ରିୟା ସୁଶାନ୍ତଙ୍କୁ ଛାଡି ଦେବା ପାଇଁ ନିଷ୍ପତି ନେଇ ସାରିଥିଲେ । କିନ୍ତୁ ଏହି ସମୟରେ ସୁଶାନ୍ତଙ୍କ ବିରୁଦ୍ଧରେ ଆରମ୍ଭ ହେଲା ଏକ ଷଡଯନ୍ତ୍ର ।

ସୁଶାନ୍ତଙ୍କ ଜିମ ପାର୍ଟନର ସୁନୀଲ ଶୁକ୍ଲା କହିଲେ କି ଏହି ସମୟରେ ରିୟାଙ୍କ ସୁଗାର ଡାଡୀ ମହେଶ ଭଟ୍ଟ ସୁଶାନ୍ତ ଓ ରିୟାଙ୍କ ମଝିରେ ପ୍ରବେଶ କରିଲେ । କାରଣ ପ୍ରଥମରୁ ହିଁ ମହେଶ ଭଟ୍ଟ ସୁଶାନ୍ତଙ୍କ ସଫଳତାକୁ ସହି ପାରୁ ନ ଥିଲେ । ସୁନୀଲ ଶୁକ୍ଲାଙ୍କ ଅନୁସାରେ ମହେଶ ଭଟ୍ଟଙ୍କ କହିବା ଦ୍ଵାରା ରିୟା ସୁଶାନ୍ତଙ୍କ ସମ୍ପତ୍ତିକୁ ନିଜର କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ମହେଶ ଭଟ୍ଟଙ୍କ ଆସନ୍ତା ପ୍ଳାନ ସୁଶାନ୍ତୁଙ୍କୁ ପାଗଲ କରିବା ଥିଲା ।

ସୁନୀଲ ଆଗକୁ କହିଲେ କି ସୁଶାନ୍ତଙ୍କୁ କେବେ ବି କୌଣସି ପ୍ରକାରର ମାନସିକ ଚିନ୍ତା ନ ଥିଲା । ଏହା ପରେ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସୁଶାନ୍ତ ଯେଉଁ ଔଷଧର ସେବନ କରୁଥିଲେ ସେହି ସମସ୍ତ ଔଷଧ ରିୟାଙ୍କ ପିତା ଇନ୍ଦ୍ରଜିତ ଚକ୍ରବତୀ ଆଣୁ ଥିଲେ । ଯାହା ବିଷୟରେ ସୁନୀଲ ନିଜର ବୟାନରେ କହିଛନ୍ତି । ଦୁଇ ଜଣ ଡାଡି ମିଶି ସୁଶାନ୍ତଙ୍କୁ ମାରି ଦେଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।