ସାପ କାମୁଡିଲେ ତୁରନ୍ତ କରନ୍ତୁ ଏହି ଉପାୟ, ଯେତେ ବିଷଧର ସାପ କାମୁଡିଥିଲେ ବି ବଞ୍ଚିଯିବ ଜୀବନ, ନିଶ୍ଚୟ ଜାଣି ରଖନ୍ତୁ ଏହି ସବୁ Tips

ସାରା ଦୁନିଆରେ ପ୍ରତିବର୍ଷ ୧ ଲକ୍ଷରୁ ମଧ୍ୟ ଅଧିକ ଲୋକ ସାପ କା-ମୁ-ଡା-ରେ ମୃ-ତ୍ୟୁ-ବ-ର-ଣ କରନ୍ତି । ସେଥିରୁ ୫୦ ପ୍ରତିଶତରୁ ଅଧିକ ମୃ-ତ୍ୟୁ କେବଳ ଭାରତରେ ହିଁ ହୋଇଥାଏ । ଅର୍ଥାତ ଭାରତରେ ପ୍ରତିବର୍ଷ ୪୦ ରୁ ୫୦ ହଜାର ଲୋକ ସାପ କା-ମୁ-ଡା-ରେ ମୃ-ତ୍ୟୁ-ବ-ର-ଣ କରିଥାନ୍ତି । ଗାଁ, ଜଙ୍ଗଲ ଓ ପାହାଡ ଅଞ୍ଚଳରେ ଅଧିକ ବି-ଷ-ଧ-ର ସାପ ଦେଖାଯାଉ ଥିବାରୁ ଓ ହସ୍ପିଟାଲ ମଧ୍ୟ ଦୂର ଥିବାରୁ ସେଠାକାର ଲୋକ ସାପ କା-ମୁ-ଡି-ବା ପରେ ଅଧିକ ସମସ୍ୟାର ସମୁଖୀନ ହୋଇଥାନ୍ତି । ତେବେ ଏପରି ସ୍ଥ୍ତିତରେ ଯଦି ସାପ କା-ମୁ-ଡେ ତେବେ କଣ କରିବେ ? ଆଜି ଆମେ ଆପଣଙ୍କୁ ଏଥିପାଇଁ କିଛି ଉପାୟ କହିବୁ ।

ଭାରତରେ ପ୍ରାୟ ୩୦୦ରୁ ଅଧିକ ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ସେମାନଙ୍କ ମଧ୍ୟରୁ ୧୫ ପ୍ରଜାତିର ସାପ ସବୁଠୁ ଅଧିକ ବି-ଷ-ଧ-ର ହୋଇଥାନ୍ତି । ତେବେ ସାପ କା-ମୁ-ଡି-ବା ପରେ ଲୋକ ଅଧିକ ଭ-ୟ-ଭୀ-ତ ହୋଇଯିବା ହେତୁ ଅଧିକତର ମୃ-ତ୍ୟୁ ଘଟିଥାଏ । ଅଧିକ ଡ-ରି ଯାଇ ଲୋକ ହୃ-ଦ-ଘା-ତ-ରେ କିମ୍ବା ଭୁଲ ନିର୍ଣ୍ଣୟ ନେଇ ମଧ୍ୟ ପ୍ରାଣ ହରାଇଥାନ୍ତି । ସେଥିପାଇଁ ପ୍ରଥମ କଥା ହେଉଛି ସାପ କା-ମୁ-ଡି-ବା ପରେ କେବେ ମଧ୍ୟ ନିଜ ମା-ନ-ସି-କ ସ-ନ୍ତୁ-ଳ-ନ ହରାନ୍ତୁ ନାହିଁ । ଏହା ସହ ସାପ କା-ମୁ-ଡି-ଥି-ବା ବ୍ୟକ୍ତି ଅତ୍ୟନ୍ତ ଭ-ୟ-ଭୀ-ତ ହେବା, କା-ନ୍ଦି-ବା, ଦୌ-ଡା-ଦୌ-ଡି କରିବା ବା ଅଧିକ ଚଳପ୍ରଚଳ ହେବା ଉଚିତ ନୁହେଁ ।

ଏପରି କରିବା ଦ୍ଵାରା ଶରୀରରେ ଅଧିକ ରକ୍ତ ସଞ୍ଚାଳନ ହେବ ଓ ବି-ଷ ମଧ୍ୟ ତୀବ୍ର ଗତିରେ ଚଢିବାକୁ ଲାଗିବ ଓଏବଂ ବ୍ୟକ୍ତି ଶୀଘ୍ର ପ୍ରାଣ ହରାଇବେ। ସାପ କା-ମୁ-ଡି-ବା ପରେ କେବେ ମଧ୍ୟ ଅ-ନ୍ଧ-ବି-ଶ୍ବା-ସର ଶି-କା-ର ହୋଇ ଝ-ଡା-ଫୁ-ଙ୍କା କରିବାକୁ ଯାଇ ସମୟ ନଷ୍ଟ କରନ୍ତୁ ନାହିଁ । ତୁରନ୍ତ ପୀଡିତଙ୍କୁ ହସ୍ପିଟାଲ ନେଇଯିବାକୁ ପ୍ରୟାସ କରନ୍ତୁ । ଅନେକ ଲୋକଙ୍କ ଧାରଣା ରହିଛି ସାପ କା-ମୁ-ଡି-ଥି-ବା ସ୍ଥାନକୁ ବ୍ଲେଡରେ କା-ଟି ଦେଲେ ସେହି ସ୍ଥାନର ବି-ଷା-କ୍ତ ର-କ୍ତ ବାହାରିଯିବ ।

କିନ୍ତୁ ଏପରି ଭୁଲରେ ମଧ୍ୟ କରନ୍ତୁ ନାହିଁ । ଏହା ଦ୍ବାରା ଅତ୍ୟଧିକ ରକ୍ତସ୍ରାବ ହୋଇ ବ୍ୟକ୍ତିଙ୍କ ମୃ-ତ୍ୟୁ ହୋଇପାରେ । ଲୋକମାନେ ଭାବନ୍ତି ବି-ଷ-କୁ ଶୋଷି ବାହାର କରାଯାଇ ପାରେ । କିନ୍ତୁ ଏହା ଏକ ଭୁଲ ଧାରଣା ଅଟେ । ଲୋକେ ଭାବନ୍ତି ସାପ କା-ମୁ-ଡି-ଥି-ବା ସ୍ଥାନକୁ ବା-ନ୍ଧି-ଦେ-ବା ଦ୍ଵାରା ରକ୍ତରେ ବି-ଷ ଯାଇପାରେ ନାହିଁ । ଏହା ମଧ୍ୟ ଭୁଲ ଧାରଣା ଅଟେ । ବରଂ କିଛି ସାପଙ୍କ ବି-ଷ ଏତେ ଭୟଙ୍କର ହୋଇଥାଏ ଯେ ଏପରି କରିବା ଦ୍ଵାରା ବ୍ୟକ୍ତିଙ୍କ ସେହି ଅଙ୍ଗକୁ କା-ଟି-ବା-କୁ ପଡିପାରେ ।

ସାପ କା-ମୁ-ଡି-ବା ପରେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ନିଜେ ଚଳପ୍ରଚଳ ନକରି ଅନ୍ୟ କେଉଁ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ । ତୁରନ୍ତ ହସ୍ପିଟାଲ ଯାଆନ୍ତୁ । ଯଦି ହସ୍ପିଟାଲ ଦୂର ଥାଏ ତେବେ ୧୦୮ କିମ୍ବା ୧୦୨ରେ କଲ୍ କରି ଆମ୍ବୁଲାନ୍ସ ଡାକନ୍ତୁ ଓ ସେମାନଙ୍କ ଉପଦେଶ ନିଅନ୍ତୁ । ସେ ଆପଣଙ୍କୁ ସଠିକ ଉପଦେଶ ଦେବେ । ସାପବହୁଳ ଅଞ୍ଚଳରେ ରହୁଥିଲେ ପ୍ରଥମରୁ ହିଁ ଜଣେ ଡାକ୍ତରଙ୍କ ସମ୍ପର୍କରେ ରୁହନ୍ତୁ ।

କା-ମୁ-ଡି-ଥି-ବା ସାପର ରଙ୍ଗରୂପ ମନେ ରଖନ୍ତୁ କିମ୍ବା ଫଟୋ ଉଠାଇ ରଖନ୍ତୁ । ଯାହା ସାହାଯ୍ୟରେ ଡାକ୍ତର ତୁରନ୍ତ ଆପଣଙ୍କ ସଠିକ ଚିକିତ୍ସା କରିପାରିବେ । ପୀଡିତଙ୍କ ଶରୀର ସଂପୂର୍ଣ୍ଣ ଭାବେ ଢିଲା ରଖିବା ପାଇଁ ପିନ୍ଧିଥିବା ମୁଦି, ଘଣ୍ଟା, ଚେନ, ଟାଇଟ ଡ୍ରେସ ଅଦ୍ଦି ବାହାର କରିଦିଅନ୍ତୁ । ହସ୍ପିଟାଲ ନେବା ସମୟରେ ପୀଡିତଙ୍କୁ ସର୍ବଦା ବାମ ପାଖ କରି ଶୁଆଇ ନିଅନ୍ତୁ । ଯାହାଦ୍ଵାରା ପୀଡିତଙ୍କୁ ବାନ୍ତି ଆସିଲେ ତାଙ୍କ ନିଃଶ୍ଵାସ ବନ୍ଦ ହେବା ଭଳି ଲାଗିବ ନାହିଁ ।

ଏହାସହ ଆପଣଙ୍କ ଘର ଏବଂ ତା ଆଖପାଖ ସଫା ରଖନ୍ତୁ, ଭୂମିରେ ଶୁଅନ୍ତୁ ନାହିଁ ଏବଂ ମଶାରୀ ପାରି ଶୁଅନ୍ତୁ, ବଣବୂଦା ବିନା ଯାଞ୍ଚ କରି ହାତ ଲଗାନ୍ତୁ ନାହିଁ, ବୁଲିବାକୁ ଯିବାବେଳେ ଜୋତା ପିନ୍ଧନ୍ତୁ, ଅନ୍ଧାରରେ ଆଲୁଅ ଜଳେଇ ଯାଆନ୍ତୁ ଓ ମୂଷା ବେଙ୍ଗ, ଅଣ୍ଡା ଆଦି ଜିନିଷ ଘରଠୁ ଦୂରେଇ ରଖନ୍ତୁ । ଯାହା ଫଳରେ ଆପଣ ପ୍ରଥମରୁ ହିଁ ସାପ କା-ମୁ-ଡା-କୁ ରୋକିପାରିବେ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।