ACF Soumyaranjan ଡେଥ ମିଷ୍ଟ୍ରି: ପୁଲିସ ଉପରୁ ଭରସା ଉଠିବା ପରେ ନ୍ୟାୟ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ମୃତ ସୌମ୍ୟଙ୍କ ଭାଇ, କହିଲେ କିଛି ଏମିତି…ଦେଖନ୍ତୁ Video

ଆଉ କେତେଟା ଦିନରେ ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ମାସେ ପୁରି ଯିବ । ହେଲେ ନ୍ୟାୟ ପାଇଁ ଦୌଡି ଦୌଡି ଥକି ଗଲେଣି ସୌମ୍ୟଙ୍କ ପରିବାର । ପୋଲିସ ଉପରୁ ତୁଟି ଗଲାଣି ଭରସା । ବର୍ତ୍ତମାନ ନ୍ୟାୟ ପାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଦରୱାଜା ଠକ ଠକ କରିଛନ୍ତି ମୃ-ତ ସୌମ୍ଯଙ୍କ ଭାଇ ।

ମୃ-ତ ସୌମ୍ୟଙ୍କ ଭାଇ ସିଧାସଳଖ ପୋଲିସ ଉପରକୁ ଆଙ୍ଗୁଳି ଉଠାଇଛନ୍ତି । ପୋଲିସ ସବୁ ପ୍ରମାଣ ନଷ୍ଟ କରିଛି ଓ ଭୁଲ ତ୍ରୁଟି ସୁଧାରିବାକୁ ଚଳାଇଛନ୍ତି ଚେଷ୍ଟା । ସୌମ୍ୟଙ୍କ ମୃ-ତ୍ୟୁ ପରେ ତାଙ୍କ ଘରର ଚାବି ୪ ଦିନ ଧରି ବନବିଭାଗ ପାଖରେ ଥିଲା । ପ୍ରମାଣ ନଷ୍ଟ କରିବାକୁ ୪ ଦିନ ଯଥେଷ୍ଟ ବୋଲି ମୃ-ତ ସୌମ୍ୟଙ୍କ ଭାଇ କହିଛନ୍ତି । ସୌମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ର ତ-ଦ-ନ୍ତ ଯେଉଁଠି ଥିଲା ସେଇଠି ଅଛି । ପୋଲିସ ଖାଲି ଆସୁଛି ପଚରା ପଚରି କରୁଛି ଓ ଚାଲି ଯାଉଛି ।

ସୌମ୍ୟଙ୍କ ମୃ-ତ୍ୟୁ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ପରେ କାହିଁକି ବନବିଭାଗ ପାଖରେ ସୌମ୍ୟଙ୍କ ଘର ଚାବି ଛାଡି ଯାଇଥିଲା ବୋଲି ପ୍ରଶ୍ନ କରୁଛନ୍ତି ମୃ-ତ ସୌମ୍ୟଙ୍କ ଭାଇ । ପୋଲିସ କଣ ତଦନ୍ତ କିପରି ହୁଏ ଭୁଲି ଯାଇଥିଲା କି ? ଯେତିକି ଦିନ ଗଡୁଛି ପ୍ରମାଣ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଛି । ହେଲେ ଏବେ ଯାଏ ପ୍ରକୃତ ହ-ତ୍ୟା-କା-ରୀ ବିଦ୍ୟାଭାରତୀଙ୍କୁ ପୋଲିସ କାହିଁକି ଗି-ର-ଫ କରୁନାହିଁ ?

ସେ ଭିତରକୁ ଗଲେ ହିଁ ବଡ ବଡ ମୁଣ୍ଡ ଆପେ ବାହାରି ଆସିବେ । ମୃ-ତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନାମରେ ଲାଗିଛି ଧାରା ୩୦୨ ଭଳି ସଙ୍ଗୀନ ଦଫା । ତଥାପି ବିଦ୍ୟାଭାରତୀଙ୍କୁ କାହିଁକି ଏତେ ଅନୁକମ୍ପା ଦେଖାଉଛି ପୋଲିସ ? ତେବେ ପୋଲିସ ସଠିକ ଢଙ୍ଗରେ ତଦନ୍ତ କରୁନାହିଁ ବୋଲି ରୋକଠୋକ କହିଛନ୍ତି ସୌମ୍ୟଙ୍କ ଭାଇ । ସୌମ୍ୟଙ୍କ ଶରୀରର ୯୦ ପ୍ରତିଶତ ପୋ-ଡି ଯାଇଥିଲା ଏହି ଦୁ-ର୍ଘ-ଟ-ଣା-ରେ, ହେଲେ ମଧ୍ୟ ଯେ ସେ ଜ-ଳି ଯାଇଥିବା ଘରକୁ ସିଲ କରିବା ପାଇଁ ପୋଲିସ ମୁଣ୍ଡରେ ବୁଦ୍ଧି ପସିଲାନି ।

ସେଥିରୁ ଅନ୍ଦାଜା ଲଗାଇ ହେଉଛି କି ପୋଲିସ କିପରି ତ-ଦ-ନ୍ତ କାର୍ଯ୍ୟ କରୁଛି । ଘଟଣାକୁ ଏତେ ଦିନ ବୀତି ଯାଇଥିଲେ ମଧ୍ୟ ବିଦ୍ୟାଭାରତୀଙ୍କୁ ଗି-ର-ଫ କରାଯାଉ ନାହିଁ । ଏଥିରୁ ସୌମ୍ୟଙ୍କ ଭାଇ ସନ୍ଦେହ ପ୍ରକାଶ କରିଛନ୍ତି କି, ହୁଏତ ଏହି ଘଟଣା ପଛରେ ଆହୁରି ବଡ ବଡ ଲୋକ ଅଛନ୍ତି । ଯାହାଙ୍କୁ ଘଣ୍ଟ ଘୋଡେଇ ରଖିବା ପାଇଁ ବିଦ୍ୟାଭାରତୀଙ୍କୁ ବାହାରେ ଛଡା ଯାଇଛି । ବିଦ୍ୟାଭାରତୀ ଭିତରକୁ ଗଲେ ଯାଇ ସବୁ ସତ ବାହାରକୁ ଆସିଯିବ । ସେଥିପାଇଁ ବିଦ୍ୟାଙ୍କୁ ସମର୍ଥନ କରାଯାଉଛି ।

କାରଣ ବିଦ୍ୟାଭାରତୀଙ୍କ ପାଖେ ସୌମ୍ୟଙ୍କ ମୃ-ତ୍ୟୁ ଯୋଜନାର ଅ ଠାରୁ କ୍ଷ ପର୍ଯ୍ୟନ୍ତ ସବୁ ସତ କଥା ଲୁଚି ରହିଛି । ତେବେ ସୌମ୍ଯଙ୍କୁ କେବେ ମିଳିବ ନ୍ୟାୟ ? ଏହା କେବଳ ସମୟ କହିବ । ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।