୧୩୦୦ ଟଙ୍କାରେ କିଣିଥିଲେ ସୋଫା, ସୋଫାରେ ବସିବା ପରେ କିଛି ଜିନିଷ ଫୁଟିଗଲା ଭଳି ଲାଗିଲା, ଖୋଲିକି ଦେଖିଲେ ତ ହେଇଗଲେ ମାଲାମାଲ

ପୁରୁଣା ଜିନିଷକୁ ପ୍ରାୟତଃ ଲୋକମାନେ ନ ଭାବିଚିନ୍ତି ଏବଂ ଭଲ ଭାବରେ ନ ଦେଖି କବାଡିରେ ବିକ୍ରି କରି ଦିଅନ୍ତି । ଯାହାଦ୍ଵାରା ତାଙ୍କୁ କିଛି ଟଙ୍କା ମିଳିପାରୁ । କିନ୍ତୁ ବେଳେ ବେଳେ କବାଡିରେ ପଡିଥିବା ଜିନିଷ କାହାର ବି ଭାଗ୍ୟ ବଦଳାଇ ପାରେ । କାହାକୁ ବି ଲକ୍ଷ ଲକ୍ଷ ଟଙ୍କାର ମାଲିକ କରି ପାରେ । ବର୍ତ୍ତମାନ ହିଁ କିଛି ଏହିଭଳି ଦେଖିବାକୁ ମିଳିଛି । କହିବାକୁ ଗଲେ ଆମେରିକାର ରହୁଥିବା ତିନି ଜଣ ଛାତ୍ର କାହାଠାରୁ ଏକ ସୋଫା କିଣିଥିଲେ, କିନ୍ତୁ ଏହି ଛାତ୍ରଙ୍କୁ ଏହା ଜଣା ନଥିଲା କି ୧୩୦୦ ଟଙ୍କା ଦେଇ କିଣି ଥିବା ସୋଫା ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ମାଲିକ କରିଦେବ ।

କଣ ଅଟେ ପୁରା କାହାଣୀ

Image courtesy: Google

ଆମେରିକାର ପାଲ୍ଟଜରେ ରହୁଥିବା ତିନିଜଣ କଲେଜ ଛାତ୍ର ଏକା ସହିତ ମିଶି ଏକ ଘରଭଡା ନେଲେ । ଏବଂ ସେହି ଘରକୁ ସଜାଇବା ପାଇଁ ସେମାନେ ଲୋକମାନଙ୍କ ଠାରୁ ପୁରୁଣା ଜିନିଷ କିଣିବାକୁ ଲାଗିଲେ । ଏହା ମଧ୍ୟରେ ସେମାନେ ୧୩୦୦ ଟଙ୍କା ଦେଇ ଏକ ସୋଫା କିଣିଲେ ।

ସ୍ଟେଟ ୟୂନିବର୍ସିଟୀରେ ପଢୁଥିବା ରୀସେ ବେରଖୋବେ, କଲୀ ଗାସ୍ଟୀ ଏବଂ ଲାରା ରୁସ୍ସୋ ଦିନେ ଯେତେବେଳେ ସେହି ସୋଫା ଉପରେ ବସିଲେ ତେବେ ଅଚାନକ ତାଙ୍କୁ ସୋଫା ତଳେ କିଛି ଜିନିଷ ଥିବାର ଅନୁଭବ ହେଲା । ଏହା ପରେ ସେମାନେ ସୋଫାରେ ଥିବା ଗଦିକୁ ବାହାର କରିଲେ । ଏହା ପରେ ତାଙ୍କୁ ଏକ ଲଫାପା ମିଳିଲା ଏବଂ ତାହା ଭିତରେ ୭୦ ହଜାର ଟଙ୍କା ଥିଲା ।

Image courtesy: Google

ଏହା ପରେ ସେମାନେ ସୋଫାର ସବୁ ଗଦିକୁ ବାହାର କରିବାରେ ଲାଗିଲେ ଏବଂ ତାଙ୍କୁ ସବୁ ଗଦି ତଳେ ଏହିଭଳି ଲଫାପା ମିଳିଲା । ଏହା ପରେ ସେମାନେ ସବୁ ଲଫାପାରୁ ଟଙ୍କା ବାହାର କରି ଗଣିବାରେ ଲାଗିଲେ । ତାଙ୍କୁ ପାଖାପାଖି ୪୦ ଲକ୍ଷ ଟଙ୍କା ମିଳିଥିଲା ।

Image courtesy: Google

ଏହି ଟଙ୍କା ମିଳିବା ପରେ ଏହି ଛାତ୍ରମାନେ ନିଜର ବହୁତ ଫଟୋ ଉଠାଇଲେ । ଏହା ମଧ୍ୟରେ ସେମାନଙ୍କ ହାତରେ ଏକ ବ୍ୟାଙ୍କର ଡିପୋଜିଟ ଶିଳ୍ପ ଲାଗିଲା । ଯେଉଁଥିରେ ମାଲିକ ବିଷୟରେ ଲେଖା ହୋଇଥିଲା । ଯେଉଁଥିରେ ଏହି ଛାତ୍ରମାନେ ଜାଣି ପାରିଲେ କି ଏହି ଟଙ୍କା କାହାର ବ୍ୟାଙ୍କରେ ଜମା କରିବାର ଥିଲା କିନ୍ତୁ ଏହାକୁ ଜମା କରାଯାଇ ନାହିଁ ।

ଟଙ୍କା ମାଲିକକୁ ଖୋଜିବାର ଲାଗିଲେ

ବ୍ୟାଙ୍କ ଶିଳ୍ପ ସାହାର୍ଯ୍ୟରେ ସେହି ତିନିଜଣ ଛାତ୍ର ଟଙ୍କାର ସଠିକ ମାଲିକକୁ ଖୋଜିବାରେ ଲାଗିଲେ । ଏହା ପରେ ସେମାନେ ମାଲିକଙ୍କ ବିଷୟରେ ଜାଣିପାରି ତାଙ୍କ ଘରକୁ ଗଲେ । ଏବଂ ସେମାନେ ଯାଇ ଦେଖିଲେ କି ସେଠି ଜଣେ ମାତ୍ର ବୁଦ୍ଧ ମହିଳା ରହୁଛନ୍ତି । ଯେତେବେଳେ ସେମାନେ ସେହି ବୁଦ୍ଧ ମହିଳାଙ୍କୁ ଟଙ୍କା କଥା ପଚାରିଲେ ତେବେ ସେ ତାଙ୍କୁ କହିଲେ କି ଏହି ଟଙ୍କା ତାଙ୍କ ସ୍ଵାମୀଙ୍କର ଅଟେ ।

Image courtesy: Google

ଯାହା ତାଙ୍କୁ ରିଟାୟରମେଂଟ ପରେ ମିଳିଥିଲା । ଏହି ଟଙ୍କା ବ୍ୟାଙ୍କରେ ଜମା କରିବାର ଥିଲା କିନ୍ତୁ ଏହା ହୋଇ ପାରିଲା ନାହିଁ ଏବଂ କୌଣସି କାରଣ ଯୋଗୁ ଏହି ମହିଳା ଜଣକ ସେହି ଟଙ୍କାକୁ ସୋଫା ମଧ୍ୟରେ ଲୁଚାଇ ଦେଇଥିଲେ ।

ଏହି ମହିଳା ଜଣକ କହିଲେ କି ତାଙ୍କର ପିଲାମାନେ ତାଙ୍କୁ ନ କହି ଏହି ସୋଫାକୁ ବିକ୍ରି କରି ଦେଇଥିଲେ । ଏବଂ ମୋ ପିଲାମାନଙ୍କୁ ଏହି ସୋଫାରେ ଥିବା ଟଙ୍କା ବିଷୟରେ ଜଣା ନଥିଲା । ମହିଳାଙ୍କର କଥା ଶୁଣି ଏହି ତିନି ଜଣ ଛାତ୍ର ତାଙ୍କ ସବୁ ଟଙ୍କାକୁ ଫେରାଇ ଦେଲେ ଏବଂ ଏହି ମହିଳା ଜଣକ ସେହି ଛାତ୍ରମାନଙ୍କୁ ୧ ହଜାର ଡଲାର ଟଙ୍କା ଉପହାର ସରୂପ ଦେଲେ । ଯଦି ଆମର ଏହି ଆର୍ଟିକୀଲ ଟି ଭଲ ଲାଗିଥାଏ ତେବେ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।