ସୋନୁ ଙ୍କୁ ଟ୍ଵିଟ କରି ଏମିତି ଅଜବ ଦାବି କଲେ ସୋନୁ ସୂଦ, କହିଲେ, “ଗୋଟେ ବୟଫ୍ରେଣ୍ଡ ଦିଅନ୍ତୁ ସାର”

ବର୍ତ୍ତମାନ କୋରୋନାର ଦିତୀୟ ଲହରର ପ୍ରକୋପ ପୁରା ବିଶ୍ବରେ ତାଣ୍ଡବ କରିବାରେ ଲାଗିଛି । ଯେଉଁ ସମୟରେ ଲୋକ ମାନେ ନିଜର ଜୀବନ ହାରୁଛନ୍ତି ସେହି ସମୟରେ କିଛି ଲୋକ ମାନେ ନିଜର ଲାଇଫକୁ ମଜାମସ୍ତି କରିବାରେ ବ୍ୟସ୍ତ ରହୁଛନ୍ତି ।

ଅଧିକାଂଶ ଲୋକ ମାନେ ବିଶେଷ କରି ଯୁବକ ଓ ଯୁବତୀ ମାନେ ଫେସ୍ବୂକ ଓ ୱ୍ହାଟସପ ଜରିଆରେ ବିଭିନ୍ନ ପ୍ରକାରର ବିଡିଓ ଛାଡିବାରେ ବ୍ୟସ୍ତ ବିବ୍ରତ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ରୋମାଞ୍ଚକର ଘଟଣା ଉପରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ଖୁବ ଜୋରସୋରରେ ଭାଇରାଲ ହୋଇ ଚର୍ଚ୍ଚାର ବିଷୟ ବସ୍ତୁ ହୋଇ ପଡିଛି । ତେବେ ଆସନ୍ତୁ ଜାଣିବା ସେହି ମଜାଦାର ଘଟଣାଟି କଣ ଅଟେ ଓ ଏହା କାହାକୁ ଆଧାର କରି କରା ଯାଇଛି ।

ବଲିଉଡର ସୁପରଷ୍ଟାର ସେଲିବ୍ରେଟି ସୋନୁ ସୂଦ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନକ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ।ବଲିଉଡରେ ସେ ଅନେକ ଫିଲ୍ମରେ କାମ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ବଲିଉଡରେ ଅନେକ ହିଟ ଫିଲ୍ମରେ ସେ ଅଭିନୟ କରିବାର ନଜର ଆସିଛନ୍ତି । ବର୍ତ୍ତମାନ ଦେଶରେ ବ୍ୟାପୀଥିବା କୋରୋନାରା ଦିତୀୟ ଲହର ସମୟରେ ଅଭିନେତା ସୋନୁ ସୂଦ ଗରିବ ଓ ଦୁଖୀ ଲୋକ ମାନଙ୍କୁ ସାହଜ୍ୟ କରିବାରେ ନିଜର ଉଦ୍ୟମ ଜାରି ରଖିକନ୍ତି । ଯାହା ଫଳରେ ଅନେକ ଲୋକ ମାନେ କିଛି ଦରକାରୀ ଜିନିଷର ସାହାଜ୍ଯ ପାଇ ପାରୁଛନ୍ତି ।

ଗରିବ ଦୁଖୀ ଲୋକ ମାନଙ୍କ ଭଗବାନ ଭାବେ ଶୋନୁ ସୂଦ ସେମାନଙ୍କୁ ସାହାଜ୍ୟ କରୁଛନ୍ତି । ତାଙ୍କର ଏହି ମହାନ କାମ ପାଇ ସେ ପ୍ରଶଂସାର ପାତ୍ର ହେବା ଉଚିତ । ଯେଉଁ ଲୋକ ମାନେ ଭୋକିଲା ଅଛନ୍ତି ସେମାନଙ୍କୁ ମଧ୍ୟ ଅଭିନେତା ସୋନୁ ସୂଦ ଖାଇବାକୁ ଯୋଗାଇ ଦେଉଛନ୍ତି । ସେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ଅନେକ ଲୋକଙ୍କର ସମସ୍ୟାର ସମାଧାନ କରୁଛନ୍ତି ।

ଗତ କିଛି ଦିନ ହେବ ଅଭିନେତା ଶୋନୁ ସୂଦଙ୍କୁ ନେଇ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମେ ୧୮ ତାରିଖରେ ଅଭିନେତା ସୋନୁ ସୂଦ ନିଜ ଟ୍ବିଟରରେ କିଛି ପୋଷ୍ଟ କରିଥିଲେ । ଏହି ଟ୍ବିଟରେ ଲେଖିଥିଲେ ଯେ ସେ ମାଟି ସହ ଯୋଡି ହୋଇ ରହିଛନ୍ତି ଓ ତାଙ୍କୁ ଯେତେ ତଳକୁ ଟାଣିଲେ ବି ସେ ମାଟିରେ ଦେଖିବାକୁ ମିଳିବେ ଏହି ଭଳି କିଛି ଲେଖା ସେ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହା ପରେ ତାଙ୍କ ଟ୍ବିଟରେ ଜଣେ ଯୁବତୀ ତାଙ୍କ ପାଇଁ ଏକ ବଏଫ୍ରେଣ୍ଡ ଖୋଜି ଦେବାକୁ କମେଣ୍ଟ କରିଥିଲେ । କିନ୍ତୁ ଏହି ଯୁବତୀଙ୍କର କମେଣ୍ଟରେ ଶୋନୁ ସୂଦ କୌଣସି ଉତ୍ତର ଓ ପ୍ରତିକ୍ରିୟା ଦେଇ ନ ଥିଲେ । କିନ୍ତୁ ବଡ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ଲେଖାକୁ ଦେଖି ଅନେକ ଯୁବକ ମାନେ ସେହି ଯୁବତୀଙ୍କର ବଏଫ୍ରେଣ୍ଡ ହେବାକୁ ରାଜି ହୋଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ