୧୬ ବର୍ଷ ବୟସରେ ଏହି ହିରୋଇନ କଲେ କିସିଙ୍ଗ ସିନ, ତ ରାଗିଯାଇ ମା…

ଟେଲିବିଜନର ଫେମସ ଚାଇଲ୍ଡ ଆର୍ଟିସ୍ଟ ଜନ୍ନତ ଜୁବୈର ରହମାନୀ ଆଗାହ, ତେଜ ରଫତାର ଓ ହିଚକୀ ଭଳି ଭଲ ଭଲ ଫିଲ୍ମରେ କାମ କରି ସାରିଛି । ବର୍ତ୍ତମାନ ଦିନରେ ଜନ୍ନତ ଫେମସ ଟେଲିବିଜନ ସିରିୟଲ ‘ଆପକେ ଆ ଜାନେ ସେ’ ପଂକ୍ତି ସିଂହର ଭୂମିକା କରୁଛି । ଆପଣଙ୍କୁ କହିଦେଉଛୁ ଯେ ଏହା ପୂର୍ବରୁ ଜନ୍ନତ କଲର୍ସ ଚ୍ୟାନଳ ଉପରେ ଆସୁଥିବା ଶୋ ‘ତୁ ଆଶିକୀ’ରେ ବି ନଜର ଆସିଥିଲା ।

କହିବାକୁ ଗଲେ ଏହି ଶୋର ତାଙ୍କର ଏକ ଭିଡିଓ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କିସିଙ୍ଗ ସିନ କରିଥିଲା । କହିବାକୁ ଗଲେ ସାଧାରଣତଃ ଏହି ବୟସର ଅଭିନେତ୍ରୀଙ୍କର ଇଂଟିମେଟ ସୀନ ଦେଖିବାକୁ ମିଳି ନ ଥାଏ । ଏଥିପାଇଁ ଜନ୍ନତଙ୍କୁ ଏହି ସିନ ପାଇଁ ତାଙ୍କର ମା ଏକ ଚାପୁଡା ବି ମାରି ଥିଲେ । ଚାଇଲ୍ଡ ଆର୍ଟିସ୍ଟ ରୂପରେ ଏକ କ୍ୟୁଟ ଝିଅର ରୋଲ କରୁଥିବା ଜନ୍ନତଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି ।

ଟେଲିବିଜନରେ ବହୁତ ଫେମସ ଅଟନ୍ତି ଜନ୍ନତ ଜୁବୈର ରହମାନୀ

ଜନ୍ନତଙ୍କୁ ବର୍ଷ ୨୦୧୭ – ୨୦୧୮ରେ ଆସିଥିବା ସିରିୟଲ ‘ତୁ ଆଶିକୀ’ ରୁ ବହୁତ ଲୋକପ୍ରିୟତା ମିଳିଥିଲା । ଏହି ଶୋରେ ତାଙ୍କର କିସଙ୍ଗ ସିନ କାରଣରୁ ସୋସିୟାଲ ମିଡିୟାରେ ତାଙ୍କୁ ବହୁତ ଟ୍ରୋଲ ବି କର ଯାଇଥିଲା । ଏହା ଛଡା ଜନ୍ନତ ଏକ ଇଣ୍ଟରଭିୟୁରେ କହିଥିଲା କି ତାକୁ ଏହି ସିନ କରିବା ପାଇଁ ବହୁତ ଅସୁବିଧାର ସାମନା ବି କରିବାକୁ ପଡିଥିଲା ଓ ବର୍ତ୍ତମାନ ସେ ଏହିଭଳି ସିନ କରିବା ପାଇଁ ମନା କରି ଦେଉଛି ।

ଜନ୍ନତ ୨୦୦୯ରେ ନିଜର କ୍ୟାରିୟରର ଆରମ୍ଭ କରିଥିଲା । ସେ କଲର୍ସ ଟିଭି ଉପରେ ଆସୁଥିବା ସିରିୟଲ ‘ଫୁଲୱା’ ରୁ ବି ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏହା ଛଡା ଜନ୍ନତ ଟେଲିବିଜନ ଉପରେ ବି ବହୁତ ଏକ୍ଟିବ ରହିଥାଏ । ତାକୁ ୟୁ ଟ୍ୟୁବରେ ବି ବହୁତ ଦେଖା ଯାଏ । ଆପଣଙ୍କୁ କହିଦେଉଛୁ ଯେ ସୋସିୟାଲ ମିଡିୟା ଆକାଉଣ୍ଟ ଉପରେ ତାର ୩.୫ ମିଲିୟନ ଫୋଲ୍ଲୋୱର୍ସ ଅଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।