ଜାଣନ୍ତୁ କଣ ପାଇଁ ଶୋଇବା ସମୟରେ ଗୋଡ କବାଟ ଆଡକୁ କରିବା କଥା ନୁହେଁ, ଶାସ୍ତ୍ରରେ କୁହାଯାଇଛି ଏହି ନିୟମ

ଆମ ଜୀବନରେ ଶାସ୍ତ୍ରର ବହୁତ ବଡ ମହତ୍ଵ ଥାଏ କାରଣ ଯେତବେଳେ କୌଣସି ଜିନିଷ ବିଷୟରେ ସଠିକ ସୂଚନା ମିଳିନଥାଏ ସେତବେଳେ ତାହା ବିଷୟରେ ଜାଣିବା ପାଇଁ ଆମେ ଶାସ୍ତ୍ରର ସାହାରା ନେଇଥାଉ । ଏମିତିରେ ଶାସ୍ତ୍ରରେ ଆମର ସବୁ ପ୍ରଶ୍ନର ଉତ୍ତର ଆମକୁ ମିଳିଯାଇ ଥାଏ । ଜୀବନର ସବୁ ସମସ୍ୟା ଏବଂ କାମରେ ଯୋଡି ହୋଇଥିବା ସବୁ ପ୍ରଶ୍ନର ଉତ୍ତର ଆମକୁ ଶାସ୍ତ୍ରରୁ ମିଳିଯାଇ ଥାଏ । ଆମ ଶାସ୍ତ୍ରରେ ଶୋଇବା ସବନ୍ଧରେ ମଧ୍ୟ କିଛି ଖାସ ନିୟମ କୁହାଯାଇଛି ।

ଶାସ୍ତ୍ରରେ କୁହାଯାଇ ଥିବା ଶୋଇବାର କିଛି ନିୟମ ଉପରେ ସମସ୍ତଙ୍କୁ ଧ୍ୟାନ ରଖିବା ଦରକାର । ଯେଉଁ ବ୍ୟକ୍ତି ଏହି କଥାର ଧ୍ୟାନ ରଖିନଥାଏ ତା ଜୀବନରେ ଅନେକ ପ୍ରକାର ସମସ୍ୟା ଆସିବା ସହିତ ଧନ ସବନ୍ଧିତ କ୍ଷତି ମଧ୍ୟ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଶୋଇବା ସମୟରେ କେବେ ହେଲେ ବି ପାଦ କଠୋରିର କବାଟ ଆଡକୁ କରିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ଘରେ ପ୍ରବେଶ କରି ନଥାନ୍ତି । ଏମିତି ହିଁ କିଛି ଖାସ କଥା ଅନ୍ୟ ଧର୍ମ ଗ୍ରନ୍ଥରେ ମଧ୍ୟ କୁହାଯାଇଛି ।

ଗ୍ରନ୍ଥରେ ସଫା କୁହାଯାଇଛି କି ପଶ୍ଚିମ ବା ଉତ୍ତର ଦିଗକୁ ପାଦ କରି ଶୋଇବା ଉଚିତ କାରଣ ଏମିତି କରିବା ଦ୍ଵାରା ସ୍ୱାସ୍ଥ୍ୟ ସବନ୍ଧିତ କୌଣସି ସମସ୍ୟା ଦେଖାଯାଇ ନଥାଏ ।

ଏହାଛଡା କୁହାଯାଇଛି କି କେବେ ହେଲେ ବି ଭୁଲରେ ଅଇଁଠା ମୁହଁରେ ଶୋଇବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ରୋଗ ହେବା ସହିତ ଘରକୁ ଦାରିଦ୍ରତା ମଧ୍ୟ ଆସିଥାଏ ।

ଭୁଲରେ କେବେ ହେଲେ ବି ମଇଳା ଗୋଡ ରଖି ଶୋଇବା ଉଚିତ ନୁହେଁ ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ରାଗିଯାଇ ଥାନ୍ତି ।

ଶାସ୍ତ୍ରରେ କୁହାଯାଇଛି କି ଶୋଇବା ସମୟରେ ପାଟିରେ ପାନ କିମ୍ବା ଏମିତି କିଛି ଜିନିଷ ରଖନ୍ତୁ ନାହିଁ । ଏହା ସହିତ ଯଦି ମଠାରେ ବିନ୍ଦି କିମ୍ବା ତିଳକ ଲାଗିଛି ତାହେଲେ ତାକୁ ପୋଛିଦେବା ଉଚିତ । ଟୋପି ଏବଂ ପଗଡି ପିନ୍ଧି ମଧ୍ୟ ଶୋଇବା ଉଚିତ ନୁହେଁ ।

କିଛି ଲୋକ ଅଛନ୍ତି ଯେଉଁମାନେ କି ବିନା କପଡାରେ ଶୋଇବାର ଅଭ୍ୟାସ କରିଥାନ୍ତି କିନ୍ତୁ ଏମିତି ଯମା ବି କରିବା ଉଚିତ ନୁହେଁ କାରଣ ଏମିତି କରିବା ଦ୍ଵାରା ଦୋଷ ଲାଗିଥାଏ ଏବଂ ଦରିଦ୍ରତା ମଧ୍ୟ ଆସିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।