ସ୍ନାନ କରିବା ପରେ ପଢନ୍ତୁ ରାମାୟଣର ଏହି ଚୌପାଇ, ସଫଳତା ଆପଣଙ୍କ ପାଦ ଛୁଇଁବ

ବର୍ତ୍ତମାନ ସମୟରେ ସଫଳ ହେବା ପାଇଁ ଲୋକମାନେ ବିଭନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି । କିନ୍ତୁ ଏହା ସତ୍ତ୍ୱେ ବି କେବେ କେବେ ଏମିତି ଲାଗେ କି ସଫଳତା ଆମ ପାଖରେ ରହି ବି ପାଖରେ ରହି ନ ଥାଏ କିମ୍ବା ମିଳୁ ମିଳୁ ରହିଯାଏ । କିନ୍ତୁ କିଛି ଲୋକମାନଙ୍କୁ କିଛି ନ କରି ବି ତାଙ୍କୁ ବହୁତ କିଛି ମିଳିଯାଏ । କହିବାକୁ ଗଲେ ଜୀବନରେ ସଫଳ ହେବା ପାଇଁ ପରିଶ୍ରମ ସହିତ ଭାଗ୍ୟର ବି ସାଥ ଦରକାର ହୋଇଥାଏ । ତେବେ ଆଜି ଆମେ ଆପଣମାନଙ୍କୁ କିଛି ଏମିତି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ଚମକି ଉଠିବ ।

କହିଦେଉଛୁ କି ରାମାୟଣରେ ଏମିତି କିଛି ଚୌପାଇ ଅଛି, ଯାହାକୁ ଯଦି ଆପଣ ପ୍ରତିଦିନ ସ୍ନାନ କରିବା ପରେ ପଢୁଛନ୍ତି ତେବେ ଜୀବନରେ ଆପଣଙ୍କର ସବୁ ସ୍ଵପ୍ନ ପୁରା ହୋଇ ପାରିବ ଓ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହୋଇଯିବ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ରାମାୟଣ ହିନ୍ଦୁ ମାନଙ୍କର ଏକ ପବିତ୍ର ଗ୍ରନ୍ଥ ଅଟେ ଓ ଏହାର ରଚନା ବାଲ୍ମୀକି କରିଛନ୍ତି ।

ରାମାୟଣରେ କିଛି ଏମିତି କଥା କୁହାଯାଇଛି ଯାହା ଆମ ଜୀବନର ସତ୍ୟତାକୁ ଉଜାଗର କରିଥାଏ । ଆମକୁ ସତ୍ୟ ସହ ପରିଚୟ କରାଇଥାଏ । ସେହିଭଳି ରାମାୟଣରେ କିଛି ଏମିତି ଚୌପାଇ ଅଛି ଯାହାକୁ ପଢିବା ଦ୍ଵାରା ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ ଓ ସମସ୍ତ ପ୍ରକାରର ସମସ୍ୟାର ସମଧାନ ବି ହୋଇଯିବ ।

ଜୋ ପ୍ରଭୁ ଦୀନଦୟାଲା କହାୱା । ଆରତି ହରନ ବେଦ ଜସ ଗାୱା । ।

ଜପହି ନାମୁ ଜନ ଆରତ ଭାରୀ । ମିଟହି କୁସଂକଟ ହୋଂହି ସୁଖାରି । ।

ଦୀନଦୟାଲ ବିରଦ ସଂଭାରୀ । ହରହୁ ନାଥ ମମ ସଂକଟ ଭାରୀ । ।

କହିଦେଉଛୁ କି ସକାଳୁ ଉଠି ସ୍ନାନ କରିବା ପରେ ଭଗବାନଙ୍କ ସାମ୍ନାରେ ବସି ଆପଣ ପ୍ରତ୍ୟେକ ଚୌପାଈକୁ ଅତି କମ ରେ ପାଞ୍ଚ ଥର ପଢନ୍ତୁ ଓ ମନରେ ଭଗବାନଙ୍କୁ ସଂକଳ୍ପ କରନ୍ତୁ କି ଆପଣ କେବେ ବି କାହାର ଖରାପ ଚିନ୍ତା କରିବେ ନାହିଁ ନା ହିଁ କାହାର ଖରାପ କରିବେ । ଏହା ପରେ ହାତ ଯୋଡି ଭଗବାନଙ୍କୁ ନମସ୍କାର କରନ୍ତୁ । ଏହିଭଳି ପ୍ରତିଦିନ କରିବା ଦ୍ଵାରା ଆପଣଙ୍କୁ ଜୀବନରେ ସଫଳତା ଅବଶ୍ୟ ମିଳିବ ।