ସନ୍ଦୀପ ସିଂଙ୍କ ମା ମାନିନେଲେ ସବୁ ସତ, CBI ରାଡ଼ାରରେ ଏବେ ସନ୍ଦୀପ ସିଂ

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ମିଳିଲା CBI କୁ ବଡ଼ ପ୍ରମାଣ । CBI ଶୁଶାନ୍ତ ଙ୍କ ହତ୍ୟାକାରୀ ଙ୍କ ପାଖରେ ପହଞ୍ଚିବା ଆଊ ବେଶି ଦିନ ନୁହଁ । ସନ୍ଦୀପ ସିଂ ସିଏ ଅଟନ୍ତି ଯାହାକୁ ସମସ୍ତେ ସନ୍ଦେହ କରୁଥିଲେ । ଏବେ କେବଳ CBI ରିପୋର୍ଟ୍ ଦେବା ବାକି ଅଛି କି ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ସନ୍ଦୀପ ସିଂ ଏବଂ ସିଦ୍ଧାର୍ଥ ପଠାନୀ ଙ୍କ ହାତ ରହିଛି । ବର୍ତମାନ ର ସବୁଠାରୁ ବଡ଼ ଖବର କି ସନ୍ଦୀପ ସିଂ ଙ୍କ ମାଆ ଙ୍କ ବୟାନ ଖୋଳିଦାଇଛି ସବୁ ରହସ୍ୟ ।

ସନ୍ଦୀପ ସିଂ ମିଛ କହିଥିଲେ କି ତାଙ୍କର ଏବଂ ସୁଶାନ୍ତ ଙ୍କ କଥାବାର୍ତ୍ତା ଗୋଟେ ମାସ ପୂର୍ବରୁ ହୋଇଥିଲା । କିନ୍ତୁ ନିଜକୁ ସୁଶାନ୍ତ ଙ୍କ ଅତି ନିକଟର ବନ୍ଧୁ କହୁଥିବା ଫିଲ୍ମ୍ ମେକର ସନ୍ଦୀପ ସିଂ ଙ୍କ କଲ ଦିଟେଲ ରୁ CBI କୁ ପ୍ରମାଣ ମିଳିଛି କି ସନ୍ଦୀପ ଗତ ୧୦ ମାସରୁ ସୁଶାନ୍ତ ଙ୍କ ସହିତ କଥା ହୋଇନଥିଲେ । ଏହା ଦ୍ଵାରା ପ୍ରମାଣ ହୋଇଯାଇଛି କି ସନ୍ଦୀପ ମିଛ କହୁଥିଲେ ।

ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାର ଲୋକେ ମଧ୍ୟ ସନ୍ଦୀପ ଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି । ପରିବାର ଲୋକେ କହିଛନ୍ତି କି ୧୩ ଜୁନ ରାତିରେ ସନ୍ଦୀପ ଘରକୁ ଆସିନଥିଲା । ଏହାଦ୍ବାରା ପ୍ରୁଫ ହୋଇଯାଇଛି କି ସନ୍ଦୀପ ଏହି ମାମଲାରେ ଅଛନ୍ତି ଏବଂ ସନ୍ଦୀପ ଙ୍କ ସହିତ ଆଊ କିଏ କିଏ ଅଛନ୍ତି ତାହା CBI ଯାଞ୍ଚ୍ କରୁଛି । ସୁଶାନ୍ତ ଙ୍କ ମୃତ୍ୟୁ ପରେ ସନ୍ଦୀପ ସବୁ କିଛି ବୁଝିଥିଲେ ।

ସନ୍ଦୀପ ହିଁ ସୁଶାନ୍ତ ଙ୍କୁ କୁପର ହସ୍ପିଟାଲ୍ ନେଇଥିଲେ । ସନ୍ଦୀପ କହିଥିଲେ କି ସେ ସୁଶାନ୍ତ ଙ୍କ ମୃତ୍ୟୁ ଖବର ଶୁଣି ବହୁତ୍ ଆଶ୍ଚର୍ୟ୍ଯ ହୋଇଥିଲେ । ଯେତେବେଳେ ସେ ସୁଶାନ୍ତ ଙ୍କ ଘରକୁ ଗଲେ ସେଠି ୪ ୫ ଜଣ ଚାକର ସୁଶାନ୍ତ ଙ୍କ ଭଉଣୀ ସମସ୍ତେ କାନ୍ଦୁ ଥିଲେ । ସୁଶାନ୍ତ ନିଜର ଲକ୍ଷ କୁ ସବୁବେଳେ ଭାବି ଚିନ୍ତି ସ୍ଥିର କରିଥାନ୍ତି ।

ସୁଶାନ୍ତ ବହୁତ୍ ଭଲ ଥିଲେ । କିନ୍ତୁ ଏବେ ସନ୍ଦୀପ ଙ୍କ ମିଛ କହିବା ଦ୍ଵାରା CBI ଯାଞ୍ଚ୍ କରୁଛି ଜି ସନ୍ଦୀପ ଙ୍କୁ ସେଦିନ କିଏ କୁପର ହସ୍ପିଟାଲ୍ ପଠାଇଥିଲା । କାରଣ ସୁଶାନ୍ତ ଙ୍କ ସହିତ ଗତ ୧୦ ମାସ ରୁ ତାଙ୍କର କୌଣସି ସମ୍ପର୍କ ନଥିଲା ତେବେ ଏମିତି ହଠାତ ସେ କାହିଁକି ସବୁ କିଛି ବୁଝିଥିଲେ । CBI କହିଛିି ସୁଶାନ୍ତ ଙ୍କ ମଲାଲା ବହୁତ ଶୀଘ୍ର ସଲଭ ହେବାକୁ ଯାଉଛି । CBI ନିଜର ୫ ଟି ଟିମ କୁ ଖୁବ ଜୋର ସୋର ରେ ଲଗାଇଦେଇଛି । ସୁଶାନ୍ତ ଙ୍କୁ ନ୍ୟାୟ ମିଳିବା ଏବଂ ପ୍ରକୃତ ଦୋଷୀ କୁ କଠୋର ରୁ କଠୋର ଶାସ୍ତି ଦିଆଯିବ ବୋଲି CBI କହିଛିି ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।