କଣ ଆପଣ ଜାଣିଛନ୍ତି କି, small i ଏବଂ small j ଉପରେ ଥିବା ଡଟ୍ କୁ କଣ କୁହାଯାଏ ? ଏହା ସହ ଆହୁରି 20 Interesting GK ପ୍ରଶ୍ନୋତ୍ତର

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।

୧- ଗାଡିର ଟାୟାର ସବୁବେଳେ କଳା ରଙ୍ଗର କାହିଁକି ହୋଇଥାଏ ?

ଉ: ଟାୟାର ତିଆରି ହେବା ବେଳେ ସେଥିରେ କାର୍ବନ ମିଶା ଯାଇଥାଏ, ଯାହା ଦ୍ଵାରା ଟାୟାରର ରଙ୍ଗ କଳା ହୋଇଥାଏ ।

୨- ପୁରା ଦୁନିଆରେ ମୋଟ କେତୋଟି ଦେଶ ଅଛି ?

ଉ: ୧୯୫ ଟି

୩- ଦାନ୍ତର ରଙ୍ଗ ଧଳା କଣ ପାଇଁ ହୋଇଥାଏ ?

ଉ: ଦାନ୍ତରେ କାଲସିୟମର ମାତ୍ର ଅଧିକ ଥିବାରୁ ଦନ୍ତର ରଙ୍ଗ ଧଳା ହୋଇଥାଏ ।

୪- PUBG ର ଫୁଲଫର୍ମ କଣ ଅଟେ ?

ଉ: Player Unknown’s Battle Ground

୫- ରସଗୋଲାକୁ ଇଂରାଜୀରେ କଣ କୁହନ୍ତି ?

ଉ: ସିରପ୍ ବଲସ୍ (Syrup Balls)

୬- ଏମିତି କେଉଁ ଜୀବ ଅଛି ଯିଏ ଜୋଟା ପିନ୍ଧି ଧୋଇଥାଏ ?

ଉ: ଘୋଡା, ନିଜର ନାଲ ପିନ୍ଧି ଶୋଇଥାଏ

୭- ସଂସାରର ସବୁଠାରୁ ବୃହତ କଇଁଛ କେଉଁଠି ଦେଖିବାକୁ ମିଳିଥାଏ ?

ଉ: ଅଷ୍ଟ୍ରେଲିଆ ଦେଶରେ, ୧୨ ଫୁଟର କଇଁଛ ଦେଖିବାକୁ ମିଳିଥାଏ

୮- ଭାରତର କେଉଁ ରାଜ୍ୟରେ ଲୋକମାନେ ସାପ ତେଲରେ ଖାଦ୍ୟ ତିଆରି କରନ୍ତି ?

ଉ: ସିକ୍କିମ ରାଜ୍ୟର ମେରା ଗାଁ’ର ଲୋକମାନେ

୯- କେଉଁ ଫୁଲ ୧୨ ବର୍ଷରେ ଗୋଟେ ଥର ଫୁଟିଥାଏ ?

ଉ: ନୀଳକୁରଞ୍ଜି

୧୦- ପତ୍ରର ରଙ୍ଗ କଣ ପାଇଁ ସବୁଜ ହୋଇଥାଏ ?

ଉ: କ୍ୟାରୋଟିନ ପାଇଁ ପତ୍ରର ରଙ୍ଗ ସବୁଜ ହୋଇଥାଏ

୧୧- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ରହିଛି ?

ଉ: ତାମିଲନାଡୁ ରାଜ୍ୟରେ

୧୨- ଏମିତି କେଉଁ ପକ୍ଷୀ ଅଛି ଯିଏ କେବେବି ନିଜର ବସା ବାନ୍ଧି ନଥାଏ ?

ଉ: କୋଇଲି

୧୩- ଏମିତି କଣ ଯାହା ସ୍ତ୍ରୀ ପାଖରେ ଗୋଟିଏ ଓ ସ୍ଵାମୀ ପାଖରେ ୨ଟି ରହିଛି ?

ଉ: ଅକ୍ଷର

୧୪- ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ କେବେଠାରୁ ତିଆରି ଆରମ୍ଭ ହୁଏ ?

ଉ: ଅକ୍ଷୟ ତୃତୀୟା

୧୫- କେଉଁ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସ୍ନାନ କରନ୍ତି ?

ଉ: ଦେବସ୍ନାନ ପୂର୍ଣ୍ଣିମା

୧୬- ରଥଯାତ୍ରାରୁ ବାହୁଡା ଯାତ୍ରା କେତେ ଦିନରେ ପଡେ ?

ଉ: ୯ ଦିନରେ

୧୭- i ଏବଂ j ଉପରେ ଡଟ୍ କୁ କଣ କୁହାଯାଏ ?

ଉ: ଟାଇଟଲ (Title)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।