ସୁଟକେସ ଗର୍ଲଫ୍ରେଣ୍ଡକୁ ଲୁଚେଇ କି ନେଇ ଯାଉଥିଲା ଛାତ୍ର, ଧରା ପଡିବା ପରେ ଯାହା ହେଲା ନା…

ଏହି ଦୁନିଆରେ ବହୁତ ଅଜବ ଗଜବ ଲୋକ ରହୁଛନ୍ତି । ଯେଉଁମାନେ ବେଳେ ବେଳେ କିଛି ଏମିତି କରି ଦିଅନ୍ତି ଯାହା ବିଷୟରେ କୌଣସି ବି ସାଧାରଣ ବ୍ୟକ୍ତି କେବେ ବି ଚିନ୍ତା କରି ନ ଥିବ । କହିବାକୁ ଗଲେ ସୋସିଆଲ ମିଡିଆରେ ସବୁଦିନ କୌଣସି ନା କୌଣସି ଭିଡିଓ ଭାଇରାଲ ହୋଇଥାଏ । ଯାହା ମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହା ଆମକୁ ଚିନ୍ତା କରିବା ପାଇଁ ବାଧ୍ୟ କରିଦେବ । ଅନ୍ୟ ପଟେ କିଛି ଏମିତି ବି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିବା ପରେ ହସ ଲାଗିଥାଏ ।

କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଯେଉଁ ସବୁ ଭିଡିଓ ଭାଇରାଲ ହେଉଛି ତାହା ଆମକୁ ବହୁତ କିଛି ଚିନ୍ତା କରିବା ପାଇଁ ବାଧ୍ୟ କରି ଦେଉଛି । କହିବାକୁ ଗଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ।

ସୂଚନା ଅନୁସାରେ କୁହାଯାଉଛି କି ଜଣେ ଛାତ୍ର ନିଜର ଗର୍ଲଫ୍ରେନ୍ଡକୁ ସୁଟକେସରେ ଲୁଚାଇ ନିଜର କଲେଜର ହସ୍ଟେଲରୁ ବାହାରକୁ ନେଇ ଯାଉ ଥିଲା । କିନ୍ତୁ ତାର ଭାଗ୍ୟ ଖରାପ ଥିଲା କି ସେ ଧରା ପଡି ଗଲା । ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚାର ବିଷୟ ହୋଇ ଯାଇଛି । ସୂଚନା ଅନୁସାରେ ଏହି ଭିଡିଓ ମଣିପାଲ ୟୁନିଭର୍ସିଟିର ଅଟେ ଓ ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ଛାତ୍ର ନିଜର ଗର୍ଲଫ୍ରେନ୍ଡକୁ ସୁଟକେସରେ ଭର୍ତ୍ତି କରି ନେଇ ଯାଉ ଥିଲା ।

କିନ୍ତୁ ଯେତେବେଳେ ଏହି ଛାତ୍ରକୁ ଗେଟ ପାଖରେ ଚେକ କରାଗଲା ତେବେ ସେଠି ଥିବା ଲୋକମାନଙ୍କୁ ସୁଟକେସ ଉପରେ ସନ୍ଦେହ ହେଲା । ଯେତେବେଳେ ସିକ୍ୟୁରିଟୀ ବାଲା ସୁଟକେସକୁ ଖୋଲିଲେ ତେବେ ଭିତରୁ ଝିଅ ବାହାରିଲା । ଏହି ଭିଡିଓ କେଉଁ ଦିନର ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । କିନ୍ତୁ ବର୍ତ୍ତମାନ ଏହି ଭିଡିଓର ବହୁତ ଚର୍ଚା ହେଉଛି ।

କହିଦେଉଛୁ କି ଏହି ଭିଡିଓକୁ ସୋସିଆଲ ମିଡିଆରେ ‘PLidhoo’ ନାମକ ଜଣେ ଟ୍ୱିଟର ୟୁଜର ଶେୟାର କରିଛି । ଭିଡିଓ ଶେୟାର କରି ୟୁଜର ଲେଖିଲା କି, ‘ଏହା ବହୁତ ହିଁ ଫନୀ ଭିଡିଓ ଅଟେ । ମଣିପୁର ୟୁନିବର୍ସିଟୀର ଗୋଟିଏ ଛାତ୍ର ନିଜର ଗର୍ଲଫ୍ରେନ୍ଡକୁ ଟ୍ରଳି ବ୍ୟାଗରେ ଭର୍ତ୍ତି କରି ନେଇ ଯାଉଛି । ଲାଗୁଛି ବୋଧେ ଏହା ଉପରେ ନେଟଫ୍ଲିକ୍ସର ପ୍ରଭାବ ପଡିଛି । କହିଦେଉଛୁ କି ବର୍ତ୍ତମାନ ସୋସିଆଲ ମିଡିଆ ୟୁଜରମାନେ ଏହାକୁ ଶେୟାର କରୁଛନ୍ତି ଓ ବହୁତ କମେଣ୍ଟ ବି ଦେଉଛନ୍ତି ।