ଶୀତ ଋତୁରେ ନଡ଼ିଆ ତେଲରେ ଏହି ଜିନିଷ ମିଶାଇକି ଲଗାଇ ଦିଅନ୍ତୁ, ଚେହେରା କଳା ପଡିବା, ସ୍କିନ ଡ୍ରାଏ ହେବା ମୂଳରୁ ସବୁ ହେଇଯିବ ଭଲ

ନଡ଼ିଆ ତେଲରେ ଶୋଇବା ପୁର୍ବରୁ ଏହି ଦୁଇ ଜିନିଷ ମିଶାଇକି ଲଗାନ୍ତୁ ପୂରା ଶରୀର ଗୋରା ରଙ୍ଗ ହୋଇଯିବ । ଆମେ ଯେଉଁ ଉପଚାର ବିଷୟରେ କହିବାକୁ ଯାଉଛୁ ବହୁତ ଅଧିକ କାର୍ଯ୍ୟକାରୀ ହୋଇଥାଏ ଯାହା ଆପଣଙ୍କ ଚର୍ମକୁ ସବୁବେଳେ ସୁସ୍ଥ ଏବଂ କୋମଳ ରଖିଥାଏ । ଏହା ଆପଣଙ୍କ ଶରୀରର କିଛି ବି କ୍ଷତି କରାଏ ନାହିଁ । ଜଦି ଆପଣ ଶୋଇବା ପୂର୍ବରୁ ଏହା ଲଗେଇବେ ତେବେ ଆପଣଙ୍କ ଚର୍ମରେ ଥିବା କଳା ଦାଗକୁ କମ୍ କରିଦେବ ।

ଏହା ସମସ୍ତ ପ୍ରକାର ଚର୍ମ ପାଇଁ ଏହି ଉପଚାର ବହୁ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ । ପ୍ରଥମେ ଏକ ଚାମଚ ନଡିଆ ତେଲକୁ ନିଅନ୍ତୁ । ନଡ଼ିଆ ତେଲ ଆମ ଶରୀରକୁ ହାଇଡ୍ରେଟ କରେ ଏବଂ ନଡ଼ିଆ ତେଲ ଯାହା ଆମ ଚର୍ମରେ moisturizing କରି ରଖେ ତା ସହିତ ଇଏ ଚର୍ମକୁ ଗ୍ଲୋ ରଖେ ।

ଏକ ଚାମଚ ନଡିଆ ତେଲ ନେବା ପରେ କଞ୍ଚା ଦୁଗ୍ଧ ତା ସହିତ ନିଅନ୍ତୁ । ଦୁଗ୍ଧ ଯାହା ଆମ ଶରୀରରୁ dirt, pollution ଭଳି ଭଳି ମଇଳାକୁ ବାହାର କରିବାରେ ବହୁତ ଭଲ କାମ କରିଥାଏ । ସେଥିରେ ୨ ଚାମଚ କଞ୍ଚା ଦୁଗ୍ଧ ମିଶାନ୍ତୁ । ତାପରେ ଆମେ ସେଥିରେ ଆଲୋବେରା ଜେଲ ନେଇ ନିଅନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଶୋଇବା ପୂର୍ବରୁ ଲଗାନ୍ତୁ ।

ଏହା ବହୁ ପ୍ରଭାବଶାଳୀ ହୋଇଥାଏ ଯାହା ୩ ରୁ ୪ ଦିନରେ କାମ ଦେଖେଇବା ଆରମ୍ଭ କରିଦେଇଥାଏ । ଏହା ଶରିରର ଚର୍ମରେ ଗ୍ଲୋ କରିବା ଆରମ୍ଭ କରିଦିଏ, ଆଉ ଏହା ଯେତେ ପରିମାଣରେ ବଢାଇଦିଏ ଯାହା ଆପଣଙ୍କୁ ବିଶ୍ୱାସ ହେବନାହିଁ । ଯାହା ଆମେ ଆପଣଙ୍କୁ କହିଲୁ ଏହାକୁ ଭଲ ଭାବରେ mixing କରନ୍ତୁ ।

Mix ପରେ ଏହାକୁ ଆପଣ ୩ ରୁ ୪ ଦିନ ବହୁତ ଭଲ ଭାବରେ ବ୍ୟବହାର କରି ପାରିବେ । ଯଦି ଆପଣ ଏହାକୁ ଫ୍ରେଶ ବ୍ୟବହାର କରୁଛନ୍ତି ତେବେ ଫ୍ରେଶ ବନାଇ ଦିଅନ୍ତୁ ଏବଂ ଏହାର ଲଗେଇବା ଉପାୟ ଆପଣଙ୍କୁ କହିଦେବୁ । ଏହ ଉପଚାର କୁ ଶରୀରର ଯେଉଁ ଅଂଶରେ ଲଗାଇବାର ଅଛି ସେଠି ଆପଣ ଲଗାଇ ସାରିବା ଏହାକୁ ଭଲ ଭାବରେ ମାଲିସ୍ କରନ୍ତୁ ।

ଯେପର୍ଯ୍ୟନ୍ତ ଏହା ଗ୍ଲୋ ନ କରିଛି ସେ ପର୍ଯ୍ୟନ୍ତ ଏହାକୁ ମାଲିସ୍ କରନ୍ତୁ । ଏହି ଉପଚାର କୁ ଜଦି ଗୋଟିଏ ସପ୍ତାହ ବ୍ୟବହାର କରୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସ୍କିନ ଗ୍ଲୋ କରିବ । ଏହି ଉପାୟ ଟିକୁ ଜଦି ଆପଣ ନିୟମିତ ରୂପେ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ଚର୍ମକୁ ସୁରକ୍ଷିତ ରଖିବା ସହିତ ଆପଣଙ୍କର ଚର୍ମ ଗ୍ଲୋ କରିଥାଏ । ଏହି ଘରୋଇ ଉପଚାର ଯାହା ଆପଣଙ୍କୁ ଅନ୍ୟ କୌଣସି ଜୀନିଷରେ ବା ମାର୍କେଟ ମିଳୁଥିବା ଜିନିଷରେ ମିଳିବ ନାହିଁ । ଉପାୟ ଟି କେମିତି ଲାଗିଲା କମେଣ୍ଟରେ ଲେଖି ଜଣାନ୍ତୁ ।