ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ହିନ୍ଦୁ ଧର୍ମର ମହିଳା ମାନଙ୍କର ସିନ୍ଦୁର ହେଉଛି ସଧବାର ମୁଖ୍ୟ ପରିଚୟ ! ତେଣୁ ବିବାହ ସମୟରେ ପ୍ରଥମ କରି ଜଣେ ମହିଳା ସ୍ଵାମୀଙ୍କ ସିନ୍ଦୁର ପିନ୍ଧିଥାଏ । ଏହାପରେ ବିବାହିତ ମହିଳା ମାନେ ପ୍ରତ୍ଯେକ ଦିନ ହିଁ ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି । ସିନ୍ଦୁର ହେଉଛି ମଙ୍ଗଳ ଗ୍ରହର ପ୍ରତୀକ । ତେଣୁ ମଙ୍ଗଳଙ୍କ ଯଦି ଆପଣଙ୍କ ଘର କିମ୍ବା ସ୍ଵାମୀଙ୍କର ଉପରେ କୁପ୍ରଭାବ ରହିଥାଏ । ମହିଳା ମାନେ ନିଜ ମଥାରେ ପ୍ରତିଦିନ ସିନ୍ଦୁର ଲଗାଇଲେ, ସେହି ସମସ୍ତ ରିଷ୍ଠ ଖଣ୍ଡନ ହୋଇଥାଏ ।
ତେବେ ଆଜି ଚାଲନ୍ତୁ ଜାଣିନେବା, ପ୍ରତ୍ଯେକଟି ମହିଳା ନିଜର କେଉଁ କେଉଁ ଅଙ୍ଗରେ ସିନ୍ଦୁର ପିନ୍ଧିବା ଦ୍ଵାରା ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । ସଧବା ନାରୀ ମାନଙ୍କୁ ମୁଖ୍ଯତଃ ୪ ଟି ସ୍ଥାନରେ ସିନ୍ଦୁର ଲଗାଇବାର ଅଧିକ ମହତ୍ଵ ରହିଛି । ପ୍ରଥମେ ହେଉଛି ସିନ୍ଥି । ମହିଳା ମାନେ ସର୍ବ ପ୍ରଥମେ ନିଜର ମଥାରେ ସିନ୍ଦୁର ଲଗାଇଥାନ୍ତି । ଯେତେବେଳେ ଜଣେ ମହିଳା ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି ।
ସେତେବେଳେ ମହିଳା ମା’ ଲକ୍ଷ୍ମୀଙ୍କୁ ମନରେ ସୁମରଣା କରି ନିଜ ସ୍ଵାମୀର ଦୀର୍ଘାୟୁ କାମନା କରି ମଥାରେ ସିନ୍ଦୁର ଲଗାଇବା ଉଚିତ । ଯେତେବେଳେ ଜଣେ ମହିଳା ନିଜ କଣ୍ଠରେ ସିନ୍ଦୁର ଲଗାଇଥାନ୍ତି । ସେତେବେଳେ ମହିଳା ମା’ ସରସ୍ଵତୀଙ୍କୁ ମନ ମଧ୍ୟରେ ସୁମରଣା କରି ନିଜ ସନ୍ତାନ ମାନଙ୍କ ମଙ୍ଗଳ ଉଦ୍ଧେଶ୍ୟରେ ସିନ୍ଦୁର ଲଗାଇଥାନ୍ତି । ଯେତେବେଳେ ମହିଳା ମାନେ ନିଜ କପାଳରେ ସିନ୍ଦୁର ଧାରଣ କରିଥାନ୍ତି ।
ସେତେବେଳେ ମହିଳା ମାନେ ସାବିତ୍ରୀ ମା’ ଙ୍କୁ ମନରେ ଧାରଣା କରି ନିଜ ଶାଶୁ, ଶ୍ଵଶୁରଙ୍କ ମଙ୍ଗଳ କାମନାର୍ଥେ ଲଗାଇଥାନ୍ତି । ଯେତେବେଳେ ମହିଳା ମାନେ ନିଜର ହାତ ବା ମଣିବନ୍ଧରେ ସିନ୍ଦୁର ଲଗାଇଥାନ୍ତି । ସେହି ମହିଳା ମାନେ ମାତା ପାର୍ବତୀଙ୍କୁ ଆରାଧନା କରି ସିନ୍ଦୁର ଲଗାଇଥାନ୍ତି । ଯାହା ଦ୍ଵାରା ମାତା ପାର୍ବତୀ ତାଙ୍କୁ ସତୀତ୍ଵ ପ୍ରଦାନ କରିଥାନ୍ତି ।
ତେବେ ଶରୀରର ଏହି ୪ ଟି ସ୍ଥାନରେ ସିନ୍ଦୁର ନିହାତି ଲଗାଇବା ଉଚିତ । ଯଦି ଏହି ୪ ଟି ସ୍ଥାନରେ ସିନ୍ଦୁର ନଲଗାଉଥାନ୍ତି । ତେବେ ଆଜି ଠାରୁ ହିଁ ଶରୀରର ପ୍ରମୁଖ ସ୍ଥାନରେ ସିନ୍ଦୁର ଲଗାଇବା ଆରମ୍ଭ କରି ଦିଅନ୍ତୁ । ଯାହା ଦ୍ଵାରା ଆପଣଙ୍କର ସ୍ଵାମୀର ମଙ୍ଗଳ ହେବା ସହିତ ସେ ଦୀର୍ଘାୟୁ ମଧ୍ୟ ହୋଇବେ ।
ଏହା ସହ ଖାଲି ଆପଣଙ୍କ ସ୍ଵାମୀ କାହିଁକି ଆପଣଙ୍କର ସଂପୂର୍ଣ୍ଣ ପରିବାରର ମଧ୍ୟ ମଙ୍ଗଳ ହୋଇବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ