ସିମୁଳିଆ BDO ଙ୍କ ସନ୍ଦେହ ଜନକ ମୃତ୍ୟୁ, ବ୍ଲକ କଲୋନୀ ବାସ ଭବନରୁ ଉଦ୍ଧାର କଲା ପୋଲିସ ।

ଜୀବନ ହରାଇ ଦେଲେ ବିଡିଓ ବାବୁ । ଆଉ ଏପଟେ ସ୍ତ୍ରୀ କାନ୍ଦି କାନ୍ଦି ଗଡି ଯାଉଛନ୍ତି । ହଁ ଦର୍ଶକ ବନ୍ଧୁ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ ମହାନ୍ତି ନିଜ ବାସ ଭବନରେ ନିଜର ଜୀବନ ହାରି ଦେଇଛନ୍ତି । ଗତ 2 ମାସ ହେବ କାର୍ଯ୍ୟରତ ଥିବା ବିଶ୍ଵ ରଞ୍ଜନ ମହାନ୍ତି ଗତ କାଲୀ 11ଟା ସମୟରେ ନିଜ ବାସ ଭବନକୁ ଯାଇଥିଲେ । ପରେ ସହକର୍ମୀ ମାନେ ତାଙ୍କୁ ଫୋନ କରିଥିଲେ କିନ୍ତୁ ସେ କଲ ଉଠାଇ ନ ଥିଲେ ।

ଆଉ ତା ପରେ ରଞ୍ଜନା ମହାନ୍ତି ଙ୍କର ମୃତ ଦେହ ଉଧାର ହୋଇଛି । ତେବେ କାହିଁକି ଓ କେଉଁ ଭଳି ସ୍ଥିତିରେ ଜଣେ ପଦାଧିକାରୀ ଏଭଳି ପଦକ୍ଷେପ ନେଲେ ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ତେବେ ପ୍ରକୃତରେ ସେ କଣ ଜୀବନ ହାରିଛନ୍ତି ନା ଆଉ କିଛି ଘଟଣା ଘଟିଛି ଏହାକୁ ନେଇ ସନ୍ଦେହ ହେଉଛି । ଗତ କାଲି ଘଟଣା ସ୍ଥଳରେ ପୋଲିସ ଆସି ପହଞ୍ଚି ଥିଲା ଓ କବାଟ ଭାଙ୍ଗି ବିଡିଓ ଙ୍କ ଶବ କୁ ଉଧାର କରିଥିଲା ।

ଆଉ ଏହା ଦେଖିବା ପରେ ସ୍ତ୍ରୀ ନିଜକୁ ସମ୍ଭାଳି ପାରୁ ନାହିଁ । କାହିଁକି ବିଡିଓ ମହାଶୟ ଏମିତି ଜୀବନ ହାରି ଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ହାରିଛି । ତେବେ ଏଭଳି ଘଟଣା ଏବେ ସାରା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କାହିଁକି ବିଡିଓ ଜଣକ ଏଭଳି ନିସ୍ପତି ନେଲେ । ତେବେ ଏହି ଘଟଣାକୁ ନେଇ ଏବେ ଶୋକର ଛାୟା ଖେଳି ଯାଇଛି । ବିଡିଓ ଙ୍କ ଘର ଲୋକଙ୍କ କହିବା ଅନୁଯାୟୀ ସେ କେବେ ବି ଛୁଟି ନିଅନ୍ତି ନାହିଁ ।

ନିଜ କର୍ତ୍ତବ୍ୟ ସେ ଠିକ ଭାବେ ତୁଲାଇଥାନ୍ତି । ତେବେ ବିଡିଓ ଜଣକ ଏମିତି କାହିଁକି କରିଲେ ଏ ଯାଏଁ ସ୍ପଷ୍ଟ ହୋଇ ନାହିନ । ତେବେ ତାଙ୍କର ସହ କର୍ମୀ ମାନେ କହିଛନ୍ତି ଯେବେ ସେ ବିଡିଓ ବିଶ୍ଵ ରଞ୍ଜନ ଙ୍କୁ ଫୋନ କରିଥିଲେ ସେ ଫୋନ ଉଠାଇ ନ ଥିଲେ । ବାରମ୍ବାର ଫୋନ କରିବା ପରେ ଶ୍ରୀ ମହାନ୍ତି ଯେବେ ଫୋନ ଉଠାଇ ନ ଥିଲେ ସେତେବେଳେ ସେ ତାଙ୍କ ବାସ ଭବନ କୁ ଆସି ଦେଖିଥିଲେ ରୁମ ଲକ ଅଛି ।

ଏହା ପରେ ସେ ଡୋର ବାଡେଇ ଥିଲେ କିନ୍ତୁ ଶ୍ରୀ ମହାନ୍ତି କିଛି ଉତ୍ତର ଦେଇ ନ ଥିଲେ । ଏହା ପରେ ତାଙ୍କର ସହ କର୍ମୀ ମାନେ ଅନ୍ୟ ମାନଙ୍କ ସହ କବାଟ ଭାଙ୍ଗି ଥିଲେ ଓ ଏଭଳି କିଛି ଦେଖିବାକୁ ପାଇଥିଲେ । ତେବେ ବିଡିଓ ଶ୍ରୀ ବିଶ୍ଵ ରଞ୍ଜନା ମହାନ୍ତି ଏମିତି ଚରମ ନିଷ୍ପରି କାହିଁକି ନେଲେ ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।