ଘରେ ଶୁଆ ପାଳିବା ଦ୍ଵାରା ଚମକି ଉଠିବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଶୁଆ ପାଳିବାର 5 ଟି ଫାଇଦା, ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ- Chanakya Niti

ସାଧାରଣ ଭାବରେ ଆମେ ସମସ୍ତେ କିଛି ପଶୁ ପକ୍ଷୀ ମାନଙ୍କୁ ବହୁତ ଭଲ ପାଇଥାଉ । ଏଥିପାଇଁ କିଛି ଲୋକ ନିଜ ଘରେ ପଶୁ ପକ୍ଷୀ ମାନଙ୍କୁ ପାଳନ କରିଥାନ୍ତି । ଏଥିମଧ୍ୟ ରୁ କୁକୁର ,ନେଉଳ ,ପାରା , ସାରି , ବିଲେଇ , ଗାଈ , କୁକୁଡା , ଶୁଆ ଇତ୍ୟାଦି ପଶୁ ପକ୍ଷୀ ମାନଙ୍କୁ ଆମେ ନିଜ ଘରେ ପାଳିଥାଉ । ଆମକୁ ସେହି ପଶୁମାନଙ୍କ ସହ ରହିବା ଓ ତାଙ୍କ ସହ ସମୟ ବିତେଇବାକୁ ବହୁତ ଭଲ ଲାଗିଥାଏ ।

ଏହି ପଶୁ ପକ୍ଷୀ ମାନେ ଆପଣଙ୍କ ଘରକୁ କିଛି ଖୁସି ଆଣିଥାନ୍ତି । କିନ୍ତୁ ଆପଣ ଜାଣି ଛନ୍ତି କି ଶୁଆ ଘରେ ପାଳିବା  ଦ୍ଵାରା କଣ ଲାଭ ମିଳିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁଆ କୁ ସମୃଦ୍ଧିର ସଙ୍କେତ ମାନନ୍ତି ।

 

ଏହା ସହ ଏହା ଶୁଭ ଅଶୁଭ ସଙ୍କେତ ଦେଇଥାଏ । ଶୁଆ ଏପରି ଏକ ପକ୍ଷୀ ଯାହାକି କୌଣସି ଅପ୍ରିୟ ଘଟଣା ଘଟିବା ପୁବରୁ ସତର୍କ କରାଇ ଦେଇଥାଏ । କାହିଁକି ଏହାର ଷଷ୍ଠ ଇନ୍ଦ୍ରିୟ କାଫି ସକ୍ରିୟ ଥାଏ । ତେବେ ଆସନ୍ତୁ ଜାଣିବା ଶୁଆ ପାଳିବା ଦ୍ଵାରା କଣ ଲାଭ ମିଳିଥାଏ ।

୧ – ଶୁଆ ଏକ ବହୁତ ବୁଦ୍ଧିମାନ ପକ୍ଷୀ ଅଟେ । ଶୁଆ କୌଣସି ବି ଜିନିଷକୁ ବହୁତ ଶୀଘ୍ର ଶିଖିଯାଇଥାଏ । ତାର କାର୍ଯ୍ୟ କଳାପ ଦେଖି ଲୋକଙ୍କୁ ବହୁତ ଖୁସି ମିଳିଥାଏ । ଏହା ଦ୍ଵାର ଘରର ବାତାବରଣ ବହୁତ ଖୁସି ରହିଥାଏ ।

୨ – ଶୁଆ ଏପରି ଏକ ଜୀବ ଯାହାକୁ କି ପାଳିବା ପାଇଁ କୌଣସି ଅସୁବିଧା ହୋଇନଥାଏ । ଶୁଆକୁ ଅନ୍ୟ ପଶୁ ପକ୍ଷୀ ପରି ବିଶେଷ ଭୋଜନ ଆବଶ୍ୟକ ନାହିଁ । ସେ ଫଳ ବା ଧାନ ପରି କିଛି ବି ଜିନିଷକୁ ଖାଇ ରହି ପାରେ । ଆପଣଙ୍କ ର ଯଦି କୌଣସି ବିପଦ ଆସିଛି ତେବେ ନିଜ ମୁଣ୍ଡ ଉପରୁ କଞ୍ଚା ଲଙ୍କାକୁ ୭ ଥର ବୁଲାଇ ଆଣି ଶୁଆ କୁ ଖାଇବାକୁ ଦିଅନ୍ତୁ । ଏହି ପରି ମାସକୁ ଦଶ , ବାର ଥର କରନ୍ତୁ ଆପଣଙ୍କର ସବୁ ସମଶ୍ୟା ଦୂର ହୋଇଯିବ ।

୩ – ଶୁଆର ଆୟୁ ବହୁତ ଲମ୍ବା ହୋଇଥାଏ । ପାହାଡିଆ ଶୁଆ ପାଖା ପାଖି ୫୦ ବର୍ଷ ଜୀବିତ ଥାଏ । ଘରେ ଥିବା ବେଳେ ଶୁଆ ଆପଣଙ୍କ ସହ କଥା ହୋଇପାରେ , ଖେଳି ପାରେ , ଆପଣଙ୍କର ଏକୁଟିଆ ପଣକୁ ଦୂର କରିଥାଏ । ଏହାଦ୍ବାରା ଆପଣ ମାନସିକ ଭାବରେ ଖୁସି ରହିଥାନ୍ତି ।

୪ – ଘରେ ଶୁଆ ପାଳିବା ଦ୍ଵାରା ଘରେ କୌଣସି ନକରାତ୍ମକ ପ୍ରଭାବ ରହେ ନାହିଁ । ଶୁଆ ଘରେ ପାଳିବା ସମୟରେ ଯଦି ବାରମ୍ବାର ରୋଗ ଗ୍ରସ୍ତ ହୁଏ କିମ୍ବା ମରିଯାଏ ତେବେ ଆପଣଙ୍କୁ ଘରେ ଶୁଆ ପାଳିବା ଉଚିତ ନୁହେଁ । ଆପଣ ଯଦି ଘରକୁ ବାର ବାର ଶୁଆ ଆଣୁଛନ୍ତି ତେବେ ଆପଣଙ୍କର କୌଣସି କ୍ଷତି ହୋଇଥାଏ । ଏଥିପାଇଁ ଆପଣଙ୍କର ଘରର ବାତାବରଣକୁ ପରଖୀ ଶୁଆକୁ ପାଳନ କରନ୍ତୁ ।

୫ – ଶୁଆ ଏପରି ଏକ ପକ୍ଷୀ ଯାହାକି ଧନକୁ ନିଜ ଆଡକୁ ଆକର୍ଷିତ  କରିଥାଏ । ଯେଉଁ ଗୃହରେ ଶୁଆ ପାଳନ କରାଯାଏ ସେହି ଗୃହରେ ଧନର ବୃଦ୍ଧି ହୋଇଥାଏ । ସେହି ଗୃହରେ ଶୁଖ ସମୃଦ୍ଧି ରହିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।