ଜେଲ ପରିସରରେ ଜଳିଲା ହୋମ ନିଆଁ, ପ୍ରଥମେ କରିଥିଲେ ରେପ୍, ଏବେ କଲେ ବିବାହ, ଶୁଣନ୍ତୁ କଣ କହୁଛି ଏହି ଝିଅଟି, ଶୁଣି ଆପଣ ବି ହେଇଯିବେ ତାଯୁବ, ଦେଖନ୍ତୁ Video

ପ୍ରେମ ମଣିଷର ମତି ଭ୍ରମ କରି ପକାଏ ବୋଲି ସମସ୍ତେ ଜାଣିଛୁ । ପ୍ରେମରେ ଅନ୍ଧ ହୋଇ ମଣିଷ କେତେବେଳେ ତ୍ୟାଗର ସବୁ ସୀମା ପାର କରି ଦିଏ ତ ଆଉ କେବେ ପାଲଟି ଯାଏ ଅ-ପ-ରା-ଧୀ । ପ୍ରତ୍ଯେକ ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ଥରେ ହେଲେ ବି ପ୍ରେମ ହୋଇଥାଏ ।

ଆଉ ପ୍ରେମ ମଣିଷକୁ ମିଳୁ ବା ନ ମିଳୁ କିନ୍ତୁ ଅନେକ କିଛି ଶିକ୍ଷା ଦେଇଥାଏ । ଯାହା ମଣିଷ ତା ଜୀବନରେ କେବେ ମଧ୍ୟ ଭୁଲି ପାରେ ନାହିଁ । ପ୍ରେମରେ କରିଥିବା ଭୁଲକୁ ସୁଧାରି ପାରିଲେ ମଣିଷ ଜୀବନ ସୁଖମୟ ହୋଇଥାଏ । ପ୍ରେମକୁ ନେଇ ପ୍ରତ୍ଯେକ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ମତ ଏବଂ ଅନୁଭୂତି ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ନିଆରା ପ୍ରେମ କାହାଣୀ ତଥା ପ୍ରେମ ବିବାହ ବିଷୟରେ କହିବାକୁ ଯାଉଛୁ । ଯାହା ଜାଣିଲେ ଆପଣ କିପରି ପ୍ରତିକ୍ରିୟା ରଖିବେ ନିଜେ ମଧ୍ୟ ବୁଝି ପାରିବେ ନାହିଁ ।

କଟକ ଜିଲ୍ଲାର ସାଲେପୁରର କଟରୋପା ଅଞ୍ଚଳରେ ଘଟିଛି ଏହି ଘଟଣାଟି । ପ୍ରେମିକ ଜଣକ ପ୍ରଥମେ ଭଲ ପାଇ ପ୍ରେମିକାଙ୍କୁ ଧୋ-କ୍କା ଦେଇଥିଲେ ଆଉ ଜେ-ଲ୍ ମଧ୍ୟ ଯିବାକୁ ପଡିଥିଲା । କିନ୍ତୁ ଜେ-ଲ୍ ରେ କିଛି ଦିନ ରହିବା ପରେ ସେ ନିଜ ଭୁଲ ବୁଝି ପାରିଥିଲେ ଓ ଅନୁତାପ କରିଥିଲେ । ସେ ନିଜ ପ୍ରେମିକାଙ୍କ ସହ ଦୁ-ଷ୍କ-ର୍ମ କରିବା ଆ-ରୋ-ପ-ରେ ଜେ-ଲ୍ ଯାଇଥିଲେ । ଏବେ ସେହି ଝିଅଙ୍କୁ ସେ ଜେ-ଲ୍ ମଧ୍ୟରେ ବିବାହ କରିଛନ୍ତି ।

ପ୍ରେମରେ ଏପରି ଏକ ବିରଳ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବର ଓ କନ୍ୟା ଦୁହେଁ ଗାଁ ରେ ଦେଖା ହୋଇଥିଲେ ଓ ଏହାପରେ ତାଙ୍କ ମଧ୍ୟରେ ନମ୍ବର ଆଦାନ ପ୍ରଦାନ ହେବା ସହ କଥାବାର୍ତ୍ତା ମଧ୍ୟ ଚାଲିଥିଲା ।

କିନ୍ତୁ ପ୍ରେମିକ ଜଣଙ୍କ ବାହା ହେବେ କହି ପ୍ରେମିକାଙ୍କ ସହ ଦୁ-ଷ୍କ-ର୍ମ କରି ତାଙ୍କୁ ଛାଡି ପଳାଇ ଥିଲେ । ପ୍ରେମିକାଙ୍କ ପରିବାର ଲୋକେ ଏନେଇ ନିକଟସ୍ଥ ଥାନାରେ ଅ-ଭି-ଯୋ-ଗ ଆଣିବା ପରେ ପୋ-ଲି-ସ ସମ୍ପୃକ୍ତ ପ୍ରେମିକଙ୍କୁ ଗି-ର-ଫ- କରିଥିଲା ।

ତେବେ ଜେ-ଲ୍ ରେ ରହିବା ପରେ ପ୍ରେମିକଙ୍କ ମୁଣ୍ଡରେ ବୁଦ୍ଧି ପଶିଛି । ଏବେ ସେ ପ୍ରେମିକାଙ୍କୁ ସଂପୂର୍ଣ୍ଣ ବିଧି ବିଧାନ ସହ ଜେଲ୍ ପରିସର ମଧ୍ୟରେ ହିଁ ବିବାହ କରିଛନ୍ତି । ଆପଣଙ୍କୁ ଏହି ଖବର ଶୁଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।