Jyotish Shastra- ମହାଶିବରାତ୍ରି ପରେ ବଦଳିଲା ଏହି 6 ଟି ରାଶିର ଭାଗ୍ୟ, ହେଇଯିବେ କୋଟିପତି

ଭଗବାନ ଶିବ ହେଉଛନ୍ତି ଦେବାତୀ ଦେବ ଭୋଲେନାଥ ଶିବ ଶମ୍ଭୁ , ଭଗବାନ ଶିବ ଯାହା ଉପରେ ଥରେ ପ୍ରସନ୍ନ ହୋଇଯାନ୍ତି  ସେହି ବ୍ୟକ୍ତିର ଜୀବନ ରେ କୌଣସି ସମସ୍ୟା ରୁହେ ନାହିଁ ସେ ବହୁତ ଭାଗ୍ୟଶାଳୀ ହୋଇଯାଏ । ଭଗବାନ ଶିବଙ୍କୁ ସତ ଭକ୍ତି ମନରେ ପୂଜା କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି । ଏହି ସମୟରେ ଶିବତ କେବଳ ଜୟକାର ଦ୍ଵାରା ହିଁ ପ୍ରସନ୍ନ ହୋଇଯାନ୍ତି କିନ୍ତୁ ଏଥିପାଇଁ ସତ ଭକ୍ତି ଆବଶ୍ୟକ ହୋଇଥାଏ । ଭଗବାନ ଶିବଙ୍କ ସହିତ ମା ପାର୍ବତୀଙ୍କର ମଧ୍ୟ ପୂଜା କରାଯାଏ ।

ଶିବ ଲିଙ୍ଗକୁ ମହୁ ଦହି କ୍ଷୀର ଗଙ୍ଗାଜଳ ଦ୍ଵାରା ମହା ଅଭିଷେକ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ କିଛି ଖାସ ରାଶିମାନଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ପଡିବାକୁ ଯାଉଛି ତେବେ ଆସନ୍ତୁ ଜାଣିବା ସେହି ୬ ଗୋଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତି ମାନେ ବ୍ୟବସାୟରେ ଆଶାତୀତ ଭାବରେ ଉରନ୍ନତି କରିବାରେ ସଫଳ ହେବେ । ଅଟକି ରହିଥିବା ସବୁ କାର୍ଯ୍ୟ ସମାପ୍ତ ହୋଇଯିବ । ଶିକ୍ଷା କ୍ଷେତ୍ରରେ ଛାତ୍ର ମାନଙ୍କୁ ସଫଳତା ମିଳିବ । ପ୍ରବେଶିକା ପରିକ୍ଷାରେ କୃତ କାର୍ଯ୍ୟ ହେବେ । ବହୁତ ଦିନରୁ କୌଣସି ବିମାରୀରୁ ମୁକ୍ତି ମିଳିବ । ପାରିବାରିକ ଶୁଖ ଶାନ୍ତି ବୃଦ୍ଧି ହେବ ।

ମିଥୁନ ରାଶି

ଏହି ରାଶି ମାନେ ଏହି ସମୟରେ ଆର୍ଥିକ ଦୃଷ୍ଟିକୋଣରୁ ବହୁତ ଲାଭ ପାଇବେ । ବ୍ୟବସାୟକୁ ନେଇ କୌଣସି ବଡ କମ୍ପାନୀ ସହ ଡିଲ କରିବାର ସମ୍ଭାବନା ଅଛି । ସରକାରୀ କିମ୍ବା ଘରୋଇ ଚାକିରି କରୁଥିବା ବ୍ୟକ୍ତିଙ୍କର ପାରିଶ୍ରମିକ ବୃଦ୍ଧି ହେବାର ଯୋଗ ଅଛି । ଆପଣ ଏହି ସମୟରେ କୌଣସି ବାହାନ କିମ୍ବା ଜମି କିଣିବାର ସୁଯୋଗ ପାଇବେ । କୌଣସି କ୍ଷେତ୍ରରେ ଧନ ନିବେଶରେ ଆର୍ଥିକ ଲାଭ ପାଇବେ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ଖୁସିର ପରିବେଶ ରହିବ । କୌଣସି ସମ୍ପ୍ରକୀୟଙ୍କ ଠାରୁ ଆବଶ୍ୟକ ଠାରୁ ଅଧିକ ସାହାଜ୍ୟ ପାଇବାରେ ସଫଳ ହେବେ । ବେରୋଜଗାର ମାନଙ୍କୁ ରୋଜଗାରର ନୂଆ ନୂଆ ପନ୍ଥା ମିଳିଯିବ । ଆପଣଙ୍କର ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ସନ୍ତାନକୁ ନେଇ କୌଣସି ଖୁସି ଖବର ମିଳିବ । ପ୍ରେମ ସମ୍ପର୍କରେ ଶୁଭ ଖବର ମିଳିବ ।

ଧନୁ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ଅବିବାହିତ ନାରୀ ମାନଙ୍କୁ ଯୋଗ୍ୟ ବର ମିଳିବାର ସମ୍ଭାବନା ଅଛି । କ୍ୟାରିୟରକୁ ନେଇ କୌଣସି ବଡ ସଫଳତା ମିଳିବାର ଅଛି । କୋଟ କଚେରୀ ମାମଲାରେ ବିଜୟୀ ହେବେ । ଶତ୍ରୁ ମାନେ ମିତ୍ର ପରି ଆଚରଣ କରିବେ ।

ସିଂହ ରାଶି

ଆପଣଙ୍କୁ ଆପଣଙ୍କ ପରିଶ୍ରମ ଠାରୁ ଅଧିକ ଲାଭ ମିଳିବ । କୌଣସି ଲାଭ କାରୀ ସଂସ୍ଥାରେ ନିବେଶ କରି ଭଲ ଆର୍ଥିକ ଲାଭ ପାଇବେ । ଘରର ଗୁରୁଜନ ଓ ମିତ୍ର ମାନଙ୍କର ସବୁ କାର୍ଯ୍ୟରେ ସହଯୋଗ ମିଳିବ । ପ୍ରେମ ସମ୍ବନ୍ଧରେ ଶୁଭ ଖବର ପାଇବେ । ଛାତ୍ରମାନେ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଚାକିରି ଓ ବ୍ୟବସାୟରେ ଉନ୍ନତି ମିଳିବ ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତି ମାନେ ଜୀବନରେ ବହୁତ ଆଗକୁ ବଢିବେ । ଛାତ୍ର ମାନେ ନିଜ କ୍ୟାରିୟର ଉନ୍ନତି ପାଇଁ ବିଦେଶ ଯାତ୍ରା କରିପାରନ୍ତି । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଯାହା ଫଳରେ ଘରକୁ ସମ୍ପର୍କୀୟ ମାନଙ୍କର ଯିବା ଆସିବା ରହିବ ଏହାଦ୍ବାରା ଆପଣଙ୍କ ପରିବାରରେ ଏକ ଖୁସିର ପରିବେଶ ରହିବ । ଆପଣ ଏହି ସମୟରେ କୌଣସି ନୂତନ ବାହାନ କିଣିବାରେ ସଫଳତା ହାସଲ କରିବେ । ଆପଣ ବହୁତ ସମୟ ଧରି ଅପେକ୍ଷା କରିଥିବା କୌଣସି କ୍ଷେତ୍ରରୁ ଆପାନଙ୍କୁ ଖୁସି ଖବର ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।