ଶାଶୁ ଘରକୁ ସ୍ଵର୍ଗ କରି ଦିଅନ୍ତି ଏହି 3 ଟି ନାମର ଝିଅ – Jyotish Shastra

କଥାରେ ଅଛି ଯଦି କୌଣସି ବ୍ୟକ୍ତିକୁ ତାର ଜୀବନରେ ଠିକ ଜୀବନ ସାଥି ମିଳିଥାଏ ତେବେ ତାଙ୍କର ଜୀବନ ବହୁତ ଖୁସିରେ ବିତିଥାଏ । ଏହାଛଡା ଏପରି କିଛି ମହିଳା ଥାଆନ୍ତି ଯେଉଁ ମାନେ କି ନିଜ ଜୀବନ ସାଥିଙ୍କୁ ଖୁସି ଦେବା ସହ ନିଜ ଶଶୁର ଘର ଲୋକଙ୍କୁ ମଧ୍ୟ ବହୁତ ଖୁସି ଦେଇଥାନ୍ତି । ଶଶୁର ଘର ଲୋକଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଥାନ୍ତି । ଏହି ମହିଳା ମାନେ ନିଜ ଶଶୁର ଘରେ ସମସ୍ତଙ୍କ ମନ ନେଇ ଚାଲିଥାନ୍ତି ।

କୌଣସି ମହିଳା ଆପଣଙ୍କ ଘର ପାଇଁ ଭଲ ଓ ଭଲ ନୁହେଁ ଏହା କୌଣସି ମହିଳାଙ୍କ ଚେହେରାରେ ଲେଖା ହୋଇନଥାଏ । କିନ୍ତୁ ଏହା ସେହି ମହିଳାର ନାମରେ ଥାଏ । ଆଜି ଆମେ ଆପଣଙ୍କୁ ଏହି ପରି କିଛି ୩ ନାମ ବାଲା ମହିଳାଙ୍କ ନାମ ବିଷୟରେ କହିବୁ । ଯେଉଁମାନେ କି ନିଜ ଶଶୁର ଘର ଲୋକଙ୍କୁ ବହୁତ ଖୁସିରେ ରଖିଥାନ୍ତି ଓ ଶଶୁର ଘରକୁ ସ୍ଵର୍ଗ ପରି କରି ରଖିଥାନ୍ତି ।

୧ – L ନାମ ବାଲା ମହିଳା- ଏହି ନାମ ବାଲା ମହିଳା ମାନେ ନିଜ ଶଶୁର ଘରକୁ ହସ ଖୁସି ଓ ଶାନ୍ତିରେ ରଖିଥାନ୍ତି । ଏହା ଛଡା ଏହି ମହିଳା ବହୁତ ଆତ୍ମବିଶ୍ଵାସୀ ଥାନ୍ତି । ଏହି ମହିଳା ମାନେ ସବୁବେଳେ ସତ କଥା କହିଥାନ୍ତି । ଏମାନେ କାହାକୁ ଧୋକା ଦେଇନଥାନ୍ତି ।

ଏମାନେ କେବେବି ମିଛର ଆଶ୍ରା ନେଇନଥାନ୍ତି । ଏହି ମହିଳାଙ୍କ ବିଶ୍ଵାସ ହାସଲ କରିବା ମୁସକିଲ ହୋଇଥାଏ । କିନ୍ତୁ ଏମାନେ ଖୁବ ଶୀଘ୍ର ସାମ୍ନା ବାଲାର ବିଶ୍ଵାସ ହାସଲ କରି ପାରନ୍ତି ।

୨ – P ନାମ ବାଲା ମହିଳା

ଏହି ମହିଳା ନିଜ ଜୀବନ ସାଥି ଓ ନିଜ ପରିବାରକୁ ବହୁତ ଦାୟିତ୍ଵ ସହକାରେ ଯତ୍ନ ନେଇଥାନ୍ତି । ଏହି ମହିଳାଙ୍କୁ ଯେଉଁ ପୁରୁଷ ବିବାହ କରିଥାନ୍ତି ସେମାନଙ୍କର ଜୀବନ ବହୁତ ଖୁସିରେ ବିତି ଥାଏ । ଏହି ମହିଳା ମାନେ ନିଜ ପାର୍ଟନରଙ୍କୁ ବହୁତ ଖୁସି ଦେଇଥାନ୍ତି । ଏମାନଙ୍କୁ ଭଲ ଭାବ ରେ ଜଣାଥାଏ କି ଶଶୁର ଘର ଲୋକଙ୍କୁ କିପରି ଖୁସିରେ ରଖିବାକୁ ହୁଏ । ଏମାନେ ନିଜ ଶଶୁର ଘର ଲୋକଙ୍କର ମନ ନେଇ ଚାଲିଥାନ୍ତି ।

୩ – W ନାମ ବାଲା ମହିଳା

ଏହି ନାମ ବାଲା ମହିଳା ମାନେ ନିଜ ବାପା ମାଙ୍କର ବହୁତ ପ୍ରିୟ ହୋଇଥାନ୍ତି । ଏଥି ପାଇଁ ଏହି ମହିଳା ମାନେ ସାମାନ୍ୟ ବିଗିଡି ଯାଇଥାନ୍ତି । ଏହି ମହିଳା ନିଜ ଦମରେ କିଛି କରି ଦେଖାଇବା ପାଇଁ ଇଚ୍ଛା କରିଥାନ୍ତି । ଏହି ମହିଳା ନିଜ ପାର୍ଟନରଙ୍କର ର ସବୁ କଥା ମାନିଥାନ୍ତି ଓ ତାଙ୍କୁ ବହୁତ ଖୁସି ରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏହି ମହିଳା ମାନେ ନିଜ ଶଶୁର ଘର ଲୋକଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାରେ ସକ୍ଷମ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।