ଶନିଦେବ ଙ୍କୁ ସବୁଠୁ ପ୍ରିୟ ଅଟେ ଏହି 1 ରାଶି, ନିଜେ ଶନିଦେବ କରନ୍ତି ଏମାନଙ୍କ ରକ୍ଷା, ଦେଖନ୍ତୁ ଏହା ଆପଣଙ୍କ ରାଶି ନୁହେଁ ତ ?

ଆପଣ ମାନେ ଜାଣିଥିବେ ହିନ୍ଦୁ ଶାସ୍ତ୍ର ଅନୁସାରେ ୧୨ ଟି ରାଶି ଥାଏ। ପ୍ରତେକ ରାଶିର ମହତ୍ଵ ଅଲଗା ଥାଏ । ମେଷ ଓ ବିଛା ରାଶିର ସ୍ଵାମୀ ମଙ୍ଗଲ ଗ୍ରହ ଅଟନ୍ତି । ତୁଳା ଓ ବୃଷ ରାଶିର ସ୍ଵାମୀ ଶୁକ୍ରଗ୍ରହ ଅଟନ୍ତି ।

କନ୍ୟା ଓ ମିଥୁନ ରାଶିର ସ୍ଵାମୀ ବୁଧ ଗ୍ରହ ଅଟନ୍ତି। କର୍କଟ ରାଶିର ସ୍ଵାମୀ ଗ୍ରହ ଚନ୍ଦ୍ରମା ଅଟନ୍ତି । ସିଂହ ରାଶି ର ସ୍ଵାମୀ ଗ୍ରହ ସୂର୍ଯ୍ୟ ଅଟନ୍ତି । ମିନା ରାଶିର ସ୍ଵାମୀ ଗୁରୁ ଗ୍ରହ ଓ ମିନ , କୁମ୍ଭ ରାଶିର  ସ୍ଵାମୀ ଗ୍ରହ ଶନି ଅଟନ୍ତି । ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଯିଏ ଭଲ କାମ କରିଥାଏ ତାକୁ ଭଲ ଫଳ ଓ ଯିଏ ଖରାପ କାମ କରିଥାଏ ତାକୁ ଖରାପ ଫଳ ଦେଇଥାନ୍ତି । ତେଣୁ କିଛି ଲୋକ ଶନି ଗ୍ରହର ନାମ ଶୁଣିକି କିମ୍ବା ଏହା ଗୋଚର ହେବା ଜାଣିଲେ ଡରିଯାନ୍ତି ।

ଶନି ଦେବଙ୍କ ଆଶୀର୍ବାଦ ମିଳିଥିବା ବ୍ୟକ୍ତି ତା ଜିବନରେ ଅଧିକ ଖୁସି ରହି ଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଶନି ଦେବା ସବୁବେଳେ ପ୍ରସନ୍ନ ରୁହନ୍ତି । ଯେଉଁ ଲୋକମାନେ ପଶୁଙ୍କୁ ଖାଇବାକୁ ଦିଅନ୍ତି । ପର ଲୋକଙ୍କୁ ନିଜର ଭାବି ସେମାନଙ୍କ ସେବା କରନ୍ତି ସେହି ଭଳି ଲୋକଙ୍କ ଉପରେ ଦୟା କରନ୍ତି ପ୍ରଭୁ ଶନିଦେବ। ପ୍ରଭୁ ହନୁମାନ ଜି ଙ୍କୁ  ଗୁଡ ଓ ଚଣା ଦେଇ ପୂଜା କରିବା ଦ୍ଵାରା ଆପଣଙ୍କୁ ପ୍ରଭୁ ଶନି ଦେବଙ୍କର ଆଶୀର୍ବାଦ ମିଳିବ ।

ଆପଣ କିଛି ସୋରିଷ ତେଲ ନେଇ ସେଥିରେ ନିଜ ମୂହକୁ ଦେଖି ଦରକାର ଥିବା ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ ତେବେ ଦେଖିବେ ଆପଣ ନିଶ୍ଚିତ ଭାବେ ଶନି ଦେବଙ୍କ କୃପା ପାଇ ପାରିବେ । ଏବେ ଆସନ୍ତୁ ଜାଣିବା ଯେଉଁ ରାଶି ମାନଙ୍କୁ ଶନି ଦେବ ଅଧିକ ପସନ୍ଦ କରନ୍ତି ।

ତୁଳା ରାଶି –   ଏହି ରାଶିରେ ଶନି ଦେବଙ୍କର ଭଲ ଜାଗାରେ ଥାନ୍ତି। ଏହି ରାଶିର ଲୋକମାନେ ପ୍ରତେକ କାମକୁ ଭାବି ଚିନ୍ତି କରନ୍ତି । ଏହି ରାଶିର ଲୋକମାନେ ଅନ୍ୟକୁ ସାହାଜ୍ଯ କରିବା ସହ ପରିଶ୍ରମ କରି ବଞ୍ଚିବା ପାଇଁ ଭଲ ପାନ୍ତି ଏହି ଗୁଣ ପାଇଁ ଶନି ଦେବ ଏହାଙ୍କ ଉପରେ ପ୍ରସନ୍ନ ହୋଇ ଥାନ୍ତି ।

ମକର ରାଶି – ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଶନି । ଏହି ରାଶିର ଲୋକମାନେ ଅଧିକ ଗମ୍ଭୀର ସ୍ଵଭାବ ର ହୋଇ ଥାନ୍ତି । ଏହି ରାଶିର ଲୋକମାନଙ୍କର ଭଲ ପରିଣାମ ଓ ଖରାପ ପରିଣାମ ଏମାନଙ୍କୁ ଖୁବ ଜଲ୍ଦି ପ୍ରାପ୍ତି ହୋଇ ଥାଏ ।

ସିଂହ ରାଶି – ଏହି ରାଶିର ଲୋକମାନେ ସଚୋଟ ହୋଇ ଥାନ୍ତି ଓ ଏମାନେ ଅନ୍ୟକୁ କଷ୍ଟ ଦେଇ ନଥାନ୍ତି । ଏହି ରାଶିର ଲୋକମାନଙ୍କ ଏହି ଗୁଣ ପାଇଁ ଶନି ଦେବ ପ୍ରସନ୍ନ ରୁହନ୍ତି ଏହାଙ୍କ ଉପରେ । ଏହା ଛଡା ଏହି ରାଶିର ବ୍ୟକ୍ତି ସୂର୍ଯ୍ୟ ଦେବଙ୍କୁ ପ୍ରତେକ ଦିନ ପାଣି ଦେଲେ ଏମାନେ ଅଧିକ ସୁଖୀ ହୋଇ ପାରିବେ ।

କନ୍ୟା ରାଶି – ଏହି ରାଶିର ଲୋକମାନେ ଗରିବ ଓ ଦରକାର ଥିବା ଲୋକଙ୍କୁ ସାହାଜ୍ଯ କରନ୍ତି । ଏଭି ରାଶିର ବ୍ୟକ୍ତି ସବୁ ବେଳେ ନ୍ଯାଯ କାମ ଓ ଅନ୍ୟକୁ ସାହାଜ୍ଯ କରିବାକୁ ଭଲ ପାନ୍ତି ତେଣୁ ଶନି ଦେବ ଏହି ରାଶିର ଲୋକଙ୍କୁ ଅଧିକ ଭଲ ପାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।