ଜାତକରେ ଆସିସାରିଛନ୍ତି ଶନିଦେବ, 29ରୁ 14ମାର୍ଚ୍ଚ ପର୍ଯ୍ୟନ୍ତ ଏହି ୬ଟି ରାଶିଙ୍କୁ ମିଳିବ ବଡ ଖୁସି ଖବର

ଶନିଦେବ ଏକ ବହୁତ ଶକ୍ତିଶାଳୀ ଦେବତା ଅଟନ୍ତି । ଯଦି ସେ ରାଗି ଯାଆନ୍ତି ତେବେ ସେହି ବ୍ୟକ୍ତିର ଜୀବନରେ ଦୁଃଖର ପାହାଡ ଭାଙ୍ଗିପଡେ । ଶନିଦେବ ଶନି ଗ୍ରହର ସ୍ଵାମୀ ବି ଅଟନ୍ତି । ଏହି ଶନି ଗ୍ରହ ଯେ କୌଣସି ରାଶିରେ ଯଦି ଖରାପ ସ୍ଥାନରେ ଥାଏ ତେବେ ତାହାର ଶନି ଦଶା ଆରମ୍ଭ ହୋଇଯାଏ । କିନ୍ତୁ ଆଜି ଆମେ ଯେଉଁ ରାଶିମାନଙ୍କ ବିଷୟରେ କହିବାକୁ ଯାଉଛୁ, ସେମାନଙ୍କ ରାଶିରେ ଶନି ଗ୍ରହ ଏକ ଉଚ୍ଚ ସ୍ଥାନରେ ପ୍ରବେଶ କରିଛନ୍ତି । ଯେଉଁ କାରଣରୁ ତାଙ୍କୁ ଭଲ ଫଳ ମିଳିବ । ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।

ସିଂହ ରାଶି ଓ ଧନୁ ରାଶି :-

ଆପଣଙ୍କୁ ସାମାଜିକ ରୂପରେ ମାନ ସମ୍ମାନ ମିଳିବ । ଆପଣଙ୍କୁ ଚାରିଆଡୁ ଧନ ହିଁ ଧନ ମିଳିବାର ଅଛି । ତଥା ଆପଣଙ୍କ ପାଇଁ ଭଲ ଘରୁ ନୂଆ ସମ୍ପର୍କ ଆସିବ । ଆପଣ ଏତେ ଉନ୍ନତି କରିବେ କି ଚାରି ଆଡେ କେବଳ ଆପଣଙ୍କର ହିଁ ଚର୍ଚା ହେବ । ଭୌତିକ ସୁଖ ସୁବିଧାରେ ବି ଉନ୍ନତି ହେବ । ଆସନ୍ତା ସମୟ ବହୁତ ଭଲ ରହିବାର ଅଛି । ଅଚାନକ ଘରେ ଅତିଥିମାନଙ୍କ ଆଗମନ ହୋଇପାରେ, ଯାହା ଦ୍ଵାରା ଘର ପରିବାରରେ ଖୁସି ଦ୍ଵିଗୁଣିତ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ଚାଲୁଥିବା ବାଧା ଦୂର ହେବ ।

ମେଷ ରାଶି ଓ ବୃଷ ରାଶି :-

ଆପଣ ସମ୍ପତି, ଦଲାଲି ଓ ସୁଧ ବ୍ୟାପାରରୁ ଅଧିକ ଟଙ୍କା ଆୟ କରିବେ । ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । କିଛି ନୂଆ ଲୋକମାନଙ୍କ ସହ ବନ୍ଧୁତା ହୋଇପାରେ, ଯିଏ ଆପଣଙ୍କୁ ସାହାର୍ଯ୍ୟ କରିବ । ବିଜନେସ କ୍ଷେତ୍ରରେ ଆପଣଙ୍କୁ ନୂଆ ଅଫର ମିଳିପାରେ । ଗୃହସ୍ତ ଜୀବନରେ ମଧୁରତା ଆସିବ ଓ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ପୂରଣ ହେବ । ବର୍ତ୍ତମାନ ଦିନରେ ଭାଗ୍ୟ ପୂରାପୂରି ଆପଣଙ୍କ ସାଥ ଦେବ । ଯାହା ବି କାର୍ଯ୍ୟ ଆପଣ ଚିନ୍ତା କରୁଥିଲେ ତାହା ବର୍ତ୍ତମାନ ପୁରା ହୋଇଯିବ । କୌଣସି କାମ ବଶତଃ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ ।

କୁମ୍ଭ ରାଶି ଓ ତୁଳା ରାଶି :-

ବ୍ୟାପାର – ବ୍ୟବସାୟ – ଚାକିରିରେ ଧନ ପ୍ରାପ୍ତି ହେତୁ ପରିଶ୍ରମ କରିବାକୁ ପଡିପାରେ । ପିତା ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବିଦ୍ୟା – ବୁଦ୍ଧି କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ଉତ୍ସାହିତ ରହିବେ । ଭାବନାରେ ବହି କୌଣସି ବି କାମ କରନ୍ତୁ ନାହିଁ । ଆପଣ ନିଜ ମନର କ୍ରୋଧକୁ ବାହର କରି ପାରିବେ । ଅଫିସ ସରକାରୀ କ୍ଷେତ୍ରରେ କିଛି ଚେଞ୍ଜେସ ଆସିପାରେ । ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଆହୁରି ବି ସୁଧାର ଆସିବ । କୌଣସି ପ୍ରକାରର ନୂଆ ସମ୍ପତି ଆପଣ ବର୍ତ୍ତମାନ ସମୟରେ କିଣି ପାରିବେ । ଗ୍ରହ ଆପଣଙ୍କୁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର କରିବାର ଚାନ୍ସ ଦେବେ ।