ଶନିଦେବ ଖରାପ ଦିନ ଆସିବା ପୂର୍ବରୁ ଦେଇଥାନ୍ତି ଏହି ସଂକେତ, ସମୟ ଥାଉ ଥାଉ ହେଇ ଯାଆନ୍ତୁ ସତର୍କ

ଦେବାତଙ୍କ ମଧ୍ୟରେ ଶନିଦେବଙ୍କୁ ସବୁଠୁ କ୍ରୋଧିତ ଦେବତା ବୋଲି କୁହାଯାଏ । ଯଦି ଆମେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବା ତେବେ ସେଥିରେ କୁହାଯାଇଛି କି କୌଣସି ବି ବ୍ୟକ୍ତିର ଭଲ ଓ ଖରାପ ଦିନ ଆରମ୍ଭ ହେବା ପୂର୍ବରୁ ଶନିଦେବ ତାକୁ କିଛି ନା କିଛି ସଂକେତ ଅବଶ୍ୟ ଦେଇଥାନ୍ତି । ଶନିଦେବ ସବୁବେଳେ ବ୍ୟକ୍ତିର କର୍ମ ଅନୁସାରେ ହିଁ ତାକୁ ଫଳ ପ୍ରଦାନ କରିଥାନ୍ତି ।

ଆପଣଙ୍କ ଜୀବନରେ ଯଦି କିଛି ଖରାପ ହେବାର ଅଛି ତେବ ଆପଣଙ୍କୁ ଏହାର ସଂକେତ ମିଳିଯାଏ ପରନ୍ତୁ ସୂଚନା ଅଭବାରୁ ପ୍ରାୟତଃ ଲୋକମାନେ ଏହି ସଂକେତକୁ ଜାଣି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ଆପଣଙ୍କର ଖରାପ ଦିନ ଆସିବା ପୂର୍ବରୁ ଶନିଦେବ ଆପଣଙ୍କୁ କେଉଁଭଳି ସଂକେତ ଦେଇ ଥାନ୍ତି ସେହି ବିଷୟରେ ସୂଚନା ଦେବୁ ।

ଶନିଦେବ ଖରାପ ଦିନ ଆସିବା ପୂର୍ବରୁ ଦେଇଥାନ୍ତି ସଂକେତ

·    ଯଦି ପରିବାର ସଦସ୍ୟ ଓ ଭାଇ ଭଉଣୀଙ୍କ ସହ କୌଣସି ପ୍ରକାରର ବାଦ ବିବାଦ ହୋଇଯାଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର ଜୀବନରେ କିଛି ଖରାପ ହେବାର ଅଛି ।

·    ଖରାପ ଦିନ ଆସିବା ପୂର୍ବରୁ ସମ୍ପତି ସମ୍ବନ୍ଧିତ ବିବାଦ ବି ହେବାକୁ ଲାଗିଥାଏ ।

·    ବେଳେ ବେଳେ ଆପଣଙ୍କୁ କୌଣସି କାରଣରୁ କରଜ ନେବାକୁ ପଡିଥାଏ । କିନ୍ତୁ ଯଦି ଆପଣ ନିଜର କରଜ ଫେରାଇ ବାକୁ ସକ୍ଷମ ନୁହନ୍ତି ତେବେ ଏହା ଖରାପ ଦିନ ଆସିବାର ସଂକେତ ହୋଇଥାଏ ।

·    ପ୍ରାୟତଃ ଲୋକମାନେ କେତେକ ଏମିତି ମାମଲାରେ ଫସି ଯାଆନ୍ତି ଯେଉଁ କାରଣରୁ ତାଙ୍କୁ କୋର୍ଟ କଚେରୀର ଚକ୍କର କାଟିବାକୁ ପଡିଥାଏ । ତେବେ ଏହା ବି ଏକ ସଂକେତ ହୋଇଥାଏ ।

·    ଯଦି ଆପଣଙ୍କର କେଉଁଠି ଇଚ୍ଛା ନ ଥିବା ଜାଗାରେ ଟ୍ରାନ୍ସଫର ହୋଇଯାଏ ତେବେ ଏହା ବି ଏକ ଖରାପ ଦିନର ସଂକେତ ଅଟେ ଓ ଏହା ଛଡା ଯଦି ଆପଣଙ୍କର ପ୍ରମୋଶନରେ କୌଣସି ବାଧା ଉତ୍ପନ୍ନ ହେଉଛି ତେବେ ଏହା ବି ଏକ ସଂକେତ ଅଟେ ।

·    ଯଦି ଆପଣଙ୍କୁ ଅଚାନକ ଚାକିରିରୁ ବାହାର କରି ଦିଆଯାଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର ଜୀବନରେ ଖରାପ ଦିନ ଆରମ୍ଭ ହୋଇ ଯାଇଛି ।

·    ଯଦି କେହି ବ୍ୟାପାରୀ ବହୁତ ଚେଷ୍ଟା କରିବା ସତ୍ବେ ବି ତାହା ବ୍ୟାପାରରେ ଲାଭ ହେଉ ନାହିଁ ତେବେ ଏହା ବି ଖରାପ ଦିନର ସଂକେତ ଅଟେ ।

·    ଯଦି କେହି ବ୍ୟକ୍ତିର ଖରାପ ସଙ୍ଗତି କିମ୍ବା ଖରାପ ଅଭ୍ୟାସ ଲାଗି ଯାଉଛି ଏହା ବି ଏକ ସଂକେତ ବୋଲି କୁହାଯାଏ ।

·    ଯଦି କୌଣସି ବ୍ୟକ୍ତି ସବୁବେଳେ ମିଛର ସାହାର ନେଇଥାଏ ତେବେ ଏହା ବି ଖରାପ ସମୟର ଏକ ସଂକେତ ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।