ଶନିବାର ଦିନ ଓସ୍ତ ପତ୍ରକୁ ଛୁଇଁ କହି ଦିଅନ୍ତୁ ଏହି 2 ଟି ଶବ୍ଦ, ସବୁ ମନୋକାମନା ହେବ ପୂର୍ଣ୍ଣ – Vastu Tips

ଜୀବନରେ ଯେତେବେଳେ ମାନ ସଂମ୍ମାନ ରହେ ନାହିଁ ବା ଧନ ହାନି ହୋଇଥାଏ । ଜୀବନରେ ଶାନ୍ତି ନଥାଏ ଖୁସି ନଥାଏ ଏବଂ ବ୍ୟବସାୟରେ ମଧ୍ୟ ଭଲ ଲାଭ ହୋଇଥାଏ । ସବୁ ବେଳେ ଅସୁବିଧା ଲାଗି ରହିଥାଏ ଓ ଚିନ୍ତାରେ ରହୁଥାଏ । ତେବେ ଆପଣ ସବୁ ଜିନିଷ ଛାଡି କେବଳ ଶନିବାର ଦିନ ଗୋଟିଏ ଉପାୟ କରନ୍ତୁ ଯାହା ଆପଣ ବହୁତ ଉପକୃତ ହେବେ । କିଛି ଲୋକ ଏହାକୁ ମାନିଥାନ୍ତି କି ଯଦି ଶନିବାର ଦିନ ଏହି ଉପାୟ ଯଦି ଆପଣ କରନ୍ତି ତେବେ ଖୁବ ଶୀଘ୍ର ଏଥିରେ ଆପଣଙ୍କର ସମସ୍ଯା ଦୂରେଇଯିବା ସହିତ ବହୁତ ଖୁସି ରେ ରହିବେ ।

ଆପଣଙ୍କର ଘର ପାଖର କୌଣସି ଏକ ପୁରୁଣା ଓସ୍ଥ ଗଛ ପାଉଚନ୍ତି ମନେ କରନ୍ତୁ ସେଠାରେ ପୂଜା ହେଉଛି ବା ଫୁଲ ଫଳ ହେଉଛି ତେବେ ଆପଣ ସେହି ଗଛ ନିକଟରେ ଏହି ଉପାୟ କରିବାର ଅଛି ।

ସକାଳୁ ଉଠି ସ୍ନାନ ସାରିବା ପରେ ଗୋଟିଏ ନୋଟାରେ ପାଣି ଓ କିଛି କଳା ରାସୀ ନେଇ ଅର୍ପଣ କରିବା ହେତୁ ଆପଣଙ୍କର ପୂର୍ବଜ ମାନେ ଆପଣଙ୍କ ଉପରେ ବହୁତ ସନ୍ତୁଷ୍ଟ ହୁଅନ୍ତି ଆପଣଙ୍କୁ ବହୁତ ସାହାର୍ଯ୍ୟ କରନ୍ତି । କୌଣସି ଏକ ଶନିବାର ଦିନ ଆପଣ ସୂର୍ଯ୍ୟଙ୍କ ଅସ୍ତ ହେବ ମାତ୍ରେ ଆପଣ କହିବାକୁ ଗଲେ ପୁରା ଶାନ୍ତି ବାତାବରଣ ଥିବା ସମୟରେ ଯେଉଁ ଜାଗାରେ ଏକ ପୁରୁଣା ଓସ୍ଥ ଗଛ ପାଖକୁ ଯାଅନ୍ତୁ ଓ ଗଲା ବେଳେ ସେଠାକୁ ଏକ ନାଲି ରଙ୍ଗର ସୂତା, ନାଲି ରଙ୍ଗର କପଡା ଓ ଏକ ମାଟିର ଦୀପରେ ଆପଣ ଘିଅ ଦେଇ ସେହି ଦୀପକୁ ଜାଲନ୍ତୁ ସେଥିରେ କିଛି କଳା ରାସୀ ମଧ୍ୟ ପକାନ୍ତୁ ।

ସେଠାରେ ଶାନ୍ତିରେ ବସନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ । ଏହାପରେ ସେହି ଗଛରୁ ଏକ ପାତ୍ର ଆଣି ସେଥିରେ ନେଇଥିବା ନାଲି ରଙ୍ଗରେ ଆପଣଙ୍କର ଯାହା ମନ କାମନା ଅଛି ସେଥିରେ ଲେଖନ୍ତୁ ଓ ଏହା ପରେ ସେଥିରେ ଓମ ହ୍ରୀଙ୍ଗ ବଟ ସ୍ଵାହା ଲେଖନ୍ତୁ । ଆପଣ ଯେଉଁ ପତ୍ରକୁ ଛିଣ୍ଡାଇ ସେଥିରେ ନିଜର କିଛି କଥା ଲେଖିଥିବା ମନ କାମନା ତାକୁ ଏକ ନାଲି ରଙ୍ଗର କପଡାରେ ବାନ୍ଧି ଯେଉଁ ଡାଳରୁ ଆଣିଥିରେ ସେହି ଡାଳରେ ନେଇ ୭ ଥର ବୁଲାଇ ବାନ୍ଧି ଦିଅନ୍ତୁ ।

ଏହା ପରେ ଆପଣ ନାଲି ସୂତାକୁ ନିଜ ହାତରେ ବାନ୍ଧି ଯଦି ଆପଣ ପୁରୁଷ ତେବେ ଡାହାଣ ହାତ ଓ ଯଦି ନାରୀ ତେବେ ବାମ ହାତରେ ବାନ୍ଧି ସେଠାରେ ହନୁମାନ ଚାଳିଶ ପାଠ କରନ୍ତୁ । ଏହି କାମ କଲାବେଳେ ଆପଣ ହନୁମାନ ଚାଳିଶା ପାଠ କରି ଏହି କର୍ମ କରିବା ଦରକାର । ତେବେ ଯାଇ ସେଥିରେ ସଫଳତା ମିଳିବ । ଏହାପରେ ସେଠାରେ ଶାନ୍ତିରେ ବସି ଏହି ମନ୍ତ୍ରକୁ ଜପ କରନ୍ତୁ । ଓମ ହ୍ରୀଙ୍ଗ ବଟ ସ୍ଵାହା କୁ ଆପଣ ଯେତିକି ପାରୁଛନ୍ତି ସେତିକି କରିବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ୨୭ ଥର ବା ୨୫୧ଥର ସେଠାରେ ମନରେ ଉଚାରଣ କରନ୍ତୁ ।

କରିସାରିଲା ପରେ ଆପଣ ନେଇଥିବା ନାଲି କପଡାରେ ଗୋଟିଏ ମୁଠା ମାଟି ଆଣି ସେହି ନାଲି କପଡାରେ ଗୁରାଇ ନିଜ ଘରକୁ ଆଣନ୍ତୁ । ଏହାପରେ ଆପଣ ସେହି ମାଟିକୁ ନିଜେ ରଖୁଥିବା ଧନ ଠାରେ ରଖନ୍ତୁ ଯଦି ଆପଣ ବ୍ୟବସାୟୀ ଅଟନ୍ତି ତେବେ ଆପଣ ନିଜର ଟଙ୍କା ବାସ୍କ ଉପରେ ରଖନ୍ତୁ । ଏହା ଆପଣ ଶନିବାର ଦିନ ଠାରୁ ୭ ଦିନ ପର୍ଯ୍ୟନ୍ତ କରିପାରନ୍ତି ବା ୭ ଟି ଶନିବାର ମଧ୍ୟ କରିପାରନ୍ତି । ଯାହା ଦ୍ଵାରା ଆପଣଙ୍କର ଯେଉଁ ମନ କାମନା ଲେଖିଥିଲେ ପୂର୍ଣ ହୋଇଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।