Jyotish Shastra- ସାଢେସାତୀର ହେଲା ଅନ୍ତ, ଆସନ୍ତା 1 ତାରିଖ ରୁ ଏହି 6 ଟି ରାଶିର ସବୁ କଷ୍ଟ ଦୂର କରିବେ ଶନିଦେବ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଏବଂ ଜ୍ୟୋତିଷ ବିଦ୍ୟା ରେ ଶନିଦେବ ଙ୍କର ବିଶେଷ ମହତ୍ତ୍ୱ ରହିଛି । ଶନି ଙ୍କୁ ସୂର୍ଯ୍ୟ ପୁତ୍ର ଏବଂ ନବଗ୍ରହ ରେ ବିଶେଷ ମନା ଯାଇଥାଏ । ଶନିଦେବ ସମସ୍ତ ପ୍ରକାର ଲୋକଙ୍କୁ ସାହାଯ୍ୟ କରିଥାନ୍ତି । କିନ୍ତୁ ଯିଏ ଅନୈତିକ କାମ ସବୁ କରିଥାନ୍ତି ତା ଉପରେ ଖୁବ କ୍ରୋଧିତ ହୋଇଯାଇଥାନ୍ତି । ବୈଦିକ ଗ୍ରନ୍ଥ ରେ ଶନି ର ପ୍ରଭାବ ବିଷୟରେ କୁହାଯାଇଛି । ଲୋକଙ୍କ ଚାଲି ଚଳନ ତା କୁଣ୍ଡଳୀ ଉପରେ ଶନି ର ପ୍ରଭାବ ନିର୍ଭର କରିଥାଏ ।

ଯଦି କାହା ଉପରେ ଶନିଙ୍କ ର କୃପା ପଡ଼ିଯାଏ ତେବେ ସେ ସବୁ ପ୍ରକାର ଅସୁବିଧା ରୁ ବାହାରିଆସେ ଏବଂ ତାର ଭାଗ୍ୟ ଚମକି ଯାଇଥାଏ । ଆଉ ଯଦି କାହା ଉପରେ ଶନି ର ଖରାପ ନଜର ପଡ଼ିଯାଏ ତେବେ ସିଏ ତାର ସମସ୍ୟା କୁ ସାରା ଜୀବନ ଚାହିଁଲେ ମଧ୍ୟ ଠିକ କରିପାରିନଥାଏ ।

ଶନି ଦେବ ଙ୍କର କୃପା ଫଳରେ ମନୁଷ୍ୟ କମ କଷ୍ଟ ରେ ବହୁତ କିଛି ଉନ୍ନତି କରିଦେଇଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନ ଜାଣିବା ସେହି ରାଶି ଗୁଡିକ ବିଷୟ ରେ ଯାହା ଉପରେ ଭଗବାନ ଶନି ଦେଵ ବହୁତ ସନ୍ତୁଷ୍ଟ ଅଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ସମ୍ପର୍କରେ ।

ପ୍ରଥମେ ମେଷ ରାଶି । ମେଷ ରାଶି ଙ୍କ ଉପରେ ଶନି ଦେବ ଙ୍କର ବିଶେଷ କୃପା ରହିଥାଏ । ଆପଣଙ୍କୁ ଆପଣଙ୍କ ବ୍ୟବସାୟ ରେ ଉନ୍ନତି ହେବ । ଖୁବଶୀଘ୍ର ଆପଣଙ୍କର ଉନ୍ନତି ସହ ଆପଣଙ୍କ ସବୁ କାମ ସହଜରେ ହୋଇଯିବ । ଆପଣଙ୍କ ପରିବାର ଖୁସି ରେ ରହିବେ । ଏହି ରାଶି ଉପରେ ଶନି ଦେବଙ୍କ ଆଶୀର୍ବାଦ ସର୍ବଦା ରହିବ ।

ଦ୍ୱିତୀୟ ବୃଷ ରାଶି । ଏହି ରାଶି ଙ୍କ ଉପରେ ଶନି ଦେବ ଙ୍କ କୃପା ରହିଆସିଛି । ଆପଣ ଆପଣଙ୍କ ଜୀବନ ରେ ଖୁବ ଉନ୍ନତି କରିବେ । ଆପଣଙ୍କ ଜୀବନସାଥୀ ଆପଣଙ୍କ ସାଥ ଦେବ । ଆପଣ ପ୍ରତିଟି କାର୍ଯ୍ୟ ରେ ସଫଳତା ହାସଲ କରିବେ । ଆପଣଙ୍କ ପରିବାର ମଧ୍ୟ ବହୁତ ଖୁସି ରେ ରହିବ । ତାପରେ ବୃଷ ରାଶି ର ଲୋକଙ୍କ ଉପରୁ ବର୍ତ୍ତମାନ ଶନି ଦେଵ ଙ୍କ କୋପ ହଟିବାକୁ ଯାଉଛି । ଆପଣଙ୍କ ଉପରେ ଶନି ଦେଵ ଙ୍କ କୃପା ଥିବାରୁ ଆପଣ ଏତେ ଉନ୍ନତି କରୁଛନ୍ତି ଏବଂ ଆଗକୁ ମଧ୍ୟ କରୁଥିବେ ।

ତାପରେ ସିଂହ ରାଶି । ଆପଣଙ୍କ ର ବର୍ତ୍ତମାନ ଖରାପ ସମୟ ସରିବାକୁ ଯାଉଛି । ଶନି ଦେବ ଙ୍କର ଆପଣଙ୍କ ପ୍ରତି କୃପା ଯୋଗୁଁ ଆପଣ ଆପଣଙ୍କ ଜୀବନରେ ଖୁବ ଉନ୍ନତି କରିବାକୁ ଯାଉଛନ୍ତି । ଆପଣଙ୍କ ପରିବାର ଏବଂ ଆପଣଙ୍କ ଜୀବନସାଥୀ ସହ ଏବେ ଆପଣ ଭଲ ସମୟ ବିତେଇବାକୁ ଯାଉଛନ୍ତି ।

ତାପରେ ତୁଳା ରାଶି । ଆପଣଙ୍କ ଉପରେ ଶନି ଦେଵ ଙ୍କ କୃପା ପ୍ରାରମ୍ଭ ହେବାକୁ ଯାଉଛି । କିନ୍ତୁ ଆପଣଙ୍କୁ ଡ଼ରିବାର କୌଣସି ଆବଶ୍ୟକତା ନାହିଁ । ଏହା ଆପଣଙ୍କ ଜୀବନରେ ଖୁବ ଉନ୍ନତି କରିବାକୁ ଯାଉଛି । ଆପଣଙ୍କୁ ଆପଣଙ୍କ ମନ ପସନ୍ଦ ର ଚାକିରୀ ମିଳିବ । ଆପଣ ଙ୍କର ଏବେ ଖୁସି ର ସମୟ ଆସିବାକୁ ଯାଉଛି ।

ତାପରେ କନ୍ୟା ରାଶି । ଆପଣଙ୍କୁ ଜଣାଇଦଉଛୁ ଯେ ଆପଣଙ୍କ ଉପରୁ ଏବେ ଶନି ଙ୍କର ଦୟା ଶେଷ ହୋଇସାରିଲାଣି । ଆଉ ଏହି କାରଣ ରୁ ଶନି ଦେଵ ଆପଣଙ୍କ ଉପରେ ବର୍ତ୍ତମାନ ପ୍ରସନ୍ନ ଅଛନ୍ତି । ଆପଣଙ୍କ ର ଆର୍ଥିକ ସ୍ଥିତି ବର୍ତ୍ତମାନ ଠିକ ହେବାକୁ ଯାଉଛି । ଆର୍ଥିକ ସ୍ଥିତି କୁ ଦେଖିକି ଏବେ ଆପଣଙ୍କ ପ୍ରତି ଲୋକଙ୍କ ବ୍ୟବହାର ବଦଳିବ । ଆପଣ ଆପଣଙ୍କ ପରିବାର ସହ ଖୁସି ରେ ରହିବେ ।

କୁମ୍ଭ ରାଶି ଆପଣଙ୍କ ର ଶନି ପ୍ରଥମ ଚରଣ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଡ଼ରିବାର କିଛି ନାହିଁ । ଏହା ଦ୍ୱାରା ଆପଣଙ୍କ ସବୁ କାମ ହେଇଯିବ । ଯେଉଁଥିରେ ଆପଣ ହାତ ଦେବେ ସେ କାମ ହେଇଯିବ । ଆପଣଙ୍କ ଭଲ ଦିନ ଆରମ୍ଭ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।