Gk Questions & Answers- ୧୦୦ ଟଙ୍କିଆ ନୋଟ କୁ ଏମିତି ଭାଙ୍ଗିବେ ଯେଉଁଥିରେ ୧୦ ଟଙ୍କିଆ ନୋଟ ନଥିବ ଓ ନୋଟ କେବଳ ୧୦ ଟି ଥିବ, କୁହତ କଣ କରିବେ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

ପୂର୍ବରୁ ପଚାରିଥିବା ପ୍ରଶ୍ନ :- ବରଗଛ କେଉଁ ଦେଶର ରାଷ୍ଟ୍ରୀୟ ଗଛ ଅଟେ ?

ଉ- ଭାରତ

୧- କଣ ଆପଣ କହିପାରିବେ କେଉଁ ଜୀବ ପାଖରେ ୩୨ଟି ମସ୍ତିଷ୍କ ଥାଏ ?

ଉ- ଜୋକ୍

୨- ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ମୁସଲମାନ ରହୁଛନ୍ତି ?

ଉ- ସିକ୍କିମ

୩- କଣ ଆପଣ କହିପାରିବେ କି ଏମିତି କେଉଁ ଫଳ ଅଛି ଯେଉଁଥିରେ କେବେ ପୋକ ଲାଗେ ନାହିଁ ?

ଉ- କଦଳୀ

୪- କେଉଁ ଚଢେଇର ସ୍ବର ସବୁଠାରୁ ସୁନ୍ଦର ହୋଇଥାଏ ?

ଉ- ବୁଲବୁଲ ବା ଘରଚଟିଆ

୫- ରାବଣର ପ୍ରକୃତ ନାମ କ’ଣ ଥିଲା ?

ଉ- ଦସଗ୍ରୀବ

୬- ଭାରତର ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟ କେଉଁଟା ଅଟେ ?

ଉ- ନାଳନ୍ଦା ବିଶ୍ଵବିଦ୍ୟାଳୟ

୭- ସବୁଠାରୁ ଅଧିକ ଆବେଗ/ଉତ୍କଣ୍ଠା କେଉଁ ପଶୁକୁ ହୋଇଥାଏ ?

ଉ- ହାତୀ ଠାରେ

୮- ସବୁଠାରୁ ଅଧିକ ସୁନାର ଖଣି କେଉଁ ଦେଶରେ ଅଛି ?

ଉ- ଭାରତରେ

୯- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୋକ ଇଣ୍ଟରନେଟ୍ ଚଲାଇ ଥାନ୍ତି।

ଉ- ମହାରାଷ୍ଟ୍ର

୧୦- ଅଭିନେତ୍ରୀ ଶ୍ରଦ୍ଧା କାପୁର୍ କାହାର ଝିଅ ଅଟନ୍ତି ?

ଉ- ଶକ୍ତି କାପୁର୍

୧୧- କେଉଁ ସାଗରରେ ଗୋଟିଏ ବି ମାଛ ପାଆନ୍ତି ନାହିଁ ?

ଉ- ମୃତ ସାଗର

୧୨- ଆମେରିକାରେ ଆଧାର କାର୍ଡକୁ କଣ କୁହାଯାଏ ?

ଉ- ଗ୍ରୀନ୍ କାର୍ଡ

୧୩- ସ୍ବାଧୀନତା ସମୟରେ ଭାରତରେ ମୋଟ କେତୋଟି ରାଜ୍ୟ ଥିଲା ?

ଉ- ଗୋଟିଏ ବି ନଥିଲା।

୧୪- ବିଶ୍ୱ ରୋଗ ଦିବସ କେବେ ପାଳନ ହୋଇଥାଏ ?

ଉ- ୧୧ ଫେବୃଆରୀ ରେ

୧୫- କେଉଁ ଭାରତୀୟ ଫିଲ୍ମରେ ୭୧ଟି ଗୀତ ଅଛି ?

ଉ- ଇନ୍ଦ୍ରସଭା

୧୬- କଣ ଆପଣ ଜିଣିଛନ୍ତି କି ବୁଢିଆଣୀ ଜାଲ କେଉଁଥିରୁ ପ୍ରସ୍ତୁତ ହୋଇଥାଏ ?

ଉ- ପ୍ରୋଟିନ୍ ରୁ

୧୭- ଭାରତର କେଉଁ ରାଜ୍ୟରେ ରାବଣର ମନ୍ଦିର ଅଛି ?

ଉ- ରାଜସ୍ଥାନ

୧୮- କେଉଁ ଭିଟାମିନ ଅଭାବରୁ ବାଳର ରଙ୍ଗ ଧଳା ହୋଇଯାଇ ଥାଏ ?

ଉ- ଭିଟାମିନ B3

୧୯- ଭିରତର ସବୁଠାରୁ ବଡ଼ କୋଠାଘର କେଉଁଠି ଅଟେ ?

ଉ- ରାଷ୍ଟ୍ରପତି ଭବନ

୨୦- ବିଶ୍ବର ପ୍ରଥମ ମୋବାଇଲ ଫୋନ କେଉଁ କମ୍ପାନୀ ପ୍ରସ୍ତୁତ କରିଥିଲା ?

ଉ- ମୋଟୋରୋଲା

୨୧- ପୃଥିବୀର ସବୁଠାରୁ ଶକ୍ତିଶାଳୀ ପଶୁ କିଏ ଅଟେ ?

ଉ- ବେଲଜିଆନ୍ ବ୍ଲୁ

୨୨- କେଉଁ ପକ୍ଷୀ କେବଳ ବର୍ଷା ପାଣି ପାଇ ଥାଏ ?

ଉ- ଚାତକ ପକ୍ଷୀ

୨୩- ଦୁନିଆର ସବୁଠାରୁ ବଡ଼ ଦେଶ କେଉଁଟା ଅଟେ ?

ଉ- ଋଷ୍

୨୪- ଭିବୋ କେଉଁ ଦେଶର କମ୍ପାନୀ ଅଟେ ?

ଉ- ଚୀନ

୨୫- ଗୋଟିଏ ୧୦୦ ଟଙ୍କାକୁ ଖୁଚୁରା କରନ୍ତୁ ଯେଉଁଥିରେ ୧୦ ଟଙ୍କିାର ନୋଟ୍ ନଥିବ କିନ୍ତୁ ନୋଟ୍ ୧୦ଟି ରହିବ, କୁହନ୍ତୁ କେମିତି କରିବେ ?

ଉ- ୨୦×୪,୫×୩,୨×୨,୧×୧ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।