ମୃତ୍ୟୁ ପୂର୍ବରୁ କରୋନା ବିଷୟରେ ଏହି ଝିଅ ଯାହା କହିଗଲା, ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ ଭିଡିଓ

ଭରତ ଏବେ କରୋନା ର ଦ୍ଵିତୀୟ ଲହରରେ ପୀଡିତ । ଏହା ପାଇଁ ଅନେକ ଲୋକ ନିଜ ପ୍ରିୟ ଜନ ଙ୍କୁ ହରାଇ ସାରିଲେଣି । ତେବେ ଆମେ ଆପଣଙ୍କୁ କହି ରଖିବାକୁ ଚାହିଁ ବୁକି ଆପଣ ନିଜକୁ ଘରେ ରାଖୀ ସୁରକ୍ଷିତ ରୁହନ୍ତୁ ।

ସର୍ବନାସ ଅପେକ୍ଷା ଆମେ ଯଦି ନିଜକୁ କିଛି ଦିନ ପାଇଁ ବନ୍ଦୀ କରିନେବା ତାହା ଅଧିକ ଭଲ ଅଟେ । ଏହାକୁ ହରାଇବା କଷ୍ଟ  ଦାଯକ ମାତ୍ର ଏହାକୁ ହରାଇବା ଅସମ୍ଭବ ନୁହେଁ । ହାତ ମିଶାନ୍ତୁ ପରସ୍ପରକୁ ସାହାରା ଦିଅନ୍ତୁ ଏହି ସମୟରେ । ନିଜର ହେଉ କି ପର ସବୁଙ୍କୁ ସାହାଜ୍ଯ କରନ୍ତୁ । ତେବେ ଆଉ ଏକ ଘଟଣା ଆସିଛି ସାମନାକୁ କି କିଭଳି ଏକ ଅଧ୍ୟାପିକା ନିଜର ଜୀବନ ହରାଇ ଛନ୍ତି । ଦିଲ୍ଲୀର ଏକ ଅଧ୍ୟାପିକା ଜିଏକି ଜଣେ ଆସିଷ୍ଟାନ ପ୍ରଫେସର ଥିଲେ।

ଚହମିୟା ଇସ୍ଲାମିୟା ୟୁନିବେର୍ସିଟି ରେ ସେ ଅଧ୍ୟାପିକା ଥିଲେ । ଏହାଙ୍କର ବୟଶ ହେଉଛି  ୩୮ । ତାଙ୍କ ନାମ ଡାକ୍ତର ନବିଲା ସାଦିକ ଙ୍କର ନି-ଧ-ନ ହୋଇ ଗଲା ।  ସେ ଅନେକ ଦିନରୁ କରୋନା ରେ ପୀ-ଡି-ତ ଥିଲେ । ଏହା ପରେ ସେ ନିଜକୁ ଖୁବ ଅସହାୟ ମନେ କରିଥିଲେ । ସେ ଫରିଦା ବାଦ ରେ ଏକ ହସ୍ପିଟାଲ ରେ ନିଜର ସେ-ସ ନି-ଶ୍ଵା-ସ ତ୍ୟା-ଗ କରିଥିଲେ ।

ଯିବା ସମୟରେ ସେ ଏଭଳି କିଛି କହିଥିଲେ ଯାହା ସଭିଙ୍କୁ ହଲାଇ ଦେଇ ରଖିଛି । କିଛି ଦିନ ତଳେ ତାଙ୍କ ମା ଙ୍କର ମୃ-ତ୍ୟୁ ହୋଇ ସାରିଥିଲା । ସେ ନିଜ ମାଙ୍କ ନି-ଧ-ନ ପରେ ନିଜକୁ ଖୁବ ଅସହାୟ ଓ ଦୁଃଖୀ ଅନୁଭବ କରିଥିଲେ। ଏହା ଉପରେ  ସେ କରୋନା ରେ ଆକ୍ରାନ୍ତ ଥିଲେ । ୪ ମେ ରେ ସେ ନିଜ  ପାଇଁ ଟ୍ବିଟ କରିକି ICU ମାଗିଥିଲେ । ୨ ମେ ରେ ସେ ନିଜ ଟ୍ବିଟ ରେ ଲେଖିଥିଲେ କି ଜେଭଳି ଭାବେ ସଂକ୍ରମଣ ବାଢୁଛି କେହି ବଞ୍ଚି ପାରିବେନି ।

ଦିଲ୍ଲୀ ରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି ଏଠାରେ ବଞ୍ଚିବା କଷ୍ଟ ଦାଯକ ହୋଇ ଗଲାଣି । ଯେଉଁ ଭଳି ପରିସ୍ଥିତି ରେ ଚିକିସ୍ଛା ଚାଲିଛି ଆଉ ଏହାର ଶୈଳୀ ଦେଖିକି ସେ ନିଜର ମତ ଦେଇଛନ୍ତି । ନବିଲା ଙ୍କର ହଠାତ ମୃ-ତ୍ୟୁ ପରେ ତାଙ୍କର ଛାତ୍ର ଓ ଛାତ୍ରୀ ମାନେ ଅଧିକ ସମୟ ଧରି ନିଜକୁ  ଗମ୍ଭୀର କରି ରଖିଥିଲେ । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।