Jyotish Shastra- ଆଜି ଠାରୁ ଶେଷ ହେଲା ଶନି ସାଢେସାତୀ, ଏହି 4 ଟି ରାଶିଙ୍କୁ ମିଳିବ ଜୀବନର ସବୁ ଖୁସି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଯେତେବେଳେ ଭଗବାନ ଶନି ଦେବ ଓ ମାତା ଲକ୍ଷ୍ମୀ ଯେଉଁ ରାଶି ଉପରେ ଖୁସି ହୋଇଥାନ୍ତି । ସେହି ରାଶି କୁ ବହୁତ ଖୁସି ଓ ଧନ ପ୍ରଦାନ କରିଥାନ୍ତି । ହିନ୍ଦୁ ଶାସ୍ତ୍ର ରେ ଏପରି କିଛି ରୋଚକ ତଥ୍ୟ ରହିଛି ଯାହା ସତ୍ୟ ପ୍ରମାଣିତ ହୋଇ ଅଛି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ଯାଇଥିବା ପ୍ରତ୍ୟେକ କଥା ସତ୍ୟ ଅଟେ । ବନ୍ଧୁଗଣ ଆମ ରାଶିର ଆମ ଜୀବନ ରେ ବହୁତ ପ୍ରଭାବ ରହିଛି । ମନୁଷ୍ୟ ଟି ଜନ୍ମ ହେବା ର ମାସ ତିଥି ସମୟ କୁ ଦେଖି ସେହି ମନୁଷ୍ୟ ର ରାଶି ନିର୍ଧାରଣ କରାଯାଇଥାଏ ।

ମନୁଷ୍ୟ ନିଜ ରାଶି ମାଧ୍ୟମ ରେ ନିଜର ଅତୀତ ଭବିଷ୍ୟତ ସବୁ ଜାଣିପାରିଥାଏ । ତେବେ କିଛି ରାଶି ହୋଇଥାନ୍ତି ଯେଉଁ ରାଶି ମାତା ଲକ୍ଷ୍ମୀ ଓ ଭଗବାନ ଶନି ଦେବ ଙ୍କୁ ସନ୍ତୁଷ୍ଟ କରିପାରିଥାନ୍ତି । ଆମେ ଆଜି ସେହି ରାଶି ବିଷୟ ରେ ଆପଣଙ୍କୁ କହିବାକୁ ଯାଉଛୁ । ସେହି ରାଶି ଗୁଡିକ ର କଣ ଲାଭ ହେବ କଣ କ୍ଷତି ହେବ ସେ ସମ୍ପର୍କରେ ସମସ୍ତ ସୂଚନା ଆଜି ଆମେ ଆପଣଂକୁ ଜଣାଇବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ବହୁତ କିଛି କଥା ।

ବୃଷ ରାଶି –

ବନ୍ଧୁଗଣ ବୃଷ ରାଶି ର ସମସ୍ତ ବ୍ୟକ୍ତିଙ୍କ ସମସ୍ତ ଖରାପ ସମୟ ର ଅନ୍ତ ଘଟିଛି । ବର୍ତ୍ତମାନ ସେମାନଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି । ଏହି ରାଶି ଉପରେ ମାତା ଲକ୍ଷ୍ମୀ ଓ ଭଗବାନ ଶନି ଦେବ ବହୁତ ସନ୍ତୁଷ୍ଟ ହୋଇଛନ୍ତି । ମତ ଲକ୍ଷ୍ମୀ ଓ ଶନି ଦେବ ଙ୍କର ସମସ୍ତ କୁ ପ୍ରଭାବ ର ବର୍ତ୍ତମାନ ଅନ୍ତ ଘଟିବ ଏବଂ ଏହି ରାଶି ଗୁଡିକୁ ବହୁତ ଖୁସି ଓ ଧନ ମିଳିବ । ଏହି ରାଶିର ବ୍ୟକ୍ତି ମାନେ କୌଣସି କାରଣ କୁ ନେଇ ଦ୍ଵିଧା ରେ ପଡି ପାରନ୍ତି । କିନ୍ତୁ ନିଜର ଉପଯୁକ୍ତ ବୁଦ୍ଧି ବଳ ରେ ସେ ସେଥିରୁ ମଧ୍ୟ ମୁକ୍ତ ହୋଇପାରିବେ । ବାସ୍ତବ ରେ ଏମାନଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି ।

ମିଥୁନ ରାଶି –

ଏହି ରାଶି ଉପରେ ବିଗତ ବହୁତ ଦିନ ହେବ ଭଗବାନ ଶନି ଦେବ ଙ୍କ ର କୁ ପ୍ରଭାବ ପଡି ଆସୁଥିଲା । କିନ୍ତୁ ବର୍ତ୍ତମାନ ଏହି ରାଶି ର ଶୁଭ ସମୟ ଆରମ୍ଭ ହେବକୁ ଯାଉଛି । ଏମନଙ୍କ ଉପରେ ମାତା ଲକ୍ଷ୍ମୀ ଓ ଶନି ଦେବ ଙ୍କ ର ଅପାର କୃପା ବର୍ଷିବା କୁ ଯାଉଛି ଯାହା ଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୁର ହେବ । ଏହି ନୂତନ ସମୟରେ ଆପଣ ବହୁତ ଉନ୍ନତି କରିବେ । ଆପଣ କୌଣସି ପ୍ରକାର ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ । ଆପଣଙ୍କ ପାରିବାରିକ ଜୀବନ ବହୁତ ହସ ଖୁସି ରେ କଟିବ । ସମସ୍ତ ଚିନ୍ତା ରୁ ମୁକ୍ତି ମିଳିବ ।

ମେଷ ରାଶି –

ଶନି ଦେବ ଓ ମାତା ଲକ୍ଷ୍ମୀ ଙ୍କ କୃପା ରୁ ଏହି ରାଶି ଉପରେ ପ୍ରଚୁର ଖୁସି ଓ ଧନ ବର୍ଷା ହେବାକୁ ଯାଉଛି । ଏହି ନୂତନ ସମୟ ରେ ଆପଣ ଙ୍କ ଆର୍ଥିକ ଉନ୍ନତି ହେବ । ଆପଣ କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରିବେ । ଛାତ୍ର ଛାତ୍ରୀ ମାନଙ୍କ ର ବିଦ୍ୟା ରେ ଉନ୍ନତି ହେବ । ସମସ୍ତ ପରୀକ୍ଷା ରେ ସଫଳ ହେବେ । ପାରିବାରିକ ଜୀବନ ବହୁତ ଖୁସି ରେ ଅତିବାହିତ କରିବେ । ତରତର ହୋଇ କୌଣସି କାର୍ଯ୍ୟ କରିବେ ନାହିଁ ଏପରି କରିବା ଦ୍ୱାରା ଆପଣ ଅନେକ ଅସୁବିଧା ର ସମ୍ମୁଖୀନ ହେବେ । ବାସ୍ତବ ରେ ଆପଣଙ୍କ ଜୀବନ ରେ ବହୁତ ଖୁସି ମିଳିବାକୁ ଯାଉଛି ।

ତୁଳା ରାଶି –

ଶନି ଦେବ ଓ ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ଜୀବନ ରେ ମଧ୍ୟ ବହୁତ କିଛି ପରିବର୍ତ୍ତନ ହୋଇପାରେ । ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଏହି ସମୟ ଟି ଆପଣଙ୍କ ପାଇଁ ବହୁତ ଭଲ ସମୟ ଅଟେ ତେଣୁ ଆପଣ ବିନା କୌଣସି ଦ୍ଵନ୍ଦ ରେ କାର୍ଯ୍ୟ ଆରମ୍ଭ କରନ୍ତୁ । ଚାକିରୀ କରିଥିବା ବ୍ୟକ୍ତି ମାନଙ୍କର ପଦୋନ୍ନତି ମିଳିବ । ବିଭିନ୍ନ ପ୍ରକାର ଖୁସି ର ଆପଣଙ୍କ ଘରକୁ ସୁଅ ଛୁଟିବ । ବହୁତ ଖୁସିରେ ଆପଣଙ୍କ ଜୀବନ ଅତିବାହିତ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।