ସେ ନିଜ ସ୍ତ୍ରୀ, ଝିଅ ଓ ଭଉଣୀକୁ ଦେଖିପାରେ, କିନ୍ତୁ ନିଜ ମା’କୁ ଦେଖି ପାରେନାହିଁ, ତାହା କ’ଣ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ?

ଉ: ଇନ୍ଦିରା ଗାନ୍ଧୀ

୨- ଭାରତର ସବୁଠାରୁ ବଡ ହ୍ରଦର ନାମ କଣ ?

ଉ: ବୁଲର ହ୍ରଦ

୩- କର୍ଣ୍ଣାଟକର ରତ୍ନ କାହାକୁ କୁହାଯାଏ ?

ଉ: ମହୀଶୂର

୪- କେଉଁ ପଶୁର ତିନୋଟି ଆଖିପତା ଥାଏ ?

ଉ: ଓଟ

୫- କିଏ ଶୂନ୍ୟ (0) ର ଆବିଷ୍କାର କରିଥିଲେ ?

ଉ: ଆର୍ଯ୍ୟଭଟ୍ଟ

୬- ଟାଇପରାଇଟର ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଇଟାଲୀ

୭- କେଉଁ ଦେଶରେ ରାତିରେ ଚାଷକାର୍ଯ୍ୟ କରାଯାଏ ?

ଉ: ନରୱେ

୮- କେଉଁ ଦେଶରେ କଳା ଗୋଲାପ ଦେଖିବାକୁ ମିଳେ ?

ଉ: ତୁର୍କୀ

୯- କେଉଁ ମସିହାରେ ଭାରତରେ ୨୫ ପଇସାର ପ୍ରଚଳନ ବନ୍ଦ କରା ଯାଇଥିଲା ?

ଉ: ୨୦୦୫

୧୦- କାହାକୁ ହାଇଦ୍ରାବାଦର ଜାଆଁଳା ନଗର କୁହାଯାଏ ?

ଉ: ଶିକନ୍ଦରାବାଦ

୧୧- କାହାକୁ ଫଳ ମାନଙ୍କ ରାଣୀ କୁହାଯାଏ ?

ଉ: ଲିଚି

୧୨- କେଉଁ ଜୀବର ୮ଟି ଆଖି ଥାଏ ?

ଉ: ଷ୍ଟାର ଫିସ୍

୧୩- କେଉଁ ଦେଶରେ ନଇଁ ହୋଇ ରହିଥିବା ମୀନାର ଅଛି ?

ଉ: ଇଟାଲୀ

୧୪- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ?

ଉ: ବାଂଲାଦେଶ

୧୫- କେଉଁ ଦେଶରେ ସବୁଠୁ ଅଧିକ ପୋଷ୍ଟ ଅଫିସ ଅଛି ?

ଉ: ଭାରତ

୧୬- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉ: ଡା: ରାଜେନ୍ଦ୍ର ପ୍ରସାଦ

୧୭- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଚନ୍ଦନ ଗଛ ଦେଖାଯାଏ ?

ଉ: କର୍ଣ୍ଣାଟକ

୧୮- କେଉଁ ଦେଶର ଲୋକେ ଷଣ୍ଢ ସହ ଲଢେଇ କରିଥାନ୍ତି ?

ଉ: ସ୍ପେନ

୧୯- କେଉଁଠାରେ ଦୁନିଆର ସବୁଠୁ ପୁରୁଣା ଗଛ ଦେଖିବାକୁ ମିଳେ ?

ଉ: କାଲିଫର୍ଣ୍ଣିଆ

୨୦- ସେ ନିଜ ସ୍ତ୍ରୀ, ଝିଅ ଓ ଭଉଣୀକୁ ଦେଖିପାରେ । କିନ୍ତୁ ନିଜ ମା’କୁ ଦେଖି ପାରେନାହିଁ । ତାହା କ’ଣ ?

ଉ: ଶାଦୀ (ବିବାହ)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।