ସେନା ବର୍ଡର ଉପରେ ପ୍ରସ୍ତୁତ କରିଲେ ସବୁଠୁ ବଡ ବୋଫୋର୍ସ ତୋପ, ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟକାରି…. ଜାଣନ୍ତୁ ପୁରା ଘଟଣା

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବହୁତ ଲମ୍ବା ସମୟ ଧରି ଚାଲିଛି । ଏବଂ ଏହିଭଳି ସ୍ଥିତିରେ ପାକ ତରଫରୁ ଲଗାତାର ସୀଜଫାୟର ବି କରା ଯାଉଛି । ଏହା ଏକ ବଡ ଚିନ୍ତାର ବିଷୟ ଅଟେ । କାରଣ ସୀଜଫାୟର ସମୟରେ କେବଳ ସୈନିକ ଭାଇମାନଙ୍କର ନୁହେଁ ଏଥିରେ ସାଧାରଣ ଜନତାଙ୍କର ବି ଜୀବନ ଯାଇପାରେ । ବର୍ତ୍ତମାନ ହିଁ ଏମିତି କେତେଥର ହୋଇ ସାରିଛି । ପୁଲୱାମା ଆକ୍ରମଣ ପରେ ପାଖାପାଖି ୧୦୦ ଥର ସୀଜଫାୟରର ଉଲ୍ଲଂଘନ କରି ସାରିଛି ପାକିସ୍ତାନ । ଯେଉଁଥିରେ କେତେ ଲୋଙ୍କର ଜୀବନ ମଧ୍ୟ ଯାଇ ସାରିଛି । ବର୍ତ୍ତମାନ ସେନା ଏହି ମାମଲାରେ ବିଲକୁଲ ତ୍ରୁଟି ରଖିବାକୁ ଚାହୁଁନାହିଁ ।

ଭାରତୀୟ ସେନା ତରଫରୁ କୁହା ଯାଇଛି କି ବର୍ତ୍ତମାନ ପାକକୁ ଏମିତି ଜବାବ ଦିଆଯିବ କି ସେ ଆଉ କେବେ ବି ବୁଲି ଭାରତକୁ ଦେଖିବ ନାହିଁ । ଆପଣଙ୍କୁ କହି ଦେଉଛୁ ଯେ ଦ ଇଣ୍ଡିଆନ ଆର୍ମୀର ପ୍ରେସ ଇନ୍ଫୋର୍ମେଶନ ବ୍ଯୂରୋ ଡିଫେନ୍ସ ୱିଂଗ ଏକ ଲିଖିତ ସ୍ଟେଟମେଂଟ ଲିଖିତ ଜାରୀ କରିଛନ୍ତି । ଏବଂ ସେଥିରେ ପାକକୁ ଚେତାବନୀ ଦିଆ ଯାଇଛି କି ଯଦି ପାକ ସୀଜଫାୟରକୁ ବନ୍ଦ ନକରେ ତେବେ ତାହାକୁ ଏହା ପାଇଁ କଡା ଜବାବ ଦିଆଯିବ ।

ବର୍ତ୍ତମାନ ଲାଗୁଛି କି ପାକକୁ ଜବାବ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ରିପୋର୍ଟ ଅନୁସାରେ କାଶ୍ମୀରର ସୀମାବର୍ତୀ ଅଞ୍ଚଳରେ ବର୍ତ୍ତମାନ ବୋଫୋର୍ସ ତୋପ ରଖାଯାଇ ସାରିଛି । ରିପୋର୍ଟ ଅନୁସାରେ ଯେଉଁ ଅଞ୍ଚଳରେ ସୀଜଫାୟର ହେବ, ତେବେ ସେହି ତୋପ ସାହାର୍ଯ୍ୟରେ ସେହି ଅଞ୍ଚଲକୁ ପୁରା ଉଡାଇ ଦିଆଯିବ । ଯାହା ଦ୍ଵାରା ନା ରହିବ ବାଉଁଶ ଏବଂ ନା ବାଜୀବ ବାଂସୁରୀ ।

ସେନା ବହୁତ ଲମ୍ବା ସମୟ ପରେ ବୋଫୋର୍ସ ତୋପକୁ ସୀମା ଉପରେ ରଖିବା ପାଇଁ ନିଷ୍ପତି ନେଇଛି । ଏବଂ ଏହା ପାକିସ୍ତାନ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ଅଟେ କାରଣ ଗୋଟିଏ ତୋପ ତାଙ୍କର କେତେକ ଠିକଣାକୁ ଗୋଟିଏ ସେକେଣ୍ଡରେ ନଷ୍ଟ କରିଦେବ । ବର୍ତ୍ତମାନ କହି ଦେଉଛୁ ଯେ ସରକାର ତରଫରୁ ସେନାଙ୍କୁ ବର୍ତ୍ତମାନ ନିଜ ସ୍ତରରେ ହିଁ ସେମାନେ ସବୁ ନିଷ୍ପତି ନେଇ ପାରିବେ ବୋଲି କୁହା ଯାଇଛି । ଯାହା ପରେ ପାକକୁ ପଛକୁ ଫେରାଇବା ପାଇଁ ଇଣ୍ଡିଆନ ଆର୍ମୀ ଦ୍ଵାରା ଲଗାତାର ଚେଷ୍ଟା କରା ଯାଉଛି ।

ପୋଷ୍ଟଟିକୁ ସମସ୍ତଙ୍କ ସହିତ ସେଆର କରନ୍ତୁ ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରିବେ ।