ଶାଶୁ ମା’ଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି ନାମର ବୋହୁମାନେ, ଦୁଇ ଜଣଙ୍କ ମଧ୍ୟରେ ଥାଏ ଗଭୀର ଭଲ ପାଇବା

ଶାଶୁ ଓ ବୋହୁଙ୍କର ଯୋଡି ସବୁବେଳେ ନିଜର ଝଗଡାକୁ ନେଇ ବଦନାମ ଅଟେ । କିନ୍ତୁ ସବୁ ଶାଶୁ ଓ ବୋହୁମାନେ ଏମିତି ନୁହନ୍ତି କି ପରସ୍ପର ସହିତ ଲଢନ୍ତି । କିଛି ଏମିତି ବି ଶାଶୁ ଅଛନ୍ତି ଯେଉଁମାନଙ୍କର ବୋହୁ ବହୁତ ଭଲ ହୋଇଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ୫ ଟି ଏମିତି ନାମ ବିଷୟରେ କହିବାକୁ ଯାଉଛୁ ଯେଉଁ ନାମର ଝିଅମାନେ ଯେତେବେଳେ ବୋହୁ ହୋଇଥାନ୍ତି ତେବେ ସେମାନେ ଶାଶୁଙ୍କର ଫେବରେଟ ହୋଇଥାନ୍ତି ।

A ନାମର ବୋହୁମାନେ

Image courtesy: Google

ଏହି ନାମର ବୋହୁମାନେ ନିଜ ଶାଶୁଙ୍କର ବହୁତ ରେସ୍ପେକ୍ଟ କରନ୍ତି । ଏମାନେ ତାଙ୍କର ସବୁ କଥା ମାନନ୍ତି । ଏମାନେ ନିଜ ଶାଶୁଙ୍କୁ ଦୁଖି ଦେଖିବାକୁ ଚାହାନ୍ତି ନାହିଁ । ଏମାନେ ତାଙ୍କର ସମ୍ମାନର ପୁରା ଧ୍ୟାନ ରଖିଥାନ୍ତି । ଏହି କାରଣ ଅଟେ କି ଶାଶୁମାନେ ଏହି ନାମର ବୋହୁମାନଙ୍କୁ ବହୁତ ଭଲ ପାଆନ୍ତି ।

S ନାମର ବୋହୁମାନେ

Image courtesy: Google

ଏମାନେ ବହୁତ ପ୍ରତିଭାଶାଳୀ ହୋଇଥାନ୍ତି । ଏମାନନେ ଘରକୁ ଆସିବା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ଏମାନେ ନିଜ ଶଶୁରଙ୍କ ନାମ ସମାଜରେ ଉଚ୍ଚ କରିଥାନ୍ତି । ପୁରା ଘରକୁ ଏମାନେ ଭଲ ଭାବରେ ସମ୍ଭାଳିଥାନ୍ତି । ଏହି କାରଣରୁ ଶାଶୁ ମା’ ଏହି ବୋହୁଙ୍କର ବଡ ଫ୍ୟାନ ହୋଇ ଯାଆନ୍ତି । ତାଙ୍କର ସବୁ ଚିନ୍ତା ସମାପ୍ତ ହୋଇଯାଏ ।

G ନାମର ବୋହୁମାନେ

Image courtesy: Google

ଏହି ନାମର ମହିଳାମାନେ ନିଜର ଶାଶୁଙ୍କ ସହିତ ବହୁତ ମିଠା ମିଠା କଥା ହୋଇଥାନ୍ତି । ବୋହୁର ମିଠା କଥା ଶୁଣି ଶାଶୁ ତରଳି ଯାଏ । ଏହା ଛଡା ଏହି ନାମର ବୋହୁମାନେ ଏମିତି କୌଣସି କାମ କରନ୍ତି ନାହିଁ ଯାହା ଶାଶୁଙ୍କୁ ଦୁଃଖିତ କିମ୍ବା କ୍ରୋଧିତ କରିଦେବ ।

P ନାମର ବୋହୁମାନେ

Image courtesy: Google

ନିଜ ଶାଶୁକୁ କେମିତି ମନାଇବାର ଅଛି ଏହା ଏମାନଙ୍କୁ ଭଲ ଭାବେ ଜଣା ଅଟେ । ଏମାନେ ବହୁତ ଚାଲାଖ ଓ ବୁଦ୍ଧିମାନ ଅଟନ୍ତି । ଶାଶୁଙ୍କ ସାମନାରେ ଏମାନେ ସବୁବେଳେ ଭଲ ହୋଇ ରହିଥାନ୍ତି । ନିଜର ଭଲ ଚରିତ୍ର ପାଇଁ ଶାଶୁ ଏମାନଙ୍କୁ ବହୁତ ପସନ୍ଦ କରନ୍ତି ।

K ନାମର ବୋହୁମାନେ

Image courtesy: Google

ଏମାନେ ବହୁତ କେୟାରିଙ୍ଗ ନେଚର ହୋଇଥାନ୍ତି । କେବଳ ଶାଶୁଙ୍କର ନୁହେଁ, ଶାଶୁଘରେ ସମସ୍ତଙ୍କର ଏମାନେ ଧ୍ୟାନ ରଖନ୍ତି । ଏମାନଙ୍କର ଏହି ମନୋଭାବ ସମସ୍ତଙ୍କ ହୃଦୟ ଜିତି ନିଏ । ଖାସକରି ଶାଶୁ ଏମାନଙ୍କୁ ନେଇ ବହୁତ ଇମୋଶନଲ ହୋଇ ଯାଆନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।