ଶରୀରର ଏହି 5 ଟି ଜାଗାରେ କଳାଜାଇ ହୋଇଥାଏ ସଚ୍ଚା ପ୍ରେମର ସଙ୍କେତ, ନିଜ ପାର୍ଟନର ଙ୍କ ପାଇଁ କିଛି ବି କରି ପାରନ୍ତି ଏମାନେ- Jyotish Shastra

ସମସ୍ତଙ୍କ ଶରୀରରେ କଳାଜାଇ ଥାଏ । ଯାହାକି ଏକ ସାମାନ୍ୟ କଥା ଅଟେ । ଏମିତି ବହୁତ କମ ଲୋକ ଥିବେ ଯେଉଁମାନଙ୍କ ଶରୀରରେ କଳାଜାଇ ନ ଥିବ । ହସ୍ତରେଖା ବିଜ୍ଞାନ ଅନୁସାରେ ବ୍ୟକ୍ତିମାନଙ୍କ ଶରୀରର କିଛି ଖାସ ଅଂସରେ କଳାଜାଇ ରହିବା ତାଙ୍କର ପ୍ରେମ ଜୀବନ ବିଷୟରେ ବହୁତ କିଛି କହିଥାଏ । ଏହି ସବୁ କଳାଜାଇକୁ ଅଧ୍ୟୟନ କରି ଆପଣ କହି ପାରିବେ କି ସେହି ବ୍ୟକ୍ତିର ସ୍ଵଭାବ କେମିତି ହୋଇଥିବ । ତାହା ପ୍ରେମ ଜୀବନ କେମିତି ରହିବ ।

ଆଜି ଆମେ ଆପଣଙ୍କୁ ଏହି ଆର୍ଟିକୀଳ ମାଧ୍ୟମରେ କହିବୁ କି ଶରୀରର କେଉଁ ଅଂସରେ କଳାଜାଇ ଥିଲେ ତାହା ପ୍ରେମ ଜୀବନ ପାଇଁ ଶୁଭ ହୋଇଥାଏ ।

ମୁଣ୍ଡରେ କଳାଜାଇ

ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନଙ୍କ ମୁଣ୍ଡର ମଧ୍ୟ ଭାଗରେ କଳାଜାଇ ଥାଏ ତେବେ ତାଙ୍କ ବିଷୟରେ କୁହାଯାଏ କି ଏହି କଳାଜାଇ ଅସଲ ପ୍ରେମର ଚିହ୍ନ ହୋଇଥାଏ । ଏହି ବ୍ୟକ୍ତିମାନେ ନିଜର ପାର୍ଟନରକୁ ବହୁତ ଭଲ ପାଆନ୍ତି । ଏମାନେ ବିନା କୌଣସି ସ୍ଵାର୍ଥରେ ନିଜର ଲଭର କିମ୍ବା ପାର୍ଟନର ସହିତ ସବୁ କ୍ଷେତ୍ରରେ ସାଥ ଦେଇଥାନ୍ତି । ଏହା ସହିତ ମୁଣ୍ଡରେ କଳାଜାଇ ରହିବା ବ୍ୟକ୍ତିର ଆର୍ଥିକ ସ୍ଥିତି ବିଷୟରେ କହିଥାଏ । ମୁଣ୍ଡର ଡାହାଣ ପଟେ କଳାଜାଇ ରହିବା ଟଙ୍କା ସେଭିଙ୍ଗ କରିବାର ସଂକେତ ଦେଇଥାଏ । ଅନ୍ୟ ପଟେ ବାମ ପଟେ କଳାଜାଇ ଅଧିକ ଖର୍ଚ ଆଡକୁ ସଂକେତ ଦେଇଥାଏ ।

ଆଖିରେ କଳାଜାଇ

ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନଙ୍କ ଡାହାଣ ଆଖିରେ କଳାଜାଇ ଥାଏ ତେବେ ସେମାନଙ୍କ ବିଷୟରେ କୁହାଯାଏ କି ଏହିଭଳି ଲୋକମାନଙ୍କୁ ଜଲ୍ଦି ହିଁ ନିଜ ଜୀବନରେ ଭଲ ଜୀବନସାଥି ମିଳିଥାଏ । ଏମାନଙ୍କ ବିବାହିତ ଜୀବନ ଖୁସି ଭରା ହୋଇଥାଏ । ଯଦି କଳାଜାଇ ବାମ ପାଟ ଆଖିରେ ଥାଏ ତେବେ ପାର୍ଟନର ସହିତ ସାମାନ୍ୟ ଜୀବନ ଆଡକୁ ସଂକେତ କରିଥାଏ ।

ଉପର ଓଠରେ କଳାଜାଇ

ଓଠ ଉପରେ କଳାଜାଇ ହେବା ପ୍ରେମର ଚିହ୍ନ ହୋଇଥାଏ । ଏହା ଛଡା ଏହିଭଳି ଚିହ୍ନ ପ୍ରେମ ମାମଲାରେ ବହୁତ ଶୁଭ ହୋଇଥାଏ । ଯେଉଁ ମହିଳାମାନଙ୍କ ଉପର ଓଠରେ କଳାଜାଇ ଥାଏ ସମୁଦ୍ର ଶାସ୍ତ୍ର ଅନୁସାରେ ଏହିଭଳି ମହିଳାମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଓ ଏମାନେ ନିଜର ପ୍ରେମ ଜୀବନରେ ପୂରାପୂରି ଏନଜୟ କରିଥାନ୍ତି । ପାର୍ଟନର ସହିତ ଏମାନଙ୍କର ବହୁତ ଭଲ ରହିଥାଏ ।

ବେକ ଉପରେ କଳାଜାଇ

ଯେଉଁ ବ୍ୟକ୍ତିମାନଙ୍କର ବେକ ଉପରେ କଳାଜାଇ ଥାଏ ତାଙ୍କ ବିଷୟରେ କୁହାଯାଏ କି ଏହିଭଳି ଲୋକମାନେ ପ୍ରେମ ମାମଲାରେ ବହୁତ ଲକି ହୋଇଥାନ୍ତି । ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି ଏହି କଳାଜାଇ ଡାହାଣ ପଟ ବେକ ଉପରେ ଥାଏ ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ । କୌଣସି ମହିଳାର ବେକ ମଝିରେ କଳାଜାଇ ହେବା ତାହାର ରୋମାଣ୍ଟିକ ସ୍ଵଭାବ ଆଡକୁ ସଂକେତ କରିଥାଏ ଓ ତାଙ୍କୁ ଶୋଭାଗ୍ୟଶାଳୀ ଜୀବନ ପ୍ରାପ୍ତ ହୋଇଥାଏ ।

ଆଣ୍ଠୁରେ କଳାଜାଇ

କୌଣସି ବି ବ୍ୟକ୍ତିର ଆଣ୍ଠୁରେ କଳାଜାଇ ହେବା ତାହାର ସୁଖୀ ବୈବାହିକ ଜୀବନ ଆଡକୁ ସଂକେତ କରିଥାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ଏହିଭଳି ଲୋକମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଯଦି ଆପଣଙ୍କର ଡାହାଣ ଆଣ୍ଠୁରେ କଳାଜାଇ ଅଛି ତେବେ ଏହା ସଂକେତ ଦେଇଥାଏ କି ଆପଣଙ୍କ ପାର୍ଟନରଙ୍କ ସହିତ ଆପଣଙ୍କ ଗୃହସ୍ତ ଜୀବନ ସୁଖପୂର୍ବକ ବ୍ୟତିତ ହେବ । ଯଦି ଏହି କଳାଜାଇ ଆପଣଙ୍କ ବାମ ପଟ ଆଣ୍ଠୁରେ ଅଛି ତେବେ ଏହା କୁହାଯାଏ କି ଏହିଭଳି ପ୍ରେମୀମାନଙ୍କୁ ତାଙ୍କର ଜୀବନସାଥି ସହଜରେ ମିଳିଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।