ଅଭିନେତ୍ରୀ ହେବା ପୂର୍ବରୁ ଏହି ଲୋକମାନଙ୍କୁ ଡେଟ କରିସାରିଛନ୍ତି ସାରା, ୩ ନମ୍ବରଙ୍କ ଜେଜେବାପା ଅଟନ୍ତି ବଡ ନେତା

ବଲୀଉଡର ନବାବ କୁହାଯାଉଥିବା ସୈଫ ଅଲୀ ଖାନଙ୍କର ଝିଅ ସାରା ଅଲୀ ଖାନ ଆଜିକାଲି ବହୁତ ଚର୍ଚାରେ ଅଛନ୍ତି । କହିଦେଉଛୁ କି କିଛି ଦିନ ପୂର୍ବେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ କେଦାରନାଥ ଓ ସିମ୍ବା ସୁପରହିଟ ପ୍ରମାଣିତ ହୋଇ ଅଛି ଓ ଦର୍ଶକ ମାନେ ସାରାଙ୍କର ଅଭିନୟକୁ ବି ବହୁତ ପସନ୍ଦ କରି ଥିଲେ । ଏମିତିରେ ଲୋକମାନେ ସାରାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ବହୁତ ଇଚ୍ଛୁକ ଅଛନ୍ତି ।

ବର୍ତ୍ତମାନ ହିଁ କିଛି ଦିନ ତଳେ ସାରା କହିଥିଲେ କି ସେ କାର୍ତ୍ତିକ ଆର୍ୟନଙ୍କ ସହିତ ଡେଟରେ ଯିବାକୁ ଚାହୁଁଛନ୍ତି । କିନ୍ତୁ କାର୍ତ୍ତିକ ଆର୍ୟନଙ୍କ ପୂର୍ବରୁ ସାରାଙ୍କ ହୃଦୟକୁ ବହୁତ ଜଣ ଆସି ସାରିଛନ୍ତି । ଏମିତିରେ ଲୋକମାନଙ୍କ ମନରେ ବହୁତ ପ୍ରଶ୍ନ ଉଙ୍କି ମାରୁଛି । ଏଥିପାଇଁ ଆଜି ଆମେ ଆପଣଙ୍କୁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଉପରେ ସାରାଙ୍କର ହୃଦୟ ଆସି ସାରିଛି ।

୧. ଈଶାନ ଖଟ୍ଟର

ବଲୀଉଡରେ ଆସିବା ପୂର୍ବରୁ ସାରା, ଈଶାନ ଖଟ୍ଟରଙ୍କୁ ଡେଟ କରି ସାରିଛନ୍ତି । ଏତିକି ନୁହେଁ ତାଙ୍କୁ ପ୍ରାୟତଃ ବହୁତ ଥର ଓ ବହୁତ ଜାଗାରେ ଏକ ସହିତ ଟାଇମ ସ୍ପେଂଡ କରିବାର ବି ଦେଖା ଯାଇଛି ।

୨. ହର୍ଷବର୍ଦ୍ଧନ କପୂର

ମିଡିଆ ରିପୋର୍ଟ ଅନୁସାରେ ସାରା ଓ ହର୍ଷବର୍ଦ୍ଧନ କପୁର ଗୋଟିଏ ସମୟରେ ଏକ ସହିତ ରହୁଥିଲେ ଓ ଦୁଇ ଜଣ ଏକା ସହିତ ଥିଏଟର, ରେଷ୍ଟୁରାଣ୍ଟ ରେ ବି ନଜର ଆସୁଥିଲେ । କିନ୍ତୁ ଦୁଇ ଜଣଙ୍କର ଏହି ସମ୍ପର୍କରେ ସାରାଙ୍କର ମା’ ଅମୃତା ସିଂହ ଖୁସି ନ ଥିଲେ, ଯେଉଁ କାରଣରୁ ଦୁଇ ଜଣ ଅଲଗା ହୋଇଗଲେ ।

୩. ବୀର ପହରିୟା

ପ୍ରସିଦ୍ଧ ପଲିଟିସିୟନ ସୁଶୀଲ କୁମାର ଶିଂଦେଓଙ୍କର ନାତି ବୀର ପହରିୟାଙ୍କୁ ବି ସାରା ଡେଟ କରିଥିଲେ । କହିବାକୁ ଗଲେ ସୋସିଆଲ ମିଡିଆ ଆକାଉଣ୍ଟରେ ସାରା ବୀରଙ୍କ ସହିତ ନିଜର ଫଟୋ ଅପଲୋଡ କରି ତାଙ୍କ ପାଇଁ ନିଜର ପ୍ରେମକୁ ଜାହିର ବି କରିଥିଲେ । କିନ୍ତୁ ବ୍ରେକଅପ ହେବା ପରେ ସାରା ଏହି ଫଟୋକୁ ଡିଲିଟ କରିଦେଲେ ।

୪. ଓରହାନ ଅବାତ୍ରମାନୀ

ଅଭିନେତ୍ରୀ ସାରା ଓରହାନ ଅବାତ୍ରମାନୀଙ୍କୁ ବି ଡେଟ କରିଛନ୍ତି । କହିଦେଉଛୁ କି ଓରହାନ ସାରାଙ୍କ ସହିତ କୋଲଂବିୟା ୟୁନିବର୍ସିଟିରେ ପଢୁଥିଲେ ଓ ଦୁଇ ଜଣ ଭଲ ବନ୍ଧୁ ବି ଥିଲେ । କହିବାକୁ ଗଲେ କିଛି ବର୍ଷ ପୂର୍ବେ ସୈଫ ଓ କରୀନା ନିଜ ଘରେ ଏକ କ୍ରିଷ୍ଟମାସ ପାର୍ଟୀ ଦେଇଥିଲେ, ଯେଉଁଠି ଓରହାନ ଓ ସାରା ପରସ୍ପର ସହିତ ବହୁତ କ୍ଲୋଜ ନଜର ଆସିଥିଲେ । ଏମିତିରେ କୁହାଯାଉଥିଲା କି ଦୁଇ ଜଣଙ୍କର ସମ୍ପର୍କ ବନ୍ଧୁତା ଠାରୁ ବି ଅଧିକ କିଛି ଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।