ଦେଶରେ ବଢୁଛି କରୋନାର ଆତଙ୍କ, ତ ସପ୍ତାହରେ ମାତ୍ର 2 ଥର ଏହାକୁ ପିଇ ନିଅନ୍ତୁ, ଥଣ୍ଡା କାଶ ସବୁ ଗାୟବ ହେଇଯିବ- Immunity Booster

ଦେଶରେ ଯେମିତି ସଂକ୍ରମଣ ବଢୁଛି ସେଥିପାଇଁ ଅନେକ ଦେଶୀ ଚିକିତ୍ସା କରା ଯାଉଛି, ଯେଉଁଥିରେ ଆମ ଶରୀରର ଇମ୍ୟୁନିଟି ପାୱାର ବଢିବା ପାଇଁ ତ ଥଣ୍ଡା ବା କାଶ ନିବାରଣ କଣ ହୋଇପାରେ ସେଥି ପାଇଁ ବିଭିନ୍ନ ପ୍ରକାରାର ପ୍ରଣାଳୀ କରା ଯାଉଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରିଲେ ଆପଣଙ୍କର ଥଣ୍ଡା, କାସ ଦୂର ହେବ ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ତେବେ ଆସନ୍ତୁ ଜାଣିବା ତାହା କଣ ଅଟେ । ଏହା ଏକ ପ୍ରକାରର କାଢା ଅଟେ ଯାହା ପାଇଁ କିଛି ଘରୋଇ ସାମଗ୍ରୀର ଆବଶ୍ୟକତା ରହିଛି । ଏଥିପାଇଁ ଗୁଜୁରାତି, ଗୋଲମରୀଚ, ଲବଙ୍ଗ, ପାନମଧୁରୀ ଯାହା ଆମ ଶରୀର ପାଇଁ ହିତକାରକ ଅଟେ ।

ଏହା ପରେ ଏହି ସବୁ ଜିନିଷକୁ ଭଲ ଗରମ କରି ଦିଅନ୍ତୁ । ଏହା ଭଲ ଭାବେ ଫ୍ରାଏ ହେବା ପରେ ଏହାକୁ ଭଲ ଭାବେ ଖଣ୍ଡ କରି ଦିଅନ୍ତୁ । ଏହା ପରେ ଏକ ପାତ୍ରରେ କିଛି ପାଣି ନିଅନ୍ତୁ ।ସେଥିରେ କୁଟା ହୋଇ ରଖାଯାଇଥିବା ଏହି ମସଲା ସବୁକୁ ପକାନ୍ତୁ । ଏହି ପାଣିରେ ଖଣ୍ଡେ ଡାଲଚିନି, ତେଜପତ୍ର, ଅନାସି ଫୁଲ ପକାନ୍ତୁ । ଏହା ପରେ ଅଳ୍ପ ମାତ୍ରାରେ କିଛି ଅଦାକୁ ଭଲ ଭାବେ ଛେଚି ଦେଇ ଏହି ପାଣିରେ ପକାନ୍ତୁ । ଅଦା ଆମ ସ୍ଵସ୍ଥ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ଅଧିକ କାଶ ହେଉଥାଏ ତେବେ ଅଦାକୁ ଭଲ ଭାବେ ଛେଚି ଦେଇ ସେଥିରେ କିଛି ଗୋଲମରୀଚ ମିଶାଇ ସେବନ କରିଲେ କାଶ ସମସ୍ଯା ଦୂର ହୋଇଥାଏ ।

ଏହା ପରେ ଏଥିରେ ଅଧ ଚାମଚର ହଳଦୀ ପକାନ୍ତୁ । ଯଦି ତୁଳସୀ ପତ୍ର ସମ୍ଭବ ତେବେ ଏଥିରେ ଆଡ କରି ପାରିବେ । ଭଲ ଭାବେ ଏହି ମଶାଲ ପଡିଥିବା ପାଣି ଫୁଟିଗଲେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ଆପଣଙ୍କ ଆବଶ୍ୟକ ଅନୁଯାୟୀ ଏଥିରେ ଅଳପ ପରିମାଣରେ କୌଣସି ମିଠା ଜାତୀୟ ଖାଦ୍ଯ ଆଡ କରି ପାରିବେ ।

ଛଣା ଯାଇଥିବା କାଢାରେ ଅଳ୍ପ ପରିମାଣରେ ମହୁ ମିଶାନ୍ତୁ ଯେତିକି ଆପଣଙ୍କ ସ୍ଵାଦ ଅନୁଯାୟୀ ହେବ । ଯଦି ମହୁ ସମ୍ଭବ ନ ଥାଏ ତେବେ ପୁତୁଥିବା ପାଣିରେ ସ୍ଵାଦ ଅନୁସାରେ ଅଳ୍ପ ମାତ୍ରାରେ ଗୁଡ ପକାଇ ପାରିବେ । ଏହିପରି ଭାବେ ଇମ୍ୟୁନିଟି ପାୱାର ବଢିବା ପାଇଁ କିମ୍ବା ଥଣ୍ଡା ଓ କାଶ ହୋଇଥିଲେ ଏହି କାଢାର ସେବନ କରି ପାରିବେ । ଏହି ମସଲା କାଢାକୁ ସକାଳୁ ଖାଲି ପେଟରେ ବା ରାତିରେ ଶୋଇବା ସମୟରେ ସେବନ କରି ପାରିବେ । ଯଦି ଏହି କାଢାକୁ ପ୍ରତି ଦିନ ସେବନ କରିବାକୁ ଚାହୁଥିବେ ତେବେ ଏହାକୁ ଅଧ କପ ନେଇ ସେବନ କରି ପାରିବେ । ଯଦି ଚାହିଁବେ ତେବେ ସପ୍ତାହକୁ ଦୁଇ ଥର ଏହି କାଢାର ସେବନ କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ