ଖଣ୍ଡରରେ ସାପ ଧରିବାକୁ ଯାଇଥିଲା ଏହି ବ୍ୟକ୍ତି, ବାହାରିଲେ ୧୦୦ କିଙ୍ଗ କୋବରା, ତାପରେ ଯାହା ହେଲା… ଦେଖନ୍ତୁ ଭିଡିଓ

ସମସ୍ତେ ଜାଣିଛନ୍ତି କି ସାପମାନେ ଦୁନିଆର ସବୁଠୁ ଭୟାନକ ଓ ବିଷଧର ହୋଇଥାନ୍ତି । ଅନ୍ୟ ପଟେ ସାପମାନଙ୍କ ପ୍ରଜାତି ମଧ୍ୟରେ ସବଠୁ ଅଧିକ ବିଷଧର କିଙ୍ଗ କୋବ୍ରା ହୋଇଥାଏ । ଯାହାକି ଆମ ଦେଶରେ ବହୁତ କମ ମାତ୍ରାରେ ଦେଖା ଯାଉଥିବା ସାପ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।

ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ କି ଯଦି କିଙ୍ଗ କୋବ୍ରା କୌଣସି ମନୁଷ୍ୟକୁ ଚୋଟ ମାରିଥାଏ ତେବେ ସେ ଅଧିକରୁ ଅଧିକ ୩୦ ମିନିଟ ପର୍ଯ୍ୟନ୍ତ ହିଁ ବଞ୍ଚି ପାରିବ ଓ ତାହାର ଚିକିଶ୍ଚା ସେତିକି ସମୟ ଭିତରେ ଯଦି ହୋଇଯାଏ ତେବେ ସେ ବଞ୍ଚିଯାଇ ପାରେ ।

କିଙ୍ଗ କୋବ୍ରାକୁ ଦୁନିଆର ସବୁଠୁ ବିଷଧର ସାପ ବୋଲି କୁହାଯାଏ । କିଙ୍ଗ କୋବ୍ରା ୬ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇ ପାରିବ । କିଙ୍ଗ କୋବ୍ରା ଅନ୍ୟ ସାପମାନଙ୍କୁ ବି ଖାଇଯାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଜଣେ ବ୍ୟକ୍ତି ସାପ ଧରିବାକୁ ଯାଇଥିଲା କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ସେଠୁ ୧୦୦ଟି ସାପ ବାହାରିଲେ, ପୁଣି କଣ ହେଲା ଦେଖନ୍ତୁ ଭିଡିଓ । ଆମେ ଯେଉଁ ଭିଡିଓ ଦେଖାଇବାକୁ ଯାଉଛୁ ତାହାକୁ ଦେଖିଲେ ଆପଣଙ୍କର ହୋସ ଉଡିଯିବ ।

ଏହି ଭିଡିଓରେ ଜଣେ ବ୍ୟକ୍ତି ସାପ ଧରିବାକୁ ଏକ ପୁରୁଣା ଘରକୁ ଯାଇଥିଲା ଓ ସେହି ଘର ବାହାରେ କିଛି ଜିନିଷ ବି ପଡିଥିଲା । ଏହା ପରେ ଯେମିତି ହିଁ ବ୍ୟକ୍ତି ସାପ ଧରିବା ପାଇଁ ଗୋଟିଏ ଟାଇଲି ଉଠାଇଲା ତେବେ ତାହା ତଳେ ୪ – ୫ଟି ସାପ ଥିଲେ । ଏହି ସାପମାନେ ସାମାନ୍ୟ ନ ଥିଲେ ସେମାନେ କିଙ୍ଗ କୋବ୍ରା ଥିଲେ ।

ଏହା ଏକ ଭୟାନକ ଦୃଶ୍ୟ ଅଟେ । ଏହା ପରେ ସେହି ବ୍ୟକ୍ତି ଜଣକ ଗୋଟିଏ ଗୋଟିଏ କରି ସାପକୁ ଧରି ନିଜ ମୁଣି ଭିତରେ ରଖିଲା । ଏହା ପରେ ସେ ଅନ୍ୟ ଏକ ଟାଇଲିକୁ ଉଠାଇଲା ସେଠି ବି ସାପ ବାହାରିଲେ ।

ଯେମିତି ଯେମିତି ସେହି ବ୍ୟକ୍ତିଟି ଟାଇଲି ଗୁଡିକ ଉଠାଇବାକୁ ଲାଗିଲା ସେମିତି ସେମିତି ବହୁତ ସାପ ବି ବାହାରିବାକୁ ଲାଗିଲେ । ସେଠି ପାଖାପାଖି ୧୦୦ଟି କିଙ୍ଗ କୋବ୍ରା ଏକା ସହିତ ଥିଲେ । ସମସ୍ତ ସାପକୁ ସେହି ସାହସୀ ବ୍ୟକ୍ତି ଜଣକ ଧରି ନିଜ ମୁଣି ଭିତରେ ରଖିଦେଲା । ଏହିଭଳି ଜାଗାରୁ ଏତେ ସାପ ବାହାରିବ ବୋଲି ସେଠିକାର କେହି ବି କଳ୍ପନା କରି ନ ଥିଲେ ।

ଦେଖନ୍ତୁ ଭିଡିଓ

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।