ଶାନ୍ତୁନୁ ମା’ ସହ ମୋ ସ୍ଵାମୀ ରହୁଛି ଆଉ ମୋତେ ଶାନ୍ତୁନୁକୁ ଖୁସି କରିବାକୁ କହୁଛି ! ନିଜ ସ୍ଵାମୀଙ୍କ ନାଁରେ ସ୍ତ୍ରୀ ଯାହା ଅଭିଯୋଗ ଆଣିଛନ୍ତି ନା… ଦେଖନ୍ତୁ video

ନିଜ ସ୍ଵାମୀଙ୍କ ନାଁରେ ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଛନ୍ତି ଜଣେ ମହିଳା । ପରପୁରୁଷର ଶ-ଯ୍ୟା-ସ-ଙ୍ଗି-ନୀ ହେବା ପାଇଁ ସ୍ଵାମୀ ସ୍ତ୍ରୀକୁ ବାଧ୍ୟ କରୁଥିବା ନେଇ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଶାନ୍ତୁନୁ ବୋଲି ଜଣେ ଯୁବକଙ୍କ ସହ ସମ୍ପର୍କ ରଖିବା ପାଇଁ ସ୍ତ୍ରୀକୁ କୁଆଡେ ବାଧ୍ୟ କରୁଛନ୍ତି ସ୍ଵାମୀ । ପୁଅ ବୋଲି କହି ଶାନ୍ତୁନୁକୁ ଘରକୁ ଆଣିଥିଲେ ଓ ରାତିରେ ତା’ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଅନିଚ୍ଛା ସତ୍ତ୍ୱେ ସ୍ତ୍ରୀଜଣକ ଶାନ୍ତୁନୁ ଓ ସ୍ଵାମୀଙ୍କ ଶ-ଯ୍ୟା-ସ-ଙ୍ଗି-ନୀ ହୋଇ ସାରିଥିବା ବେଳେ ଏବେ ଏହାକୁ ବିରୋଧ କରିଛନ୍ତି ।

ଅଭିଯୋଗକାରିଣୀ ମହିଳାଙ୍କ ସ୍ଵାମୀ କୁଆଡେ କହୁଛନ୍ତି, “ତୁ ଶାନ୍ତୁନୁକୁ ଖୁସି କର ମୁଁ ଶାନ୍ତୁନୁର ମା’କୁ ଖୁସି କରିବି । ଶାନ୍ତୁନୁର ମା’ ସହ ଘଣ୍ଟା ଘଣ୍ଟା ଧରି ଛାତ ଉପରେ କଥା ହେଉଛନ୍ତି ସ୍ଵାମୀ । ଶାନ୍ତୁନୁ ବେଡରୁମରେ ମୋ ସହ ଖ-ରା-ପ କା-ମ କରୁଛି । ଶାନ୍ତୁନୁଙ୍କ ମା’ଙ୍କ ବଦଳରେ ନିଜ ସ୍ତ୍ରୀକୁ ଶାନ୍ତୁନୁ ହାତରେ ଟେକି ଦେଇଛନ୍ତି ସ୍ଵାମୀ । ଆଉ ଶାନ୍ତୁନୁ ରାତିରେ ସ୍ଵାମୀଙ୍କ ସାମ୍ନାରେ ମୋ ସହ ସମ୍ପର୍କ ରଖୁଛି ।” ମହିଳାଙ୍କ ସ୍ଵାମୀ ସରୋଜ ପଣ୍ଡା ଓ ଯୁବକ ଶାନ୍ତୁନୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ସରୋଜଙ୍କ ସ୍ତ୍ରୀ ।

ପୁଅ ବୋଲି କହି ଶାନ୍ତୁନୁଙ୍କୁ ଘରକୁ ଆଣିଲେ ଓ ସ୍ତ୍ରୀଙ୍କ ବାରଣ ସତ୍ତ୍ୱେ ତାକୁ ଘରେ ରଖୁଛନ୍ତି ସ୍ଵାମୀ । ଗୋଟିଏ ଖଟରେ ସ୍ତ୍ରୀକୁ ମଝିରେ ଶୁଆଇ ଶାନ୍ତୁନୁଙ୍କୁ ପାଖରେ ଆଣି ଶୁଆଉଛନ୍ତି ସ୍ଵାମୀ । ଆଉ ଯେତେବେଳେ ଯାହାର ଇଚ୍ଛା ହେଉଥିଲା ସେତେବେଳେ ସିଏ ତାଙ୍କୁ ଉପଭୋଗ କରୁଛନ୍ତି । ରାତିସାରା ଏଭଳି ଏକ ଅପ୍ରୀତିକର ପରିସ୍ଥିତି ଦେଇ ଯାଇଥିଲେ ସ୍ତ୍ରୀ । ସବୁ ଜାଣି ସରୋଜ ଚୁପ ରହିବା ସହ ତାଙ୍କ 5 ବର୍ଷର ପୁଅକୁ ମଧ୍ୟ ପାଦରେ ଆଡେଇ ଦେଇଛନ୍ତି ।

ସ୍ଵାମୀଙ୍କ ଏଭଳି ଆଚରଣକୁ ଶେଷରେ ବିରୋଧ କରି ସବୁକିଛିର ପର୍ଦ୍ଦାଫାଶ କରି ଦେଇଛନ୍ତି ସ୍ତ୍ରୀ । କେବେ କେବେ ସ୍ତ୍ରୀକୁ ଶାନ୍ତୁନୁ ପାଖରେ ଛାଡି ଦେଇ ରାତି ରାତି ଯାଇ ଶାନ୍ତୁନୁ ମା’ ପାଖରେ ରହୁଛନ୍ତି ସ୍ଵାମୀ ସରୋଜ ପଣ୍ଡା । କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ରାଘପୁର ଗ୍ରାମର ପଣ୍ଡା ସାହିରେ ଦେଖିବାକୁ ମିଳିଛି ଏଭଳି ଏକ ଲଜ୍ଜାଜନକ ଘଟଣା । ସେହି ଗ୍ରାମର ସରୋଜ ପଣ୍ଡା ସୁନ୍ଦରଗଡର ଶାନ୍ତୁନୁଙ୍କୁ ନେଇ ଘରକୁ ଆସୁଥିଲେ ଓ ତାକୁ ଖୁସି କରିବା ପାଇଁ ନିଜ ସ୍ତ୍ରୀକୁ ବାଧ୍ୟ କରୁଥିଲେ ।

ସ୍ଵାମୀର ଧ-ମ-କ-କୁ ଡରି ଶାନ୍ତୁନୁ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖି ଆସୁଥିଲା ସ୍ତ୍ରୀ । ନହେଲେ ସ୍ତ୍ରୀକୁ ନି-ର୍ଯ୍ୟା-ତ-ନା ଦେଉଥିଲା । ତିନିମାସ ଧରି ଏଭଳି ଚାଲିବା ପରେ କଷ୍ଟ ଅସହ୍ୟ ହେବାରୁ ବାଧ୍ୟ ହୋଇ ନିଜ ସ୍ଵାମୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।