Intersting Odia Gk- ସଂସାର ରେ କାହାର ମୃତ୍ୟୁ ନାହିଁ ?

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାଇ । ତାହା ଆମେ କାହାକୁ ପଚାରି ଥାଉ । ମାତ୍ର ଏହା ସବୁ ବେଳେ ଠିକ ଟାଏ ତାର କିଛି ମାନେ ନାଇ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ଶାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ ।

ତେବେ ଆଜି ଆମେ ଆପଣଙ୍କୁ କିଛି ଶାଧାରଣ ଜ୍ଞାନ ଭଳି ପ୍ରଶ୍ନ ଦେଖିଆବ ପାଇଁ ଯିବା । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପାଢୀ ଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି ।

ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ  ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧. କେଉଁ ଦେଶରେ ଧଳା ହାତୀ ଦେଖା ଯାଏ ?

ଉତ୍ତର- ଥାଇଲାଣ୍ଡ

୨. କେଉଁ ରାଜା ତମାଖୁ ସେବନ କୁ ବାଧ୍ୟତା ମୂଳକ କରି ଥିଲେ ?

ଉତ୍ତର- ପାଟର ଦି ଗ୍ରେଟ।

୩. କେଉଁ କୀଟ  ଚଞ୍ଚଳ ଦୌଡି ପାରେ ?

ଉତ୍ତର – ଡିପର ଫ୍ଲାଇ , ୮୦୦ ମାଇଲଜ ପ୍ରତି ଘଣ୍ଟା ।

୪. କେଉଁ ମାସରେ ପିଲା କମ କାନ୍ଦେ ?

ଉତ୍ତର- ଫେବୃଆରୀ।

୫ . କେଉଁ ନଗର ରେ ଦୁଇ ମାସ ରେ ଦିନ ହୁଏ ?

ଉତ୍ତର- ହେର୍ମର ଫେଷ୍ଟ

୬. କେଉଁ ଅବସ୍ଥାରେ ମନୁଷ୍ୟ ପାଇଁ ଟିକେଟ ଲାଗେ ନାହିଁ ?

ଉତ୍ତର – ଶିଶୁ ଅବସ୍ଥା

୭. ସାତ ପାହାଡ଼ର ନଗର କାହାକୁ କୁହା ଯାଏ ?

ଉତ୍ତର – ରୋମ ।

୮. ସଂସାରରେ କାହାର ମୃତ୍ୟୁ ନାହିଁ ?

ଉତ୍ତର- ଆତ୍ମା ।

୯. କେଉଁ ପକ୍ଷୀ ପିଲା ଜନ୍ମ ଦିଏ ଓ ପିଲାକୁ କ୍ଷୀର ଦିଏ ?

ଉତ୍ତର – ଚେମେଡିଆ

୧୦. ଖଟା ମହୁ କେଉଁ ଦେଶ ରେ ମିଳେ ?

ଉତ୍ତର – ବ୍ରାଜିଲ

୧୧. କେଉଁ ଜୀବର ଆଖି ପତା ପଡେ ନାହିଁ ?

ଉତ୍ତର – ମାଛ।