ଆସିଲା ସବୁଠୁ ବଡ ଖବର, ମାଡି ଆସୁଛି ବଡ ବିପତ୍ତି, ସମୁଦ୍ରରେ ବୁଡିଯିବ ଏହି 5 ଟି ସହର, ସାବଧାନ !

ନମସ୍କାର ବନ୍ଧୁଗଣ । ଗତ କିଛି ବର୍ଷ ମଧ୍ୟରେ ବିଶ୍ଵର ତାପମାତ୍ରାକୁ ନେଇ ଚେତାବନୀ ଦିଆ ଯାଇଛି ଯେ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ସବୁ ତରଳି ଯିବ ଓ ସମୁଦ୍ର ପତନ ବୃଦ୍ଧି ପାଇବ । ଏହା ଦ୍ଵାରା ସମୁଦ୍ର ନିକଟସ୍ଥତ ଦ୍ଵିପ ଗୁଡିକ ଜଳମଗ୍ନ ହୋଇଯିବ ।

ସମୁଦ୍ର ମଧ୍ୟ ଭାଗରେ ସୁନ୍ଦର ଦ୍ଵିପପୁଞ୍ଜ ବୁଡିଯିବାକୁ ନେଇ ଅନେକ ଆଲୋଚନା କରା ଯାଉଛି । ଏପରି ଅନେକ ଦ୍ଵିପ ରହିଛି ଯାହା ଆଗାମୀ ୬ ଦଶନ୍ଧି ସୁଧା ଜଳମଗ୍ନ ହୋଇ ଯିବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ସେହି ଦ୍ଵିପ ଗୁଡିକ କଣ ଅଟେ । ଆମେରିକାର ବୈଜ୍ଞାନିକ ବେନ ଅଫ ଗୁଟେନ ବର୍ଗ ୪୦ଦଶକ ପୂର୍ବରୁ ଏହାକୁ ଅନୁମାନ କରିଥିଲେ ।

ତାଙ୍କର ସନ୍ଦେହ ଠିକ ନା ଭୁଲ ଏହା ଜାଣିବା ପାଇଁ ଗୁଟେନ ବର୍ଗ ଗତ ୧୦୦ ବର୍ଷ ହେବ ଏହାର ସନ୍ଧାନ କରିଥିଲେ । ଏହା ପରେ ତାଙ୍କ ସନ୍ଦେହ ସତ ହୋଇଥିଲା । ମେରୁ ଅଞ୍ଚଳରେ ବରଫ ତରଳିବା କାରଣରୁ ସମୁଦ୍ରରେ ଜଳ ବୃଦ୍ଧି ପାଉଛି । ୯୦ ଦଶକରେ ନାସା ମଧ୍ୟ ଏହାକୁ ନିଶ୍ଚିନ୍ତ କରିଛି ।

ଏହିପରି ଏକ ଦ୍ଵିପପୁଞ୍ଜ ହେଉଛି ସ୍ବେଲେମାନ ଦ୍ବୀପପୁଞ୍ଜ ଦକ୍ଷିଣ ପ୍ରଶାନ୍ତ ମହାସାଗରେ ପ୍ରାୟ ହଜାର ଦ୍ଵିପକୁ ନେଇ ଗଠିତ ଏହି ସ୍ବେଲେମାନ ପୁଞ୍ଜ ବହୁତ ଜଲ୍ଦି ଜଳମଗ୍ନ ହେବାକୁ ଯାଉଛି ବୋଲି ଏକ ରିପୋର୍ଟରୁ ସୂଚନା ମିଳିଛି । ଏହା ଅନୁଯାଯାଇ ୧୯୯୩ରୁ ଏହି ଦ୍ଵିପରୁ ଜଳ ପ୍ରତିବର୍ଷ ୮ ମିଲିମିଟର ବୃଦ୍ଧି ପାଇବାରେ ଲାହିଛି । ପରିବେଶ ଓ ବିଜ୍ଞାନ ପତ୍ରିକା ପରିବେଶ ଅନୁସନ୍ଧାନ ଅନୁଯାୟୀ ଏହାର ୫ଟି ଦ୍ଵିପପୁଞ୍ଜ ଜଳମଗ୍ନ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଏସିଆର ଉତ୍ତରରେ ଅବସ୍ଥିତ ମାଲଦ୍ଵୀପ ପ୍ରାୟ ସମସ୍ତେ ଏସିୟା ବାସୀ ଜାଣିଥିବେ ।

ଏହାକୁ ଭାରତ ମହାସାଗରର ଗର୍ବ କୁହାଯାଏ । ଏହି ଦ୍ବୀପରେ ଅନେକ ବିଳାସପୂର୍ଣ୍ଣ ରିସର୍ଟ ରହିବା ସହ ପାଣି ମଧ୍ୟରେ ହୋଟେଲ ମଧ୍ୟ ରହିଛି । ବିଶ୍ଵ ବ୍ଯାଙ୍କ ସମେତ ଅନ୍ୟ ଅନୁଷ୍ଠାନ ମତ ଦେଇଛନ୍ତି ଯେ ୨୦୧୦୦ ସୁଧା ସମୁଦ୍ର ଜଳପତନ ବୃଦ୍ଧି ସହିତ ଏହି ଦ୍ଵିପ ଜଳମଗ୍ନ ହେବାର ଅନେକ ଆଶଙ୍କା ରହିଛି । ପ୍ରଶାନ୍ତ ମାହାସାଗରରେ ଥିବା ଦ୍ଵୀପାଞ୍ଚଳ ଦେଶ ପଲାଉ ମଧ୍ୟ ଜଳମଗ୍ନ ହେବାର ଆଶଙ୍କା ରହିଛି । ୧୯୯୩ ପର ଠାରୁ ପ୍ରତି ବର୍ଷ ଏହି ପଲାଉରେ ଥିବା ଦ୍ଵିପ ୦.୩୫ ଇଞ୍ଚ ଜଳପତନ ବୃଦ୍ଧି ପାଉଛି । ଯଦି ଏପରି ଭାବେ ଜଳପତନ ବୃଦ୍ଧି ପାଇବ ତେବେ ୨୦୯୦ ସୁଧା ଏହାର ଜଳମଗ୍ନ ହୋଇ ଯିବାର ସମ୍ଭାବନା ରହିଛି ଯାହାକୁ ରୋକି ହେବ ନାହି।

ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ମାଇକ୍ରୋନେସିୟା ଦେଶ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଟେ । ହାୱା ଠାରୁ ପ୍ରାୟ ୨୫୦୦ କିମି ଦୂରରେ ଥିବା ଏହି ଦ୍ଵିପ ମାତ୍ର ୨୭୦ ବର୍ଗ ମାଇଲ ଭୂମି ରହିଛି ଯେଉଁଥିରେ ପର୍ବତ ଓ ବେଳାଭୂମି ରହିଛି । ସମୁଦ୍ରପତନ ବୃଦ୍ଧି ହେତୁ ଏହାର ଅନେକ ଦ୍ଵିପ ଜଳମଗ୍ନ ହେବାର ସମ୍ଭାବନା ରହିଛି । ଦକ୍ଷିଣ ପ୍ରଶାନ୍ତ ସାଗରରେ ଅବସ୍ଥିତ ଫିଜ ଦ୍ବୀପପୁଞ୍ଜ ମଧ୍ୟ ବହୁତ ଜଲ୍ଦି ଜଳମଗ୍ନ ହେବାର ସମ୍ଭାବନା ରହିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ