ସମୁଦ୍ର କୂଳରେ ପଡିଥିବା ମାଛ ମୁହଁରୁ ମିଳିଲା କିଛି ଏମିତି ଜିନିଷ, ଯାହାକୁ ଦେଖି ଲୋକମାନେ ବିଶ୍ଵାସ କରିପାରିଲେ ନାହିଁ

କୁହନ୍ତି କି ସମୁଦ୍ର ନିଜ ମଧ୍ୟରେ ହିଁ ଏକ ରହସ୍ୟମୟୀ ଦୁନିଆ ଅଟେ । ଯାହା ମଧ୍ୟରେ ବହୁତ ଜୀବ ବାସ କରିଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ମଣିଷଙ୍କ ଭଳି ସମୁଦ୍ରରେ ଏହିଭଳି କିଛି ଜୀବ ଅଛନ୍ତି ଯେଉଁମାନେ ପରସ୍ପର ସହିତ ମିଶି ରୁହନ୍ତି କିନ୍ତୁ କିଛି ଜୀବ ଏମିତି ବି ଅଛନ୍ତି ଯେଉଁମାନେ ପରସ୍ପରକୁ ଦେଖିବାକୁ ବି ଚାହାନ୍ତି ନାହିଁ ଓ ସେମାନଙ୍କର ଶତୃତା ମଣିଷଙ୍କର ଶତୃତା ଠାରୁ ବି ଅଧିକ ଭୟାନକ ହୋଇଥାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏହି ଶତୃତାର ଏକ ଉଦାହରଣ ଦେଖାଇବାକୁ ଯାଉଛୁ ।

କହିବାକୁ ଗଲେ ଇଣ୍ଡୋ ପୈସିଫିକ ସମୁଦ୍ରରେ ଏକ ଡଲଫିନ ମାଛ ପୂରାପୂରି ଏକ ଅକ୍ଟୋପସକୁ ଖାଇବାର ପ୍ଲାନ କରିଥିଲା । ଏହା ଶୁଣିବାକୁ ଅଳ୍ପ ଅଜବ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । କିନ୍ତୁ ଏହା ପରେ ଯାହା ହେଲା ତାହା ବିଷୟରେ ଜାଣିଲେ ଆପଣ ଆହୁରି ଅଧିକ ଆଶ୍ଚର୍ଯ୍ୟ ହୋଇଯିବେ ।  ଡଲଫିନ ମାଛଟି ଅକ୍ଟୋପସକୁ ପୁରା ମୁହଁରେ ଦାବି ପାଟି ଭିତରକୁ ନେବାକୁ ଚେଷ୍ଟା କରିଥିଲା ।

ଏମିତିରେ ୮ଟି ଗୋଡ ବାଲା ଅକ୍ଟୋପସ ମାଛ ନିଜ ଶରୀରରେ ଏମିତି କିଛି କରିଲା କି, ସେହି ସମୟରେ ହିଁ ସେହି ଡଲଫିନ ମାଛର ମୃତ୍ୟୁ ହୋଇଗଲା । କେବଳ ଏତିକି ନୁହେଁ ଏହି ମୃତ୍ୟୁର ରହସ୍ୟକୁ ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ ପାଖାପାଖି ୧ ବର୍ଷ ସମୟ ଲାଗିଗଲା ।

କହିଦେଉଛୁ କି ଡଲଫିନ ମାଛର ମୃତ୍ୟୁ ହେବା ପରେ ଠିକ କରାଗଲା କି ତାହାର ମୃତ୍ୟୁ ର ଅଟୋପ୍ସୀ ହେବା ଉଚିତ । କାରଣ ଡଲଫିନ ମାଛର ଶରୀର ବହୁତ ଖରାପ ଅବସ୍ଥାରେ ମିଳିଥିଲା । ଡଲଫିନ ମାଛର ମୃତ୍ୟୁର ରହସ୍ୟକୁ ଖୋଜିବା ସମୟରେ ଡାକ୍ତରମାନେ କହିଲେ କି ଶେଷରେ ଅକ୍ଟୋପସର ଅନ୍ତ କେଉଁଠି ହେଲା ? କହିବାକୁ ଗଲେ ସେହି ଅକ୍ଟୋପସ ଟି ଏତେ ବଡ ଥିଲା କି ତାକୁ ମାରିବା କଷ୍ଟ ଥିଲା ।

ଏହା ସହିତ ଡାକ୍ତରମାନେ କହିଲେ କି ବାସ୍ତବରେ ଡଲଫିନ ମାଛର ଖାଦ୍ୟ ହିଁ ତାହାର ମୃତ୍ୟୁର କାରଣ ହୋଇଗଲା । ମାନେ ଅକ୍ଟୋପସର ବିଶାଳ ଶରୀର କାରଣରୁ ଡଲଫିନର ମୃତ୍ୟୁ ହୋଇଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।