ସମୁଦ୍ର ଭିତରେ ମିଳିଲା ୧୨୦୦ ବର୍ଷ ପୁରୁଣା ମନ୍ଦିର, ଲୁଚି ରହିଥିଲା ପ୍ରବଳ ମାତ୍ରାରେ ଖଜାନା, ଦେଖନ୍ତୁ

ଏହି ଦୁନିଆର ଇତିହାସ ବହୁତ ବଡ ଅଟେ । ପ୍ରାଚୀନ ସମୟରେ ଏଠି ଏମିତି ଏମିତି ଜିନିଷ ଓ ସଂସ୍କୃତି ଅଛି ଯାହାକୁ ବର୍ତ୍ତମାନର ଜମାନାରେ କଳ୍ପନା ବି କରି ପାରିବେ ନାହିଁ । ଏହି ପୃଥିବୀର ଗର୍ଭରେ ଆଜି ବି ବିଭିନ୍ନ ରହସ୍ୟ ଓ କାହାଣୀ ଲୁଚି ଅଛି । ବର୍ତ୍ତମାନ ହିଁ ଇଜିପ୍ଟର ସହର ହେରାକ୍ଲିଓନର ସମୁଦ୍ରରେ ଏକ ଏମିତି ହିଁ ଅଦ୍ଭୁତ ଓ ପାଖାପାଖି ୧୨୦୦ ବର୍ଷ ପୁରୁଣା ଏକ ମନ୍ଦିର ମିଳିଛି । ଏହି ମନ୍ଦିରରେ ଏମିତି ବହୁତ କିଛି ଖାସ କଥା ଅଛି ଯାହାକୁ ଦେଖି ପୁରାତତ୍ୱ ବିଶେଷଜ୍ଞମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏହି ମନ୍ଦିରକୁ ୟୁରୋପ ଓ ଇଜିପ୍ଟର ପୁରାତତ୍ୱ ବିଭାଗର ଟିମ ମିଶି ଖୋଜିଛନ୍ତି । ମନ୍ଦିରରେ ବହୁତ ପିଲର୍ସ ବି ମିଳିଛି ଯାହାକୁ ମୁଖ୍ୟ ମନ୍ଦିରର ଅଂସ ବୋଲି କୁହାଯାଉଛି ଓ ଯାହାକି ନଷ୍ଟ ହୋଇ ଯାଇ ଥିଲା । ଏମିତି କୁହାଯାଉଛି କି ସମୁଦ୍ରରେ ମିଳିଥିବା ପୁରୁଣା ମନ୍ଦିର ଇଜିପ୍ଟର ଏକ ହଜି ଯାଇଥିବା ସହର ମଧ୍ୟରୁ ଗୋଟିଏ ଅଟେ ।

ମନ୍ଦିରରୁ କେତେକ ଅବଶେଷ ବି ମିଳିଛି ଯେଉଁଥିରୁ ଆଶଙ୍କା କରାଯାଉଛି କି ଏହା ଏକ ଗ୍ରୀକ ମନ୍ଦିର ଅଟେ । ଖଜଣାର ଅତିରିକ୍ତ ମନ୍ଦିରରେ କିଛି ମୂର୍ତ୍ତି ଓ ମାଟିର ବାସନ ବି ମିଳିଛି । ଏହି ସମସ୍ତ ଜିନିଷକୁ ତୃତୀୟ କିମ୍ବା ଚତୁର୍ଥ ଶତାବ୍ଦୀର କୁହାଯାଉଛି । ବହୁତ ପୁରୁଣା ହୋଇ ଥିବାରୁ ଏହି ମନ୍ଦିର ଭାଙ୍ଗିଯାଇ ସମୁଦ୍ରରେ ମିଶି ଯାଇଛି ।

ଏହି ମନ୍ଦିରରୁ ମିଳିଥିବା ମୁଦ୍ରାରୁ ଜଣା ପଡୁଛି କି ଏହା କ୍ଲାଡିୟସ ଟଲମୀଙ୍କର ଶାସନକାଲର ଅଟେ । ପୁରାତତ୍ୱ ବିଭାଗ ଅନୁସାରେ ଏଠି ହେରାକ୍ଲିଓନ ମନ୍ଦିରର ସହର ହେଉଥିଲା । କିନ୍ତୁ ସୁନାମୀ ଆସିଯିବା କାରଣରୁ ଏହି ପୁରା ଅଞ୍ଚଲଟି ନଷ୍ଟ ହୋଇ ଯାଇଥିଲା । ସେହି ସମୟରେ ଇଜିପ୍ଟ ସହର ବିଜନେସ କରିବା ପାଇଁ ମୁଖ୍ୟ କେନ୍ଦ୍ର ଥିଲା । ଏଠି ଏକ ଡଙ୍ଗା ବି ମିଳିଛି ଯେଉଁଥିରେ ମୁଦ୍ରା ଓ ଗହଣା ବି ରଖା ହୋଇଛି । ଏହା ସହିତ ଏହା ପାଖରେ ମନୁଷ୍ୟର ଅବଶେଷ ବି ମିଳିଛି ।

ପୁରାତତ୍ୱବିଦ ଡା. ଫ୍ରେଂକ ଗୋଡିୟୋ କୁହନ୍ତି କି ଆଜି ଠାରୁ ୧୨ ବର୍ଷ ପୂର୍ବେ ଏହି କ୍ଷେତ୍ରରେ ଫ୍ରେଞ୍ଚ ଯୁଧ୍ୟପୋତ ବି ମିଳୁଥିଲା । ସେ ଗୁଡିକ ୧୮ ତମ ଶତାବ୍ଦୀର ଥିଲା । ଏହି ମନ୍ଦିରକୁ ଖୋଜିବା ଏତେ ବି ସହଜ ନ ଥିଲା । ଏହାକୁ ଖୋଜିବା ପାଇଁ ପୁରାତତ୍ୱ ବିଭାଗତର ଟିମକୁ ଚାରି ବର୍ଷର ଲମ୍ବା ସମୟ ଲାଗି ଗଲା ।

ମନ୍ଦିରରେ ମିଳିଥିବା ଏହି ଖଜଣାର କଥାବାର୍ତ୍ତା କରିଲେ ତେବେ ଏଠି ପ୍ରାଚୀନ ଜମାନାର ମୁଦ୍ରା, କ୍ରକରୀ, ଗହଣା, ବାସନ ଓ ଏକ ଡଙ୍ଗା ବି ମିଳିଛି । ବର୍ତ୍ତମାନ ପୁରାତତ୍ୱ ବିଭାଗ ଏହି ସମସ୍ତ ଜିନିଷର ବିଶ୍ଲେଷଣ କରୁଛନ୍ତି । ଯାହା ଦ୍ଵାରା ଏହି ମନ୍ଦିର ସହ ଜଡିତ ଆହୁରି ରହସ୍ୟ ବିଷୟରେ ଜାଣି ହେବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।