ସାମନାକୁ ଆସିଲା ଭାରତୀୟ ବାୟୁସେନାର ପାକିସ୍ତାନ ଉପରେ କରାଯାଇଥିବା ଆକ୍ରମଣର ଫଟୋ ସବୁ, ଦେଖନ୍ତୁ ଏଥିରେ ରହିଛି ଆମେରିକା, ଇସ୍ରାଇଲ…

ରାତି ୩ ରୁ ୪ ଟା ସମୟ ଭିତରେ ପାକିସ୍ତାନ ବାଲକୋଟାର ଅଞ୍ଚଳରେ ଏବଂ ଅନ୍ୟ ଦୁଇ ଅଞ୍ଚଳରେ ହିନ୍ଦୁସ୍ଥାନର ଏୟାରଫୋର୍ସର ୧୨ ଟି ମିରାଜ ଫାଇଟର ବିମାନ ପଶିଥିଲେ । ସେମାନେ ବହୁତ ତଳେ ଉଡୁଥିଲେ ଯାହା ଦ୍ଵାରା ସେମାନେ ରେଡାରରେ ନଜର ଆସିବେ ନାହିଁ । ଏବଂ ଏହିଭଳି ପରିସ୍ଥିତିରେ ସେମାନେ ବହୁତ ଭିତରକୁ ପଶି ଯାଇଥିଲେ । ସେ ଆତଙ୍କି କ୍ୟାମ୍ପକୁ ନଷ୍ଟ କରିଦେଲେ ଏବଂ ତାହା ପରେ ଫେରି ଆସିଲେ । କିନ୍ତୁ ଏହା ଏତେ ବି ସହଜ କାମ ନଥିଲା ।

ବର୍ତ୍ତମାନ ଏହି ଆକ୍ରମଣର କିଛି ଫଟୋ ବି ସାମନାକୁ ଆସୁଛି, ଯେଉଁଥିରେ ଦେଖାଇ ଦିଆ ଯାଉଅଛିକି ସେମାନେ କେଉଁ କେଉଁ ଠିକଣାକୁ ଧ୍ଵସ୍ତ କରିଛନ୍ତି, ପ୍ରଥମ ଫଟୋରେ ଜୈଶର ସେହି ଠିକଣାର ଫଟୋ ଅଛି ଯେଉଁଥିରେ ସିଢି ଗୁଡିକରେ ସେ କେତେକ ଦେଶର ପତାକାକୁ ବେଜ୍ଜିତ କରିବା ପାଇଁ  ଲଗାଇଛି ।

ଏହି ଫୋଟରେ ଆମେରିକା, ଇଂଲଣ୍ଡ ଏବଂ ଇସ୍ରାଇଲର ପତକା ପେଣ୍ଟ କରା ଯାଇଛି । ଯେଉଁ ଫଟୋକୁ ଶେୟାର କରାଯାଉଛି । ବର୍ତ୍ତମାନ ଆସିବା ଦ୍ଵିତୀୟ ଫଟୋ ଆଡକୁ । ଦ୍ଵିତୀୟ ଫଟୋରେ ଏକ ଭଙ୍ଗା ଘର ଦେଖା ଯାଉଛି ଯାହାକୁ ଜୈଶର ଠିକଣା ବୋଲି କୁହା ଯାଉଛି । ଏହି ଘରେ ଏମାନଙ୍କ ପାଖରେ ଏମିତି କେତେକ ହତିୟାର ଏଠି ରଖା ଯାଇଥିଲା ଯାହାକୁ ଇଣ୍ଡିଆନ ଏୟାରଫୋର୍ସ ନଷ୍ଟ କରି ଦେଇଥିଲେ ।

ଏମାନଙ୍କର ଆହୁରି ଏକ କ୍ୟାମ୍ପର ଫଟୋ ଅଛି । ଯାହାର ଫଟୋ ଜାରି କରା ଯାଇଛି । ଯାହାକୁ ତାଙ୍କର ବର୍ଡର ସହିତ ଲାଗିଥିବା ସବୁଠୁ ମହତ୍ଵପୂର୍ଣ ଆଡା ବୋଲି କୁହା ଯାଉଛି ଏବଂ ଏଠି ଥିବା ୩୦୦ରୁ ଅଧିକ ଆତଙ୍କି ମାନେ ମୁର୍ତ୍ୟୁ ବରଣ କରିଛନ୍ତି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରା ସୂଚନା ସାମନାକୁ ଆସି ନାହିଁ । କିନ୍ତୁ ଏହା ଉପରେ କାମ କରାଯାଉଛି । ଆଶା କରୁଛୁ କି ଜଲ୍ଦି ହିଁ ଆକ୍ରମଣ ସହିତ ଜଡିତ କିଛି ସୂଚନା ବି ରିଲିଜ କରାଯିବ । ଯେଉଁଥିରେ ବହୁତ କିଛି ସତ୍ୟତା ସାମନାକୁ ଆସିବ ।

ପୋସ୍ତ ଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।